ଡିିଭାଇଡରରେ ପିଟି ହୋଇ ଓଲଟିଲା କାର୍
ଫୁଲନଖରା,୧୭।୫:(ଡି.ଏନ୍.ଏ): କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ଛକ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। କଟକରୁ ଭୁବନେଶ୍ୱର ଆସୁଥିବା କାର ନଂ (ଓଡିି ୦୨ ବିଏଲ ୮୬୪୩ )ଦୁର୍ଘଟଣା ହୋଇ ରାସ୍ତା କଡ଼ ଡିିଭାଇଡରରେ ପିଟି ହୋଇ ଓଲଟି…
କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ
କଟକ ଅଫିସ,୧୭।୫ : ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ମଙ୍ଗଳବାର କୋର୍ଟରେ ହାଜର ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲା ଓ ଦୌରାଜଜ କୋର୍ଟରେ ହାଜର କରାଯାଇଛି। ସୂଚନାନୁଯାୟୀ, ଦିପୁ -ଓମ ହତ୍ୟା ମାମଲାରେ…
ବଦଳିଲେ ମାହାଙ୍ଗା ଥାନା ଅଧିକାରୀ
ନିଶ୍ଚିନ୍ତକୋଇଲି,୧୬ା୫(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିକାରୀ ନୀହାର ରଞ୍ଜନ ମହାନ୍ତିଙ୍କୁ ରବିବାର ଗ୍ରାମାଞ୍ଚଳ ଏସ୍ପିଙ୍କ କାର୍ଯ୍ୟାଳୟକୁ ବଦଳି କରିଦିଆଯାଇଛି। ସେ ଦୀର୍ଘଦିନ ହେବ ନେମାଳ ଓ ପରେ ମାହାଙ୍ଗା ଥାନା ଅଧିକାରୀଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ସ୍ତ୍ରୀ ତଥା…
ଶୁଖିଲା ପଡୁଛି ଓଭରହେଡ୍ ପାଣି ଟାଙ୍କି
କଟକ ସଦର,୧୫ା୫(ଡି.ଏନ୍.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ କଟକ ସଦର ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ୍ ଜାରି ରହିଛି। ଏଥିଯୋଗୁ ନିର୍ଦ୍ଧାରିତ ସମୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ଚାଲିପାରୁନାହିଁ। ଫଳରେ ଲୋକମାନେ ପିଇବା ପାଣି ପାଇପାରୁନାହାନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ…
ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ପରଲୋକ
କଟକ ଅଫିସ,୧୪।୫: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତେବେ ବୟସାଧିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୯୮୩ ମସିହାରୁ ୧୯୯୪…
୨୦ରୁ ‘ଜାତୀୟ ଆଦିବାସୀ ମେଳା’
କଟକ ଅଫିସ, ୧୩ା୫- କଟକ ବାଲିଯାତ୍ରା ଉପର ପଡ଼ିଆରେ ଆସନ୍ତା ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ଏହି ମେଳା ସା-ପରିଚୟ ଫାଉଣ୍ଡେଶନ ପକ୍ଷରୁ ପ୍ରଥମଥର ପାଇଁ କଟକରେ ଆୟୋଜନ କରାଯାଉଛି। ଏଥିରେ ୧୨୦ରୁ ୧୪୦ଟି…
ମେ’ ୨୧ରୁ ମାଟ୍ରିକ ଖାତା ଦେଖା, ୫୮ କେନ୍ଦ୍ରରେ ଦେଖାଯିବ ଖାତା
କଟକ ଅଫିସ,୧୩।୫ : ସଂସ୍କୃତ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ମାଟ୍ରିକ ପରୀକ୍ଷା ଖାତା ଦେଖା ମେ ୨୧ ତାରିଖରୁ ଆରମ୍ଭ ହେବ । ୧୦ରୁ ୧୨ ଦିନ ଭିତରେ ଅର୍ଥାତ ଚଳିତ ମାସ ଶେଷ ସୁଦ୍ଧା ଖାତା ଦେଖ…
୧୫ କୁଇଣ୍ଟାଲ ଗୋମାଂସ ଜବତ
କଣ୍ଟାପଡ଼ା,୧୨।୫(ଡି.ଏନ୍.ଏ.): ଓଲଟପୁର ପୋଲିସ ଗୁରୁବାର ୬୦ ନମ୍ବର ରାଜ୍ୟ ରାଜପଥରୁ ଗୋମାଂସ ଚାଲାଣ ହେଉଥିବା ଏକ ପିକ୍ଅପ ଭ୍ୟାନ୍ (ଓଡି ୦୫ କ୍ୟୁ ୧୯୮୩)କୁ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ…
ଦୋଷୀଙ୍କୁ ୨୫ବର୍ଷ ଦଣ୍ଡାଦେଶ
କଟକ ଅଫିସ,୧୧।୫: କଟକ ମଙ୍ଗଳାବାଗ ଥାନା ଅଧୀନ ଫ୍ରେଣ୍ଡ୍ସ କଲୋନୀ ଅଞ୍ଚଳରେ ରହୁଥିବା ଜଣେ ୫ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିବା ମାମଲାରେ ଅଭିଯୁକ୍ତଙ୍କୁ ୨୫ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଏଥିସହ ଅଭିଯୁକ୍ତଙ୍କୁ ୧୦ହଜାର ଟଙ୍କା ଅର୍ଥ…
ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ
କଟକ ଅଫିସ,୧୧ା୫: ଦୁଇ ବର୍ଷ ପରେ ଏଥର ପୁରୀରେ ରଥଯାତ୍ରା ପୂର୍ଣ୍ଣ ଭକ୍ତ ସମାଗମରେ ହେବ। ରେଳ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ କରିବାକୁ ଡିଜିପି ସୁନୀଲ ବଂଶଲ ନିର୍ଦ୍ଦେଶ ଦେଇଛନ୍ତି ା ଓଡ଼ିଶାରେ ରେଳ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ନିର୍ମାଣ ପାଇଁ ନ ଥିଲା ଅନୁମତି
କଟକ ଅଫିସ, ୯।୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୋମବାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଏ ନେଇ ଏଏସ୍ଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଏଏସ୍ଆଇ ପକ୍ଷରୁ ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ଅନୁମତି ଦିଆଯାଇ ନ…
ଏଣିକି ଅନ୍ଲାଇନରେ ସ୍ଲଟ୍ ବୁକିଂ
କଟକ ଅଫିସ,୯।୫: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ବର୍ହିବିଭାଗ ପାଇଁ ସୋମବାରଠୁ ଅନ୍ଲାଇନରେ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ପ୍ରଫେସର ପ୍ରଶନଜିତ ମହାନ୍ତିଙ୍କ ଦ୍ୱାରା ଏହି ଅନ୍ଲାଇନ ସେବା ଆରମ୍ଭ ହୋଇଛି। www.eswasthya.odisha.gov.in ପୋର୍ଟାଲକୁ ଯାଇ ରୋଗୀମାନେ…

