ଭଦ୍ରକ

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ 

ଚାନ୍ଦବାଲି, ୬।୧୦ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଦୋସିଙ୍ଗା ପଞ୍ଚାୟତ ସାବିତ୍ରୀସରାଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଫଳରେ ଆଂଶିକ ଆସବାବପତ୍ରରେ ନିଆଁ ଲାଗିଯାଇଥିଲା। ଛାତ୍ରୀଛାତ୍ର ଅଳ୍ପକେ…

ମାସେ ପରେ ପ୍ରେମିକା ଗିରଫ

ଭଦ୍ରକ, ୬ା୧୦(ସନାତନ ରାଉତ):ଭଦ୍ରକ-ଚରମ୍ପା ରେଳ ଷ୍ଟେଶନ ନିକଟ ଏକ ହୋଟେଲରେ ଗତ ସେପ୍ଟେମ୍ବର ୩ ରାତିରେ ରହିଥିବା ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଘଟଣାର ମାସକ ପରେ ଉକ୍ତ ଦିନ ହୋଟେଲରେ ଯୁବକଙ୍କ ସହ ରାତ୍ରିଯାପନ କରିଥିବା ତାଙ୍କ ପ୍ରେମିକାଙ୍କୁ…

ସୂଚନାଫଳକ ପଡ଼ି ଛାତ୍ର ମୃତ

ଭଦ୍ରକ(ସନାତନ ରାଉତ)/ ଧାମନଗର(ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ କୁମାର ମହାପାତ୍ର), ୫ା୧୦ଭଦ୍ରକ ଜିଲା ଧାମନଗର ବ୍ଲକ ଗଢ଼ିଆଳି ପଞ୍ଚାୟତ ଅଧୀନ ଉଚ୍ଚପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ କାନ୍ଥକୁ ଲାଗି ରହିଥିବା ଏକ ଫଟା ସୂଚନା ଫଳକ…

ପାଳନ କରିବେ ନାହିଁ ଗାନ୍ଧୀ ଜୟନ୍ତୀ

ଭଣ୍ଡାରିପୋଖରୀ,୧।୧୦(ରବିନାରାୟଣ ଖିଲାର): ଗାନ୍ଧୀ ଜୟନ୍ତୀ ପାଳନ କରିବେ ନାହିଁ ବୋଲି ସରପଞ୍ଚ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଏନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ସରପଞ୍ଚ ଅମୂଲ୍ୟ…

ରାଜନୈତିକ ଆକ୍ରୋଶ ରଖି ବଦନାମ କରାଯାଉଛି: ସୁଧାଂଶୁ

ବନ୍ତ,୧।୧୦(ହରିନାରାୟଣ ମହାନ୍ତି): ରାଜନୈତିକ ଆକ୍ରୋଶ ରଖି ଶାସକ ବିଜେଡି ତାଙ୍କୁ ବଦନାମ କରୁଛି ବୋଲି ଶନିବାର ଭଦ୍ରକ ଜିଲା ବନ୍ତଠାରେ ଖବରଦାତା ସମ୍ମିଳନୀରେ ଭାଜପା ନେତା ଡ. ସୁଧାଂଶୁ ଶେଖର ନାୟକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ପତ୍ନୀ ତଥା ପୂର୍ବତନ…

ଜେଲରେ ନିଜ ଗୁପ୍ତାଙ୍ଗ କାଟିଲେ କଏଦୀ

ଭଦ୍ରକ, ୧।୧୦(ସନାତନ ରାଉତ)ଭଦ୍ରକ ଉପକାରାଗାରରେ ଶନିବାର ଜଣେ ବିଚାରାଧୀନ କଏଦୀ ଶୌଚାଳୟରେ ନିଜ ହାତ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ସେ ହେଲେ ତିହିଡ଼ି ଥାନା ଅଧୀନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ। ସେ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ…

ଶହୀଦ ପୀଠରୁ ମାଟି ସଂଗ୍ରହ

ଧାମନଗର, ୩୦।୯ (ଦେବେନ୍ଦ୍ର ଆନ୍ଦିଆ)-ଭଦ୍ରକ ଜିଲା ଧାମନଗର ବିଧାନସଭା କ୍ଷେତ୍ରର ଲୁଣିଆ ଗୁଳିକାଣ୍ଡ ସ୍ମାରକୀସ୍ଥଳୀ ଶହୀଦନଗରସ୍ଥିତ ଶହୀଦ ସ୍ମୃତିପୀଠଠାରେ ଭାଜପା ପକ୍ଷରୁ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ଏମ୍‌ପି…

ମିଳିଲା ଚନ୍ଦନଙ୍କ ମୃତଦେହ : କୁନି ଝିଅର ମିଳୁନି ପତ୍ତା 

ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକ ଡେଇଁ ପଡିଥିଲେ । ଏହି ଘଟଣାର ୩୦ ଘଣ୍ଟା…

୨୪ଘଣ୍ଟା ପରେ ବି ମିଳୁନି ପତ୍ତା

ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯:ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକୁ ଡେଇଁବା ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାପ,ଝିଅଙ୍କ କୌଣସି…

ଉନ୍ମୋଚନ ହେବ ସଂଗ୍ରାମୀ ପରୀ ବେୱାଙ୍କ ପ୍ରତିମୂର୍ତ୍ତି

ବାସୁଦେବପୁର,୨୮ା୯(ନାରାୟଣ ପ୍ରସାଦ ବାରିକ)ଭଦ୍ରକ ଜିଲା ବାସୁଦେବପୁର ଇରମ ମେଳଣ ପଡ଼ିଆଠାରେ ବ୍ରିଟିଶ ଫୌଜଙ୍କ ଗୁଳିରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଦିବସ ପ୍ରତିବର୍ଷ ପାଳିତ ହୋଇଥାଏ। ଚଳିତ ବର୍ଷ ଗୁରୁବାର ସ୍ମୃତିଦିବସ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି…

ଅନଶନରେ ବସିଲେ ଜେଲ୍‌ କର୍ମଚାରୀ

ଭଦ୍ରକ,୨୫ା୯(ସନାତନ ରାଉତ): ଜେଲ୍‌ କର୍ମଚାରୀମାନେ ସେମାନଙ୍କର ପ୍ରମୁଖ ଦାବି ପୂରଣ ପାଇଁ କଳା ବ୍ୟାଜ୍‌ ପରିଧାନ ପରେ ସୋମବାରଠାରୁ ଜେଲ୍‌ ଆଗରେ ଅନଶନରେ ବସିଛନ୍ତି। ସେମାନଙ୍କର ପଦୋନ୍ନତି, ଖାଦ୍ୟ ଭତ୍ତା ୧୪୦୦ ଶହ ଟଙ୍କାକୁ ବୃଦ୍ଧି, ବେତନ ବୃଦ୍ଧି ଆଦି ଦାବିରେ…

ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ କଟିଗଲେ କର୍ମଚାରୀ

ତିହିଡ଼ି,୨୪ା୯(ସଞ୍ଜିତ ବଳ)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ମୁକୁନ୍ଦପୁର ଗ୍ରାମର ଆର୍‌ଏମ୍‌ଏସ୍‌ (ରେଲଓ୍ବେ ମେଲ୍‌ ସର୍ଭିସ) କର୍ମଚାରୀ ପ୍ରମୋଦ ନାୟକ(୫୦)ଙ୍କ ଟ୍ରେନ୍‌ରେ କଟି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପ୍ରମୋଦ କୋଲକାତାରେ ଆରଏମ୍‌ଏସ୍‌ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri