ଭଦ୍ରକ

ଶାଖା କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବନ୍ତ,୨୦ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ଥାନା ଅଧିନ ହାଟଡିହୀ ଶାଖା କେନାଲର ଜଗନ୍ନାଥପୁର ଫଲ ଠାରେ ରବିବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ବେଳେ ଉଦ୍ଧାର କରାଯାଇଛି ା ମୃତ ଯୁବକ ଜଣକ ବନ୍ତ ଥାନା ପଧାନପଡା ଆଦିବାସୀ ସାହିର…

ବୈତରଣୀ ବାଲିଘାଟ ପରିଦର୍ଶନ

ଧାମନଗର, ୧୯ା୮(ସନ୍ତୋଷ କୁମାର ମହାପାତ୍ର): ଖଣି ବିଭାଗ, ତହସିଲ, ଜିଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗର ମିଳିତ ଟିମ୍‌ ଗୁରୁବାର ଭଦ୍ରକ ଜିଲା ଧାମନଗର ତହସିଲ ଅଧୀନ ଆନନ୍ଦପୁର ପଞ୍ଚାୟତର ବୈତରଣୀ ନଦୀ ସଇରାତ ଉତ୍ସ ବୁଲି ଦେଖିଛନ୍ତି। ଭଦ୍ରକ…

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଭାଜପାର ପ୍ରତିବାଦ

ବାସୁଦେବପୁର, ୧୮ା୮(ନାରାୟଣ ପ୍ରସାଦ ବାରିକ୍‌): ରାଜ୍ୟ ସରକାରଙ୍କ ଦୁର୍ନୀତି, ଆର୍ଥିକ ଅନିୟମିତତା ଓ ବିଭିନ୍ନ ଯୋଜନାରେ ହିତାଧିକାରୀ ଚୟନ କ୍ଷେତ୍ରରେ ପାତରଅନ୍ତର ନୀତି ବିରୋଧରେ ବାସୁଦେବପୁର ଭାଜପା ପକ୍ଷରୁ ଏକ ପ୍ରତିବାଦ ସଭା କିଷ୍ମତକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଅନୁଷ୍ଠିତ ହୋଇଥିଲା।…

କାର୍ଯ୍ୟ ବନ୍ଦ କରି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଧାରଣା

ଭଦ୍ରକ,୧୮।୮(ସନାତନ ରାଉତ): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ସଙ୍ଘର ନିଷ୍ପତ୍ତି କ୍ରମେ ୨ ଦଫା ଦାବି ନେଇ ଭଦ୍ରକ ଜିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକ୍ରବାର ଧାରଣାରେ ବସିଛନ୍ତି l ଶିକ୍ଷାଗତ ଯୋଗ୍ୟତା ଯୁକ୍ତ-୨ ରୁ ଯୁକ୍ତ-୩ କରିବା…

ବଜ୍ରପାତ ନେଲା ୮ ଜୀବନ

ରୂପସା(ବାଞ୍ଛାନିଧି ଦେ)/ବସ୍ତା(ହରିଶଙ୍କର ପାଢୀ)/ତିହିଡ଼ି/ଚାନ୍ଦବାଲି(ସଞ୍ଜିତ୍‌ ବଳ/କିଶାନ ପାତ୍ର/ଅଶୋକ ପଣ୍ଡା)/ବୈଶିଙ୍ଗା( ରତନ ଦାଶ), ୧୬ା୮- ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ବୁଧବାର ବଜ୍ରପାତ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲାରେ ୪, ଭଦ୍ରକରେ ୩ ଓ ମୟୂରଭଞ୍ଜ ଜିଲାରେ ଜଣଙ୍କର…

ଲାଞ୍ଚ ନେଇ ଧରାପଡ଼ିଲେ ଭଦ୍ରକ ସିଡିପିଓ

ଭଦ୍ରକ,୧୬ା୮(ସନାତନ ରାଉତ): ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ବ୍ଲକ ସିଡିପିଓ ସୁନନ୍ଦା ଦାସ। ଭଦ୍ରକ ବ୍ଲକ ସରଗଢ଼ିଆ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ୨୦୨୦ରେ ପ୍ରଶାନ୍ତ କୁମାର ସେଠୀଙ୍କ ଝିଅ…

ବଜ୍ରାଘାତରେ ଚାଷୀ ମୃତ୍ୟୁ

ଚାନ୍ଦବାଲି,୧୫।୮( ଅଶୋକ ପଣ୍ଡ): ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ଘିକୋଇଲି ୱାର୍ଡରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣକ ହେଉଛନ୍ତି ଘିକୋଇଲି ୱାର୍ଡର ନିରଞ୍ଜନ ମହାଳିକଙ୍କ ପୁଅ ସୋମନାଥ(୫୩) । ସୋମନାଥ ନିଜ ଧାନ କ୍ଷେତରେ କାମ…

ମାଛ ଧରି ମାଲାମାଲ ମତ୍ସ୍ୟଜୀବୀ: ଗୋଟିକ ୫ଲକ୍ଷ ୩୩ହଜାର

ଚାନ୍ଦବାଲି,୧୫/୮(ଅଶୋକ ପଣ୍ଡା): ମାଛ ଗୋଟଏର ଦାମ ୫ ଲଖ ୩୩ ହଜାର ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର ଏହା ସତ । ଭଦ୍ରକ ଜିଲା ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫କିମି ଦୂର ଗଭୀର ସମୁଦ୍ର ମଧ୍ୟରୁ ମଣ୍ଟୁ ମଣ୍ଡଳ…

ପତାକା ଉତ୍ତୋଳନ କଲେ ଜିଲାପାଳ

ଭଦ୍ରକ,୧୫।୮(ସନାତନ ରାଉତ): ଭଦ୍ରକ କଲେଜ ପଡ଼ିଆରେ ଜିଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଛି l ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସ୍ବାଧୀନ ଭାରତର…

ଆବାସ ଦାବିରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା

ଭଦ୍ରକ,୧୪।୮(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତାଗଡ଼ିଆ ଗ୍ରାମର ଅକ୍ଷୟ ସେଠୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ଦାବିରେ ସୋମବାର ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । ନିକଟରେ ପ୍ରକାଶ ପାଇଥିବା ଆବାସ…

ନାଲି ଚାଉଳ ବଣ୍ଟନକୁ ନେଇ  ଉତ୍ତେଜନା

ତିହିଡ଼ି,୧୩ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧା ପଞ୍ଚାୟତରେ ରାଶନ କାର୍ଡ ହିତାଧିକାରୀମାନଙ୍କୁ ୩ ମାସ ପରିବର୍ତ୍ତେ ୨ମାସର ଏବଂ ନାଲି ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ରବିବାର ହିତାଧିକାରୀମାନେ ପଞ୍ଚାୟତ ଗୋଦାମକୁ ଘେରାଉ କରିଥିଲେ। ପ୍ରକାଶ…

ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

ଭଦ୍ରକ(ସନାତନ ରାଉତ)/(ରବିନାରାୟଣ ଖିଲାର ),୧୨ା୮: ଅବସରପ୍ରାପ୍ତ ସୈନିକଙ୍କ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଭଦ୍ରକରେ ପଲ୍ଲୀକ୍ଲିନିକ ପ୍ରତିଷ୍ଠା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାର ପ୍ରାୟ ୪ଶହ ଅବସରପ୍ରାପ୍ତ ସୈନିକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?