କଟକ

ଆଜିଠୁ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ,ଖେଳିବେ ୩୦୦ରୁ ଅଧିକ ଖେଳାଳି

କଟକ ଅଫିସ, ୨୫।୧: ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଖେଳାଯିବ । ଏହି ପ୍ରତିଯୋଗିତାରେ ୧୮ଟି ଦେଶର ୩୦୦ରୁ ଅଧିକ ବଛାବଛା ଖେଳାଳି ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ପୁରୁଷ ଓ ମହିଳା ବର୍ଗରେ…

ଭ୍ରୁଣ ନିରୂପଣ ଲ୍ୟାବ୍‌ ଲିଙ୍କ୍‌ରେ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ ଅଫିସ,୨୩ା୧: ଭ୍ରୁଣ ନିରୂପଣ କରିଥିବା ଲ୍ୟାବ୍‌ ଲିଙ୍କ୍‌ରେ ଆଉ ଜଣଙ୍କୁ ଗିରଫ କରିଛି  ମଙ୍ଗଳାବାଗ  ପୋଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ମାନସ ରଞ୍ଜନ ପଣ୍ଡା। ଗିରଫ ଅଭିଯୁକ୍ତଙ୍କ ଘର ଯାଜପୁର ଅଞ୍ଚଳରେ ହୋଇଥିବା ବେଳେ ସେ କଟକରେ ରହି…

କୋଭିଡ୍‌ ସହାୟତା ପାଇଁ ୬ ହେଲ୍ପଲାଇନ ନମ୍ବର ଜାରି

କଟକ ଅଫିସ,୨୩ା୧: ସହରରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା କମିଛି। ହେଲେ ଏବେ ବି ଅନେକ ଆକ୍ରାନ୍ତ ରହିଛନ୍ତି । କୋଭିଡ୍‌ ସମ୍ପର୍କିତ କୌଣସି ସମସ୍ୟା କିମ୍ବା ସହାୟତା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ୬ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।…

ପ୍ରାର୍ଥୀ ହେବାରୁ ଧାନଗଦା ଜାଳିଦେଲେ

ତିଗିରିଆ, ୨୩।୧ (ଡି.ଏନ୍‌.ଏ.): ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତରେ ସରପଞ୍ଚ ପଦବୀରେ ନାମାଙ୍କନପତ୍ର ଦାଖଲ ପରେ ରାଜନୈତିକ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ଅନ୍ତର୍ଗତ ବଡ଼ପାଟଣା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିବାରୁ ତାଙ୍କ…

ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ। ସ୍ବାମୀ ଅମିତ ବିନ୍ଧାଣୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ସ୍ତ୍ରୀ ଆଶା…

ଏଏସ୍‌ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…

କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ ପାଇଛି। ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଏଏସ୍‌ଓ ପଦବୀ ନିମନ୍ତେ ଏଥର ୩୮…

ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ ମୁଖ୍ୟଙ୍କୁ ୫ ବର୍ଷ ଜେଲ

କଟକ ଅଫିସ,୨୧ା୧: ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ସାଇ ସମୃଦ୍ଧି ରିୟଲ୍‌କନ୍‌ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ୍‌ କୁମାର ଦାସଙ୍କୁ କଟକର ସ୍ବତନ୍ତ୍ର କୋର୍ଟ ଗୁରୁବାର ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଓଡ଼ିଶା ପ୍ରୋଟେକ୍ସନ ଅଫ୍‌ ଇଣ୍ଟରେଷ୍ଟ ଅଫ୍‌…

ଢିଙ୍କିଆରେ ପୋଲିସର ଲାଠିମାଡ଼ ଘଟଣା: ଗୃହ ବିଭାଗକୁ ରିପୋର୍ଟ ତଲବ କଲେ ହାଇକୋର୍ଟ

କଟକ ଅଫିସ,୨୧ା୧: ଜଗତ୍‌ସିଂହପୁର ଜିଲା ଢିଙ୍କିଆରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୋଲିସ ଅମାନୁଷିକ ଲାଠିମାଡ଼ ଘଟଣାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ଗୃହ ବିଭାଗ ନିକଟରୁ ଷ୍ଟାଟସ୍‌ ରିପୋର୍ଟ ତଲବ କରିଛନ୍ତି। ଏଥିସହ ଢିଙ୍କିଆ ଓ ଆଖପାଖ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ…

ମହମରେ ୧ ଇଞ୍ଚର ଜଗନ୍ନାଥ

କଟକ ଅଫିସ,୨୦ା୧: ଅଦରକାରୀ ସାମଗ୍ରୀରେ ଭିନ୍ନ କଳାକୃତି ଅଙ୍କନ କରି ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି କଟକ ରାଜାବଗିଚା ସର୍ବୋଦୟପୁର ଅଞ୍ଚଳର ଜଣେ ଯୁବକ। ସୁବାସ ମହାନ୍ତି ଓ ଅଳକା ମହାନ୍ତିଙ୍କ ପୁଅ ସ୍ମୃତି ରଞ୍ଜନ ମହାନ୍ତି ମହମରେ ୧…

୬ ସ୍ଥାନରେ ଖୋଲିଲା କୋର୍ଟ

କଟକ ଅଫିସ,୧୯ା୧: ରାଜ୍ୟର ୬ଟି ସ୍ଥାନରେ ନୂତନ କୋର୍ଟ ବୁଧବାର ଉଦ୍‌ଘାଟିତ ହୋଇଛି। ସେଗୁଡିକ ହେଲା ମାଲକାନଗିରି ଜିଲା କୁଡୁମୁଲୁଗୁମାଠାରେ ସିଭିଲ ଜଜ ତଥା ଜେଏମ୍‌ଏଫ୍‌ସି, କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ସିନିୟର ସିଭିଲ ଜଜ୍‌ ତଥା ସହକାରୀ ସେସନ ଜଜ୍‌(ମହିଳା ଅଦାଲତ),…

କୋକୋକୁ ନେଲା ବନ ବିଭାଗ

କଟକ ଅଫିସ, ୧୯।୧: ଆଇନ ଓ ନିୟମ ମଧ୍ୟରେ ଫିକା ପଡିଛି ସମ୍ପର୍କ। ଚର୍ଚ୍ଚିତ ଶୁଆ କୋକୋ ନିଜ ମାଲିକ ପ୍ରଫେସର ସସ୍ମିତା ବେହେରାଙ୍କଠାରୁ ସବୁଦିନ ପାଇଁ ଦୂରେଇ ଯାଇଛି। ୧୨ ଦିନ ପରେ ମଙ୍ଗଳବାର ସସ୍ମିତାଙ୍କ ନିକଟକୁ କୋକୋ ଫେରିଥିବାବେଳେ…

ଢିଙ୍କିଆ ଲାଠିମାଡ଼ ଘଟଣା ହାଇକୋର୍ଟରେ ୨ ଜନସ୍ବାର୍ଥ ମାମଲା

କଟକ ଅଫିସ,୧୯।୧: ଜଗତ୍‌ସିଂହପୁର ଜିଲା ଢିଙ୍କିଆରେ ନିକଟରେ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ନିମନ୍ତେ ପ୍ରଶାସନର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରୁଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୋଲିସ ଅମାନୁଷିକ ଭାବେ ଲାଠିମାଡ଼ କରିଥିଲା। ଏହି ଘଟଣାରେ ମଙ୍ଗଳବାର ହାଇକୋର୍ଟରେ ୨ଟି ଜନସ୍ବାର୍ଥ ମାମଲା ଦାୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri