ଭଦ୍ରକ

୧୪୬ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ନିଜସ୍ବ ଗୃହ

ଧାମନଗର,୧୫।୯(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକରେ ୧୪୬ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଘର ନ ଥିବାରୁ ପିଲାମାନେ କେଉଁଠି ବାରଣ୍ଡାରେ ତ ଆଉ କେଉଁଠି ଅଙ୍ଗନୱାଡି କର୍ମୀଙ୍କ ଘରେ ପାଠ ପଢ଼ୁଛନ୍ତି। ସେହିପରି ଆଉ କେଉଁଠି…

ଜୁଲୁସ୍‌ରେ ବାହାରିବ ୬୦ ମେଢ଼

ଭଦ୍ରକ,୧୨।୯(ସନାତନ ରାଉତ): ବଡ଼ ସରକାର ବାବାଙ୍କ ଉର୍ସ ଉତ୍ସବ ଓ ପ୍ରଫେଟ୍‌ ମହମ୍ମଦଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ଅଧ୍ୟକ୍ଷତା କରିଥିଲେ। ଏସ୍‌ପି ବରୁଣ…

ବିନା ଟେଣ୍ଡରରେ ଚାଲିଛି ୨.୬୮ କୋଟିର କାର୍ଯ୍ୟ

ଚାନ୍ଦବାଲି, ୧୨।୯ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ ଡାକ୍ତରଖାନା ଯୋଜନାରେ ଆରମ୍ଭ ହୋଇଛି ବିକାଶମୂଳକ କାର୍ଯ୍ୟ। ୨ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଡାକ୍ତରଖାନା ପରିସରରେ ସୌନ୍ଦର୍ଯ୍ୟକରଣ ଓ ରୋଗୀମାନଙ୍କ ବିଭିନ୍ନ ସୁବିଧା…

ଟ୍ରକ୍‌-ଅଟୋ ମୁହାଁମୁହିଁ ଧକ୍କା: ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ତିହିଡ଼ି,୧୦ା୯(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଫତେପୁର ଛକରେ ରବିବାର ମଧ୍ୟାହ୍ନରେ ଏକ ଟ୍ରକ୍‌ ସହ ମାଲବାହୀ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ କେଦାରପୁର ଗ୍ରାମର…

ଏବେ ନଦୀକୂଳକୁ ନା

ଚାନ୍ଦବାଲି,୬।୯(ଅଶୋକ ପଣ୍ଡା): ଏବେ ବିଭିନ୍ନ ନଦୀରେ କୁମ୍ଭୀର ଭୟ। ଏପରିକି ନଦୀକୂଳରୁ ଲୋକଙ୍କୁ ଟାଣି ନେଇ କୁମ୍ଭୀର ମାରି ଦେଉଛି। ଗତ ୩ ମାସ ମଧ୍ୟରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଡ଼ୋଶୀ କେନ୍ଦ୍ରାପଡ଼ା, ଯାଜପୁର ଜିଲାର ବ୍ରାହ୍ମଣୀ ଓ ବିରୂପା…

ଶରତ ପାଢ଼ୀ ଆର୍‌ପିଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ

ତିହିଡ଼ି,୪।୯ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୁଆମାଳ ଗ୍ରାମର ଶରତ ଚନ୍ଦ୍ର ପାଢ଼ୀ ଆରପିଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ ପଦରେ ପ୍ରଥମ ଓଡ଼ିଆ ଭାବେ ଅବସ୍ଥାପିତ ହୋଇଛନ୍ତି। ଏହା ପୂର୍ବରୁ ସେ କେନ୍ଦ୍ରୀୟ ରେଳବାଇର ପ୍ରଧାନ ମୁଖ୍ୟ ସୁରକ୍ଷା…

ଚାଉଳ ମିଳିଲାନି, ଯୋଗାଣ ଅଧିକାରୀଙ୍କୁ ପିଟିଲେ

ବାସୁଦେବପୁର, ୫ା୯(ନାରାୟଣ ପ୍ରସାଦ ବାରିକ):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କରଞ୍ଜଆଡ଼ିଆ ପଞ୍ଚାୟତର ୭ଶହ ହିତାଧିକାରୀ ଚଳିତବର୍ଷ ଫେବୃୟାରୀ ଏବଂ ମାର୍ଚ୍ଚ ମାସର ପିଡିଏସ୍‌ ଚାଉଳ ପାଇ ନାହାନ୍ତି। ତାହା ସେମାନେ କେବେ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇପାରିଲା ନାହିଁ। ଏନେଇ…

ବିଜେଡିର ମିଶ୍ରଣ ପର୍ବ

ବାସୁଦେବପୁର,୪।୯ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତର ଶନିମନ୍ଦିର ନିକଟରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା…

ଖରିଫ ଧାନ ବିକ୍ରିରେ କମିଲା ଚାଷୀଙ୍କ ପଞ୍ଜୀକରଣ

ଭଦ୍ରକ, ୪।୯(ସନାତନ ରାଉତ): ଭଦ୍ରକ ଜିଲାରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଶେଷ ହୋଇଛି। ଜିଲାରେ ୧୫୫ ମଣ୍ଡିରେ ୮୩ ହଜାର ୮୬୭ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା ସତ୍ତ୍ୱେ ଚାଷୀ…

ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ର, ଅଧ୍ୟାପକଙ୍କୁ ସମ୍ମାନିତ

ଚାନ୍ଦବାଲି,୪ା୯(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ ଯୁକ୍ତ ୩ ସ୍ନାତକ ମହାବିଦ୍ୟାଳୟର ୩୨ତମ ପ୍ରତିଷ୍ଠା ଦିବସ ସୋମବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜର ପ୍ରାକ୍ତନ ଇଂଲିଶ ବିଭାଗୀୟ ମୁଖ୍ୟ ତ୍ରିଲୋଚନ ପ୍ରଧାନ…

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ,୪।୯(ସନାତନ ରାଉତ): ଭଦ୍ରକ-ଚରମ୍ପା ଷ୍ଟେଶନ ନିକଟ ଏକ ହୋଟେଲରୁ ସୋମବାର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଭଣ୍ଡାରିପୋଖରୀ ଅଞ୍ଚଳର ଦେବରାଜ ସାମଲ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ଜନୈକ ଯୁବତୀଙ୍କ ସହ ସେ ଗତ ରାତିରେ ଉକ୍ତ…

ପୋଖରୀରେ ବୁଡି ଯୁବକ ମୃତ

ଭଦ୍ରକ,୩।୯(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ପାରାବନ୍ଧ ଆଦିବାସୀ ସାହିର ଜଣେ ଯୁବକଙ୍କର ପୋଖରୀରେ ବୁଡି ମତ୍ୟୁ ଘଟିଛି । ସୂଚନା ମୁତାବକ ଆଦିବାସୀ ସାହିର ବଟକୃଷ୍ଣ ମୁଣ୍ଡା (୪୮) ଶନିବାର ସନ୍ଧ୍ୟାରେ ଶୌଚ ହେବାପାଇଁ ନିକଟସ୍ଥ ଦୁର୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?