କଟକ

ଆଜି ଆସିବ ନାକ୍‌ ଟିମ୍‌: ସଜେଇ ହୋଇଛି ରେଭେନ୍‌ଶା

କଟକ,୨୦ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ସୁନ୍ଦର କଳାକୃତିରେ ଝଲସୁଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ବିଭିନ୍ନ ଲାବ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାଚେରି ଏବଂ କାନ୍ଥଗୁଡିକରେ ଚିତ୍ରାଙ୍କନ କରାଯାଇଛି। ରକ୍ଷଣାବେକ୍ଷଣର ଅଭାବରୁ ଅବହେଳିତ ଅବସ୍ଥାରେ ଥିବା ରାଜ୍ୟର ପ୍ରଥମ କ୍ୟାମ୍ପସ କମ୍ୟୁନିଟି ରେଡିଓ ‘ରେଭେନ୍‌ଶା...

ଖୁଣ୍ଟୁଣୀ: ବଢୁଛି ଦେଶୀମଦ କାରବାର

ଖୁଣ୍ଟୁଣୀ, ୧୯ା୧୧ (ସଚ୍ଚିଦାନନ୍ଦ ପଣ୍ଡା)ଖୁଣ୍ଟୁଣୀ ଥାନା ଅଞ୍ଚଳରେ ବ୍ୟାପକ ଦେଶୀମଦ କାରବାର ବୃଦ୍ଧି ପାଇଛି। ଖଣ୍ଡୁଆଳି ଓ ରାଧାକୃଷ୍ଣପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି। ହେଲେ ଏ...

ନିରାମୟ କେନ୍ଦ୍ରରେ ମିଳୁନି ଡାଇବେଟିସ୍‌ ଔଷଧ

କଟକ,୧୬ା୧୧(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲର ନିରାମୟ କେନ୍ଦ୍ରରେ ପ୍ରାୟ ୨ ମାସ ହେବ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଔଷଧ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏସ୍‌ସିବି ମେଡିକାଲ ପରିସରରେ ଦୁଇଟି ନିରାମୟ କେନ୍ଦ୍ର ରହିଛି। ହେଲେ ସେଠାରେ ଡାଇବେଟିସ୍‌ ଔଷଧ...

ବାରବାଟୀ-କଟକ ନିର୍ବାଚନୀ ମାମଲା: ମହଲତ ପାଇଁ ବିଧାୟକଙ୍କୁ ୧୦ ହଜାର ଜରିମାନା

କଟକ,୧୪ା୧୧ (କାର୍ତ୍ତିକ ସାହୁ): ବାରବାଟୀ-କଟକ ନିର୍ବାଚନୀ ମାମଲାର ବିଧାୟକ ମହମ୍ମଦ ମୋକିମ୍‌ଙ୍କ ପକ୍ଷରୁ ଯୁକ୍ତି ବାଢ଼ିବାକୁ ଓକିଲ ମହଲତ ମାଗିବାରୁ ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ସୋମବାର ଶୁଣାଣିରେ ବିଧାୟକଙ୍କ ପକ୍ଷରୁ ଯୁକ୍ତି...

ଫ୍ଲିପ୍‌କାର୍ଟ ଅଫିସରେ ପଶି ଦୁର୍ବୃତ୍ତମାନେ ବନ୍ଧୁକମୁନରେ ଲୁଟିନେଲେ ଟଙ୍କା ବାକ୍ସ

କଟକ,୧୩ା୧୧: ମୁଖା ପିନ୍ଧି ଦୁଇ ଦୁର୍ବୃତ୍ତ ଫ୍ଲିପ୍‌କାର୍ଟ ଅଫିସରେ ପଶି ବନ୍ଧୁକମୁନରେ ଟଙ୍କା ବାକ୍ସ ଲୁଟିନେଇଛନ୍ତି। ଏପରି ଘଟଣା କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକନଗର ସ୍ଥିତ ଫ୍ଲିପ୍‌କ୍ଲାର୍ଟ ଅଫିସରେ ଘଟିଛି। ସୋମବାର ଏହି ଦୁଇ ଦୁର୍ବୃତ୍ତ ଏକ...

ଦୀପାବଳି: ଡିମାଣ୍ଡରେ ଫ୍ୟାନି୍ସ ଦୀପ

କଟକ,୧୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ)ରବିବାର ଆଲୋକର ପର୍ବ ଦୀପାବଳି। ଏନେଇ ଚଳଚଞ୍ଚଳ ହୋଇଛି କଟକ ସହର। ଦୀପାବଳିରେ ଘର ସଜାଇବା ପାଇଁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସହରର ଅନେକ ସ୍ଥାନରେ ଭଳିକି ଭଳି ମୁରୁଜ (ରଙ୍ଗୋଲି) ଓ ଦୀପ...

କୋଟି କୋଟି ଟଙ୍କା ଠକି ମାଆ-ପୁଅ ଗିରଫ

କଟକ,୧୧ା୧୧ (କାର୍ତ୍ତିକ ସାହୁ): ପ୍ଲଟ୍‌ ବିକ୍ରି ନାମରେ ଏକ ବଡ଼ ଧରଣର ଠକେଇ ହୋଇଛି। ଜମି ଦେବାକୁ କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ବାଦାମବାଡ଼ି ଥାନା ପୋଲିସ ମାଆ-ପୁଅଙ୍କୁ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ...

ସବୁଜ ବାଣ ଦର ଆକାଶଛୁଆଁ

କଟକ,୧୧ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ଏଥର ମହଙ୍ଗା ହେବ ଦୀପାବଳି। ସବୁଜ ବାଣ ଫୁଟାଇବାକୁ ଅନୁମତି ମିଳିଥିଲେ ବି ବଜାରରେ ଏହି ବାଣ ଦର ମୂଲ୍ୟ ଆକାଶଛୁଆଁ ରହିଛି। ଅନ୍ୟପଟେ ପାରମ୍ପରିକ ବାଣ ଓ ରାସାୟନିକ ବାଣ ଫୁଟାଇବା ଓ ବିକ୍ରି ଉପରେ...

ଲୁଟି ନେଲେ ଟଙ୍କା ଭର୍ତ୍ତି ଭ୍ୟାନ, ସଫା କରିଦେଲେ ଦେଢ଼ କୋଟି

ଆଠଗଡ଼,୧୦।୧୧: ଦିନ ଦ୍ୱିପ୍ରହରରେ ଲୁଟି ନେଲେ ଟଙ୍କା ଭର୍ତ୍ତି ଭ୍ୟାନ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ ଅଞ୍ଚଳରେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ତିଗିରିଆ ଥାନା ଗୋଡ଼ିଝରିଆ ନୂଆ ରାସ୍ତାରୁ ଏହି ଲୁଟ୍...

ବାଲିଯାତ୍ରା: ୧୫ ପାର୍କିଂ ସ୍ଥାନ ଚିହ୍ନଟ

କଟକ,୧୦ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): କଟକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ଗତବର୍ଷ ଭଳି ଚଳିତବର୍ଷ ବାଲିଯାତ୍ରାରେ ଚଢା ପାର୍କିଂ ଦରକୁ ନେଇ ଅସନ୍ତୋଷ ଦେଖାଦେଇଛି। ଚଳିତବର୍ଷ ବାଲିଯାତ୍ରାରେ ଗାଡି ପାର୍କିଂ ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ୧୫ଟି...

ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର: ସ୍ଥାୟିତ୍ୱ ନେଇ ସନ୍ଦେହ

ନିିଶ୍ଚିନ୍ତକୋଇଲି,୬।୧୧(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ବ୍ଲକ ୮ ନମ୍ବର କେନାଲ ଉପରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଫଳରେ ସେତୁର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ...

କୀଟନାଶକ ପରିବର୍ତ୍ତେ ଏବେ ଆଲୋକ ଯନ୍ତା

କଟକ,୬ା୧୧ (ସୁପ୍ରିୟା ପ୍ରିୟଦର୍ଶିନୀ): ଏଣିକି ଫସଲ ନଷ୍ଟ କରୁଥିବା ପୋକ ବା କୀଟମାନଙ୍କୁ ମାରିବା ପାଇଁ ଚାଷୀଙ୍କୁ ଆଉ କ୍ଷତିକାରକ ରସାୟନ ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ଫସଲକୁ କୀଟ ଦାଉରୁ ରକ୍ଷା କରିବା ପାଇଁ ଉଦ୍ଭାବନ ହୋଇଛି ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri