ଭଦ୍ରକ

ଭୁଲ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଘରୋଇ ଡାକ୍ତରଖାନାରେ ଉତ୍ତେଜନା

ଭଦ୍ରକ,୧୧ା୮(ସନାତନ ରାଉତ): ଭଦ୍ରକ ସହରର ଏକ ଘରୋଇ ହସ୍ପିଟାଲରେ ଅପରେଶନ ଟେବୁଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଭୁଲ ଚିକିତ୍ସାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ସୂଚନା ଅନୁଯାୟୀ, ମୁତାବକ…

କୁକୁରର ୨ ଘଣ୍ଟାର ସଫଳ ଅସ୍ତ୍ରୋପଚାର

ବାସୁଦେବପୁର, ୧୧।୮(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପ୍ରାଣୀ ଚିକିତ୍ସାଳୟରେ ଗୁରୁବାର ଏକ କୁକୁର (ଟମି)ର ୨ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ପରେ କୁକୁର ସୁସ୍ଥ ହୋଇଥିବା ଜଣାଯାଇଛି। କୁକୁରଟି କିଛିଦିନ ତଳେ ଇଅର ହେମାଟୋମା…

ଅପରେଶନ ଟେବୁଲରେ ଚାଲିଗଲା ରୋଗୀଙ୍କ ଜୀବନ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୧୧ା୮(ସନାତନ ରାଉତ): ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଅପରେଶନ ଟେବୁଲରେ ରୋଗୀଙ୍କ ମୃତ୍ୟୁ ହୋଇଥିବାରୁ ଉତ୍ତେଜନା ଦେଖାଦେଇଛି। ସୂଚନାନୁଯାୟୀ, ଭଦ୍ରକ ଜିଲା ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳିପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା ଟ୍ୟୁମର ଅପରେଶନ ପାଇଁ ଗତ…

ଘଣ୍ଟାଏ ଅଟକିଲା ମେମୁ ଟ୍ରେନ୍‌

ଭଦ୍ରକ,୧୦ା୮(ସନାତନ ରାଉତ): ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ୍‌ ଶୌଚାଳୟରେ ନିୟମିତ ଭାବେ ପାଣି ରହୁ ନ ଥିବା ଅଭିଯୋଗରେ ଭଦ୍ରକ ଷ୍ଟେଶନରେ ୧ ଘଣ୍ଟା କାଳ ଟ୍ରେନ୍‌ ଅଟକ ରହିଥିଲା। ପାଣି ରହୁ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର…

ଲାଞ୍ଚ ଦେଲେନି ବୋଲି ଆବାସ ମିଳିଲାନି

ଭଦ୍ରକ, ୭।୮ (ସନାତନ ରାଉତ): ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ନାମ ବାଦ୍‌ ପଡ଼ିଥିବାରୁ ଭଦ୍ରକ ବ୍ଲକ ଅଧୀନ ଗୁଜିଦରଡ଼ା ପଞ୍ଚାୟତ ମୀରାମହଲା ଗ୍ରାମର ସେକ୍‌ ସାହିର ମହମ୍ମଦ ସୋମବାର ପରିବାର ସହ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ। ସେ ଅଭିଯୋଗ…

ବନ୍ୟାପାଣିରେ ଭାସିଗଲେ ଯୁବକ

ଭଦ୍ରକ,୫ା୮(ସନାତନ ରାଉତ): ବୈତରଣୀ ବନ୍ୟା ଜଳରେ ଏପର୍ଯ୍ୟନ୍ତ ଭାସିଯାଇ ୨ ନାବାଳକ ଓ ଜଣେ ବୃଦ୍ଧାଙ୍କୁ ମିଶାଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଜଣେ ଯୁବକ ବନ୍ୟାପାଣିରେ ଭାସି ଯାଇଛନ୍ତି। ଧୂଷୁରୀ – ହସନବାଦ ରାସ୍ତାରେ ବନ୍ୟାପାଣି…

ବଢୁଛି ଗମେଇ ନଦୀ ଜଳସ୍ତର

ବାସୁଦେବପୁର, ୫ା୮(ନାରାୟଣ ପ୍ରସାଦ ବାରିକ୍‌): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାସୁଦେବପୁର ବ୍ଲକର ଗମେଈ, କାଂଶବାଂଶ, କଞ୍ଚୁଡ଼ି, ନୂଆନଦୀ ସମେତ ମନ୍ତେଇ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କାଂଶବାଂଶ ନଦୀରେ ବନ୍ୟା ଆସିବା ଫଳରେ ବାସୁଦେବପୁର ବ୍ଲକର ଜଗନ୍ନାଥପୁର,…

ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲାପାଳ

ଭଦ୍ରକ,୪।୮(ସନାତନ ରାଉତ): ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଶୁକ୍ରବାର ଭଦ୍ରକ ଜିଲା ଧାମନଗର ବ୍ଲକର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସେ ଗୋବିନ୍ଦପୁର ଏବଂ ବାରସର ପଞ୍ଚାୟତ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କୁ ଭେଟି ସମସ୍ୟା ପଚାରି ବୁଝିଛନ୍ତି। ଏପରିକି ପ୍ରଶାସନ…

ଦେଢ଼ ଲକ୍ଷ ଲୋକ ପ୍ରଭାବିତ

ଧାମନଗର,୪ା୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗରଠାରେ ବୈତରଣୀ ଓ ତାର ଶାଖା କୋଚିଳା, ଗେଙ୍ଗୁଟି ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସି ୨୬ ପଞ୍ଚାୟତ ଅନ୍ତର୍ଗତ ୧୦୮ ରାଜସ୍ବ ଗ୍ରାମର ପାଖାପାଖି ଦେଢ଼ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବୁଧବାର ସାରେ ବୈତରଣୀ…

୯ ପଞ୍ଚାୟତର ୮୬ ଗାଁ ଜଳବନ୍ଦୀ

ଆରଡ଼ି/ଧୂଷୁରୀ, ୪ା୮(ଦୀପ୍ତି ରଞ୍ଜନ ନାୟକ/କପିଲଦେବ ବିଶ୍ୱାଳ): ବୈତରଣୀ ନଦୀର ବନ୍ୟାଜଳ ଭଦ୍ରକ ଜିଲାର ଧୂଷୁରୀ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନ୧୧ଟାରେ ପହଁଚିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ୯ ପଞ୍ଚାୟତର ୮୬ ଗାଁ ପ୍ରଭାବିତ ହୋଇଥିବା ବେଳେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ…

ବନ୍ୟାରେ ଭାସିଗଲେ ନାବାଳକ

ଧାମନଗର,୩ା୮(ଦେବେନ୍ଦ୍ର ଆନ୍ଦିଆ): ବୈତରଣୀ, ଗେଙ୍ଗୁଟି ଓ କୋଚିଳା ନଦୀରେ ବଡ଼ ଧରଣର ବନ୍ୟା ଆସି ଭଦ୍ରକ ଧାମନଗର ବ୍ଲକ୍‌ର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟାଜଳ ରାସ୍ତାଘାଟ, ଗାଁ ଦାଣ୍ଡ, କେତେକଙ୍କ ଘରେ ଓ ଚାଷଜମିରେ ପଶି ଜଳମଗ୍ନ ହୋଇଯାଇି। ଗୁରୁବାର…

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୫ ର଼୍ୟାଙ୍କ୍‌ରେ ସ୍ବାଗତିକା: ସଫଳତା ଦେଖିବାକୁ ପାଖରେ ନାହାନ୍ତି ଜେଜେମା’

ଭଦ୍ରକ, ୩୧ା୭(ସନାତନ ରାଉତ): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୫ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତ ଅଧୀନ ବେଣିପୁର ଗୋପାଳବିନ୍ଧା ମହାନ୍ତିସାହିର ସ୍ବାଗତିକା ମହାନ୍ତି। ସେ କହନ୍ତି, ଭୁବନେଶ୍ୱରରେ ସ୍ବାସ୍ଥ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?