କଟକ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର
କଟକ ଅଫିସ, ୯।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ ଓ ଅପରାଧ ମୁକାବିଲା ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ଅପରାଧ ଛାଡ ନ ହେଲେ…
ସୋମବାର କଟକ ଡିସିପି ଭାବେ ଦାୟିତ୍ୱ ନେବେ ପିନାକ ମିଶ୍ର
କଟକ ଅଫିସ, ୮।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିବେ। ସେ ଗତ ଗୁରୁବାରଠାରୁ ବ୍ରହ୍ମପୁର ଏସ୍ପି ଦାୟିତ୍ୱରୁ ଛୁଟି ନେଇସାରିଛନ୍ତି । ରବିବାର ସେ କଟକରେ ପହଞ୍ଚିବେ । ପର ଦିନ ୯…
ୱାର୍ଲଡ ସ୍କିଲ୍ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର
କଟକ ଅଫିସ,୭ା୫: ଚାଇନାର ସାଙ୍ଘାଇରେ ହେବାକୁ ଥିବା ୱାଲର୍ଡ ସ୍କିଲ୍-୨୦୨୨ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଓଡ଼ିଆ ଯୁବକ ସନ୍ତୋଷ ଓଝା ପ୍ରତିନିଧିତ୍ୱ କରିବେ। ସେ କଟକ ଖପୁରିଆସ୍ଥିତ ଆଇଟିଆଇର୨୦୧୭ ବ୍ୟାଚର ଛାତ୍ର। ଗତ ଜାନୁୟାରୀରେ ଦିଲ୍ଲୀଠାରେ ଆୟୋଜିତ ସ୍କିଲ୍ ଇଣ୍ଡିଆ ଜାତୀୟ…
ସରିଲା ମାଟ୍ରିକ ପରୀକ୍ଷା: ଉତ୍ତର ପତ୍ର ଆସିବା ପରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟା କହିପାରିବୁ: ବୋର୍ଡ ସଭାପତି
କଟକ ଅଫିସ,୮।୫: ଚଳିତ ବର୍ଷର ମାଟ୍ରିକ ସମେଟିଭ-୨ ପରୀକ୍ଷା ଶନିବାର ଶେଷ ହୋଇଛି। ଶେଷଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଥିବାବେଳେ ଏଥିରେ କପି କରି ୪୩ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ ମୋଟ୍…
ବେଡ୍ରେ ରୋଗୀ, ତଳେ ମୃତଦେହ
କଟକ ଅଫିସ,୮।୫: ବେଡ୍ ଉପରେ ଚାଲିଛି ରୋଗୀ ଚିକିତ୍ସା, ତଳେ ପଡିଛି ମୃତଦେହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଏସ୍ସିବି ମେଡିକାଲ କାଜୁଆଲ୍ଟିରେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ମେଡିକାଲ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୨୪…
ସୁମିତ-ତପସ୍ବିନୀ ବିବାଦ: ଶେଷ ମଧ୍ୟସ୍ଥତା ବିଫଳ
କଟକ ଅଫିସ,୭।୫: ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ତପସ୍ବିନୀ ପାରିବାରିକ ବିବାଦ ମାମଲାରେ ଶେଷ ମଧ୍ୟସ୍ଥତା ବିଫଳ ହୋଇଛି। ଶନିବାର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ମଧ୍ୟସ୍ଥତାର ଶେଷ ତାରିଖ ଥିଲା। ତେବେ ଆସନ୍ତା ୯ ତାରିଖରେ ପୁଣି ହାଇକୋର୍ଟ…
ଓଡ଼ିଶା,ଇଣ୍ଡୋନେସିଆର ନାଁ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ
କଟକ ଅଫିସ,୭ା୫: ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା.ଏଚ୍ କ୍ରିଷ୍ଣମୂର୍ତ୍ତି। ଓଡ଼ିଶା ଓ ଇଣ୍ଡୋନେସିଆ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ କଟକ ନୌବାଣିଜ୍ୟ ସଂଗ୍ରହାଳୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସଂଗ୍ରହାଳୟରେ ଥିବା…
ଆରମ୍ଭ ହେଲା କଟକ ବୈଶାଖୀ ବାଣିଜ୍ୟ ମେଳା
କଟକ ଅଫିସ, ୭ା୫: କଟକ ଉପର ବାଲିଯାତ୍ରା ପଡିଆରେ ସପ୍ତଦଶ କଟକ ବୈଶାଖୀ ବାଣିଜ୍ୟ ମେଳା ଶୁକ୍ରବାର ଆରମ୍ଭ ହୋଇଛି। ଏହାକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଉଦ୍ଘାଟନ କରି କହିଲେ, କୋଭିଡ୍ ମହାମାରୀ ଯୋଗୁ ୨ ବର୍ଷ ହେବ…
ଆଜି ସରିବ ମାଟ୍ରିକ ପରୀକ୍ଷା
କଟକ ଅଫିସ,୭ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-୨) ଶନିବାର ଶେଷ ହେଉଛି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦେଉଛନ୍ତି। ଶୁକ୍ରବାର ସଂସ୍କୃତ ପରୀକ୍ଷା…
କ୍ରାଇମ୍ବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ବୋଥ୍ରା
କଟକ ଅଫିସ, ୬ା୫- କ୍ରାଇମବ୍ରାଞ୍ଚ ଏଡିଜି ଭାବେ ୧୯୯୬ ବ୍ୟାଚ୍ର ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଏଡିଜି ସଞ୍ଜୀବ ପଣ୍ଡା ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ…
ଏସ୍ସିବି ଉନ୍ନତୀକରଣ ପାଇଁ ଅଧିକ ୯୭୪କୋଟି
କଟକ ଅଫିସ,୬।୫: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ଜାରି ରହିଛି। ତେବେ ଏହାର ପୁନଃବିକାଶ ଓ ବିସ୍ତାର ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମୁଦାୟ…
ଏସ୍ସିବି ଆଇସିୟୁରେ ଡାଏଲିସିସ୍ ବ୍ୟବସ୍ଥା ନାହିଁ
କଟକ ଅଫିସ,୫ା୫: କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ଆଇସିୟୁରେ ଡାଏଲିସିସ ବ୍ୟବସ୍ଥା ନାହିଁ। ଏପରିକି ଆଇସିୟୁରୁ ଡାଏଲିସିସ କେନ୍ଦ୍ରକୁ ନେବା ପାଇଁ ପର୍ଯ୍ୟାପ୍ତ ଷ୍ଟ୍ରେଚର ନାହିଁ। ଏଥିସହ ଠିକ୍ ଭାବେ ଚିକିତ୍ସା ସୁବିଧା ନ ମିଳିବାରୁ ବଡଭାଇଙ୍କର ମୃତ୍ୟୁ…

