ଭଦ୍ରକ

ମେଡିକାଲ ଛାତରୁ ଖସିଲା ପ୍ଲାଏ

ଭଦ୍ରକ,୩।୯(ସନାତନ ରାଉତ): ଭଦ୍ରକ ଗେଲପୁରସ୍ଥିତ ମହିଳା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ନୂଆ ମେଡିକାଲ ୪ ନଂ ୱାର୍ଡ ଛାତରୁ ଶନିବାର ରାତିରେ ଝଡ଼ ବର୍ଷାର ପ୍ରଭାବରେ ପ୍ଲାଷ୍ଟର ଖସି ପଡିଲା। ସୌଭାଗ୍ୟ ବଶତଃ ସେହି ସମୟରେ କୌଣସି ମହିଳା କିମ୍ବା ଶିଶୁ…

୩ ଲିଟର କ୍ଷୀର ଦେଉଛି ୧୩ ମାସର ବାଛୁରୀ

ଭଦ୍ରକ, ୩।୯(ସନାତନ ରାଉତ)ମାତ୍ର ୧୩ ମାସର ଏକ ବାଛୁରୀ ଗର୍ଭବତୀ ନ ହୋଇ ମଧ୍ୟ ଦିନକୁ ୩ ଲିଟର କ୍ଷୀର ଦେବା ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କୃତ୍ରିମ ପ୍ରଜନନରୁ ଜନ୍ମ ହୋଇଥିବା ମାଈ ବାଛୁରୀଟି ଏବେ…

କାଳିଆ ପାଖକୁ ରାଖୀ ପଠାଇ ଚର୍ଚ୍ଚାରେ ସାଇ ସୁକନ୍ୟା

ଭଦ୍ରକ, ୨ା୯ (ସନାତନ ରାଉତ): ଭାବର ଠାକୁର କାଳିଆ ପାଖକୁ ରାଖୀ ପଠାଇ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ସାଇ ସୁକନ୍ୟା। ଜଗନ୍ନାଥ ଓ ବଳଭଦ୍ରଙ୍କୁ ନିଜର ବଡ଼ଭାଇ ମାନି ତିହିଡ଼ି ବ୍ଲକ ବାମନବିନ୍ଧା ଗ୍ରାମର ସଞ୍ଜୟ ମହାନ୍ତିଙ୍କ…

୯ ଦଫା ଦାବିରେ କଂଗ୍ରେସର ପ୍ରତିବାଦ

ଚାନ୍ଦବାଲି,୩୧ା୮(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଗୁରୁବାର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ଚାନ୍ଦବାଲି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରାଯାଇଛି। ଏହି…

ଭାଜପାର ଚାନ୍ଦବାଲି ଏନ୍‌ଏସି ଘେରାଉ

ଚାନ୍ଦବାଲି,୨୯।୮(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଭାଜପା ଚାନ୍ଦବାଲି ଶାଖା ପକ୍ଷରୁ ଚାନ୍ଦବାଲି ସହରରେ ଏକ ଶୋଭାଯାତ୍ରା ସହ ଏନ୍‌ଏସି କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦିଆଯାଇଛି । ଭାଜପା ଚାନ୍ଦବାଲି ନଗର ସଭାପତି ସରୋଜ ବଳଙ୍କ ଅଧ୍ୟକ୍ଷତାରେ ଦଳୀୟ…

ଗଞ୍ଜେଇ ଜବତ, ଜଣେ ଗିରଫ

ଚାନ୍ଦବାଲି,୨୮।୮(କିଶାନ ପାତ୍ର): ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିରୀକ୍ଷକ ଦିଲୀପ କୁମାର ନାୟକଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଚାନ୍ଦବାଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଳାଷ ପାଲଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌…

ପଦ୍ମ ଛାଡ଼ି ଶଙ୍ଖ ଧରିଲେ କାଉନ୍‌ସିଲର

ଚାନ୍ଦବାଲି, ୨୮ା୮( କିଶାନ ପାତ୍ର): ଚାନ୍ଦବାଲି ଏନ୍‌ଏସି ୯ ନମ୍ବର ୱାର୍ଡ କାଉନସିଲର ଆନନ୍ଦ ବେହେରା ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗ ଦେଇଛନ୍ତି। ସେମାନେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ବିଧାୟକ ବ୍ୟୋମକେଶ ରାୟଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ଏ…

ଜଳିଗଲା ୪ ବଖରା

ଭଣ୍ଡାରିପୋଖରୀ,୨୭।୮(ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବନ୍ଦାଳୋ ମଢ଼ିଆଳି ପଞ୍ଚାୟତ ଖପୁରିଆପଦା ଗ୍ରାମର ଶାନ୍ତିଲତା ସେଠିଙ୍କ ଘରେ ଅଗ୍ନିକାଣ୍ଡ ଘଟି ୪ ବଖରା ଜଳିଯାଇଛି। ଖବରପାଇ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକାନ୍ତି ସାମଲଙ୍କ…

କ୍ୱାର୍ଟର୍ସରେ ଆତ୍ମହତ୍ୟା କଲେ କନଷ୍ଟେବଳ

ତିହିଡ଼ି,୨୭ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନାର କାର୍ଯ୍ୟରତ ଜଣେ କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି। ଥାନା ପରିସରରେ ସେ ରହୁଥିବା ସରକାରୀ କ୍ୱାର୍ଟର୍ସରେ ଶନିବାର ରାତିରେ ଫ୍ୟାନରେ ଶାଢ଼ି ସହାୟତାରେ ଆତ୍ମହତ୍ୟା କରିଛନ୍ତି। କନଷ୍ଟେବଳ ଜଣକ ହେଲେ ତୋଫାନ କୁମାର ପାତ୍ର…

ଉତ୍ପାତ କରୁଛନ୍ତି ହାତୀପଲ

ଚମ୍ପୁଆ,୨୩।୮(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍‌ରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଦିନ ବେଳେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ନଇଁଲେ ଶସ୍ୟ କ୍ଷେତ୍ର ନଷ୍ଟ କରିବା ସହ ଗ୍ରାମ ମଧ୍ୟକୁ ପ୍ରବେଶ କରି ଘର ଭାଙ୍ଗି ଚାଲିଛନ୍ତି।…

୩୦ ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌

ଭଦ୍ରକ, ୨୩।୮(ସନାତନ ରାଉତ): ଭଦ୍ରକ ଚରମ୍ପା ଷ୍ଟେଶନସ୍ଥିତ ୧୧୮ନଂ. ଏଲ୍‌ଏସି ଡଗରାସାହି ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନ୍‌ରୁ ୩୦ଟି ବଗି ଅଲଗା ହୋଇଯାଇଥିଲା। ଟ୍ରେନ୍‌ଟି ଭଦ୍ରକ ଷ୍ଟେଶନ ଅଭିମୁଖେ ଆସୁଥିବା ବେଳେ ଉକ୍ତ ସ୍ଥାନରେ ବ୍ରେକ୍‌ ମାରିବା ପରେ…

ଜଣଙ୍କ ନାଁରେ ଭତ୍ତା, ଟଙ୍କା ପାଉଛନ୍ତି ଆଉ ଜଣେ

ତିହିଡ଼ି,୨୨ା୮(ସଞ୍ଜିତ ବଳ): ଜଣଙ୍କ ନାଁରେ ଭତ୍ତା, ଟଙ୍କା ପାଉଛନ୍ତି ଆଉ ଜଣେ। ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଗ୍ରାମର ତରଣୀସେନ ଦାସ ନାମକ ଜଣେ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆଉ ଜଣଙ୍କ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?