ସାଇ ସମୃଦ୍ଧି ରିୟଲ୍କନ୍ ଇଣ୍ଡିଆ ଲିମିଟେଡ୍ ମୁଖ୍ୟଙ୍କୁ ୫ ବର୍ଷ ଜେଲ
କଟକ ଅଫିସ,୨୧ା୧: ଚିଟ୍ଫଣ୍ଡ ଠକେଇ ଅଭିଯୋଗରେ ସାଇ ସମୃଦ୍ଧି ରିୟଲ୍କନ୍ ଇଣ୍ଡିଆ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ୍ କୁମାର ଦାସଙ୍କୁ କଟକର ସ୍ବତନ୍ତ୍ର କୋର୍ଟ ଗୁରୁବାର ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଓଡ଼ିଶା ପ୍ରୋଟେକ୍ସନ ଅଫ୍ ଇଣ୍ଟରେଷ୍ଟ ଅଫ୍…
ଢିଙ୍କିଆରେ ପୋଲିସର ଲାଠିମାଡ଼ ଘଟଣା: ଗୃହ ବିଭାଗକୁ ରିପୋର୍ଟ ତଲବ କଲେ ହାଇକୋର୍ଟ
କଟକ ଅଫିସ,୨୧ା୧: ଜଗତ୍ସିଂହପୁର ଜିଲା ଢିଙ୍କିଆରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୋଲିସ ଅମାନୁଷିକ ଲାଠିମାଡ଼ ଘଟଣାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ଗୃହ ବିଭାଗ ନିକଟରୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି। ଏଥିସହ ଢିଙ୍କିଆ ଓ ଆଖପାଖ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ…
ମହମରେ ୧ ଇଞ୍ଚର ଜଗନ୍ନାଥ
କଟକ ଅଫିସ,୨୦ା୧: ଅଦରକାରୀ ସାମଗ୍ରୀରେ ଭିନ୍ନ କଳାକୃତି ଅଙ୍କନ କରି ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି କଟକ ରାଜାବଗିଚା ସର୍ବୋଦୟପୁର ଅଞ୍ଚଳର ଜଣେ ଯୁବକ। ସୁବାସ ମହାନ୍ତି ଓ ଅଳକା ମହାନ୍ତିଙ୍କ ପୁଅ ସ୍ମୃତି ରଞ୍ଜନ ମହାନ୍ତି ମହମରେ ୧…
୬ ସ୍ଥାନରେ ଖୋଲିଲା କୋର୍ଟ
କଟକ ଅଫିସ,୧୯ା୧: ରାଜ୍ୟର ୬ଟି ସ୍ଥାନରେ ନୂତନ କୋର୍ଟ ବୁଧବାର ଉଦ୍ଘାଟିତ ହୋଇଛି। ସେଗୁଡିକ ହେଲା ମାଲକାନଗିରି ଜିଲା କୁଡୁମୁଲୁଗୁମାଠାରେ ସିଭିଲ ଜଜ ତଥା ଜେଏମ୍ଏଫ୍ସି, କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ସିନିୟର ସିଭିଲ ଜଜ୍ ତଥା ସହକାରୀ ସେସନ ଜଜ୍(ମହିଳା ଅଦାଲତ),…
କୋକୋକୁ ନେଲା ବନ ବିଭାଗ
କଟକ ଅଫିସ, ୧୯।୧: ଆଇନ ଓ ନିୟମ ମଧ୍ୟରେ ଫିକା ପଡିଛି ସମ୍ପର୍କ। ଚର୍ଚ୍ଚିତ ଶୁଆ କୋକୋ ନିଜ ମାଲିକ ପ୍ରଫେସର ସସ୍ମିତା ବେହେରାଙ୍କଠାରୁ ସବୁଦିନ ପାଇଁ ଦୂରେଇ ଯାଇଛି। ୧୨ ଦିନ ପରେ ମଙ୍ଗଳବାର ସସ୍ମିତାଙ୍କ ନିକଟକୁ କୋକୋ ଫେରିଥିବାବେଳେ…
ଢିଙ୍କିଆ ଲାଠିମାଡ଼ ଘଟଣା ହାଇକୋର୍ଟରେ ୨ ଜନସ୍ବାର୍ଥ ମାମଲା
କଟକ ଅଫିସ,୧୯।୧: ଜଗତ୍ସିଂହପୁର ଜିଲା ଢିଙ୍କିଆରେ ନିକଟରେ ଜେଏସ୍ଡବ୍ଲ୍ୟୁ କମ୍ପାନୀ ନିମନ୍ତେ ପ୍ରଶାସନର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରୁଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୋଲିସ ଅମାନୁଷିକ ଭାବେ ଲାଠିମାଡ଼ କରିଥିଲା। ଏହି ଘଟଣାରେ ମଙ୍ଗଳବାର ହାଇକୋର୍ଟରେ ୨ଟି ଜନସ୍ବାର୍ଥ ମାମଲା ଦାୟର…
ଆଜିଠୁ ମୂଲ୍ୟାୟନ ପାଇଁ ଯିବ ସମେଟିଭ-୧ ଓଏମଆର ସିଟ୍
କଟକ ଅଫିସ, ୧୮।୧: ଆଜିଠୁ ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସମେଟିଭ ଆସେସମେଣ୍ଟ ଟେଷ୍ଟ-୧ର ଓଏମଆର୍ ସିଟ ମୂଲ୍ୟାୟନପାଇଁ ଯିବ । ଗତ ୭ ତାରିଖରେ ପରୀକ୍ଷା ଶେଷ ହୋଇଥିବା ବେଳେ ୯ରୁ ଓଏମଆର୍ ସିଟ୍ଗୁଡ଼ିକ ସଂଗ୍ରହ କରାଯାଇ ବୋର୍ଡ କାର୍ଯ୍ୟାଳୟକୁ…
ତଦନ୍ତ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ
ନିଶ୍ଚିନ୍ତକୋଇଲି,୧୮ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ସ୍ଥାନୀୟ ପୋଲିସ କରିଥିବା ଆବେଦନ ସୋମବାର ଜେଏମ୍ଏଫ୍ସି କୋର୍ଟରେ ଖାରଜ ହୋଇଯାଇଛି। ଏଥିସହ ତଦନ୍ତ ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୧ା୧ା୨୨ରେ ମାହାଙ୍ଗା ପୋଲିସ ଜେଏମ୍ଏଫ୍ସି କୋର୍ଟରେ…
କାଟିଲେ ୨୦୦, ଦାଖଲ ହେଲା ୧୦୦ ଟଙ୍କା
କଟକ ଅଫିସ,୧୬ା୧: ୨୦୨୦ କରୋନା ମହାମାରୀ ସମୟରେ ପୋଲିସ କିପରି ଲୋକଙ୍କୁ ଲୁଟୁଥିଲା, ତାହା ପଦାକୁ ଆସିଛି। ଜନକ ଯୁବକଙ୍କଠାରୁ ଚାଉଳିଆଗଞ୍ଜ ଥାନାର ଜଣେ ଏଏସ୍ଆଇ ୨୦୦ ଟଙ୍କା ଫାଇନ ବାବଦକୁ ଆଦାୟ କରିଥିବାବେଳେ ତାଙ୍କୁ ୨୦୦ ଟଙ୍କାର ରସିଦ୍ ଦେଇଥିଲେ।…
କଟକରେ ୩ କୋର୍ଟ ମାଇକ୍ରୋ କଣ୍ଟେନ୍ମେଣ୍ଟ
କଟକ ଅଫିସ୍,୧୪।୧: କଟକରେ ୩ଟି କୋର୍ଟ ମାଇକ୍ରୋ କଣ୍ଟେନ୍ମେଣ୍ଟ ଘୋଷଣା ହୋଇଛି। ସିଭିଲ୍ କୋର୍ଟ, ଏସ୍ଡିଜେଏମ୍, ଜିଲା ଦୌରାଜଜ କୋର୍ଟକୁ କଣ୍ଟେନ୍ମେଣ୍ଟ କରାଯାଇଛି। କରୋନା ମାମଲା ବଢିଯିବା ପରେ ସିଏମ୍ସିଙ୍କ ପକ୍ଷରୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଘୋଷଣା ହୋଇଛି। କେବଳ କଟକ ସିଭିଲ୍…
ପଚା କଖାରୁରେ ନାଲି ରଙ୍ଗ ମିଶାଇ ପ୍ରସ୍ତୁତ କରୁଥିଲେ ଟମାଟୋ ସସ୍
କଟକ ଅଫିସ, ୧୩।୧:ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ହୋଟେଲ, ଫାଷ୍ଟ ଷୁଡ ଦୋକାନ ଏବଂ ଘରେ ବ୍ୟବହୃତ ହେଉଛି ଟମାଟୋ ଓ ଚିଲି ସସ୍। ହେଲେ ଏହା ପଚା କଖାରୁ, ହାନିକାରକ ରଙ୍ଗ ଏବଂ ବିଭିନ୍ନ କେମିକାଲର ମିଶ୍ରଣରେ ପ୍ରସ୍ତୁତ କରାଯାଉଛି।…
ଧବଳେଶ୍ୱର ପୀଠରେ ୧୪୪ ଧାରା
କଟକ ଅଫିସ,୧୩।୧: ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ହୋଇଛି। ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। କେବଳ ସେବାୟତଙ୍କୁ ନେଇ ସମସ୍ତ ପ୍ରକାର ନୀତିକାନ୍ତି ସମାପନ…

