ଭଦ୍ରକ

କୋଇଲା ମାଫିଆଙ୍କ ଆକ୍ରମଣରେ ୨ ଆର୍‌ପିଏଫ୍‌ କର୍ମଚାରୀ ଗୁରୁତର

ଭଦ୍ରକ ଅଫିସ,୨୪।୨: କୋଇଲା ଚୋରି ରୋକିବା ପାଇଁ ଯାଇ ମାଡ଼ ଖାଇଲେ ଆରପିଏଫ କ୍ରାଇମବ୍ରାଞ୍ଚ ଟିମ୍‌। ଏଥିରେ ଦୁଇ ଆରପିଏଫ୍‌ ଗୁରୁତର ହୋଇ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ମୁକେଶ କୁମାର ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା।…

ବିଭିନ୍ନ ଦାବିନେଇ କୃଷକ ମଞ୍ଚର ପଦଯାତ୍ରା

ଚାନ୍ଦବାଲି,୨୪।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ଚିଙ୍ଗୁଡି ଚାଷ ଦ୍ୱାରା କ୍ଷତିଗ୍ରସ୍ତ କୃଷକ ମିଳିତ ମଞ୍ଚ ଚାନ୍ଦବାଲି ପକ୍ଷରୁ ବୁଧବାର ସକାଳୁ ଭଦ୍ରକ ଅଭିମୁଖେ ଏକ ପଦଯାତ୍ରା ଆରମ୍ଭ ହୋଇଛି। ଚାଷୀମାନେ ଏକତ୍ରିତ ହୋଇ ଚାନ୍ଦବାଲିରୁ ଭଦ୍ରକ ପ୍ରାୟ ୫୦ କିମି…

ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିଲା ଗୋରୁ: ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ

ଭଦ୍ରକ ଅଫିସ, ୨୪।୨: ବେଆଇନ୍‌ ଭାବେ ବାହର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ୍‌କୁ ଜବତ କରାଯାଇଛି। ୨୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି…

୭ ଦିନ ପରେ ଧାରଣାରୁ ଉଠିଲେ ଆନ୍ଦୋଳନକାରୀ

ପାଟଣା,୨୧।୨(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିଶେଷଜ୍ଞ ଡାକ୍ତର ପୂରଣ ଦାବିରେ ଗତ ସୋମବାରଠାରୁ ଆନ୍ଦୋଳନକାରୀ ଧାରଣାରେ ବସିଥିଲେ। ଏହି ଧାରଣା ସପ୍ତମ ଦିନରେ ପହଞ୍ଚି ଥିବା ବେଳେ ରବିବାର ଆନ୍ଦୋଳନକାରୀଙ୍କ ସହ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ…

ତଥାପି ଅପେକ୍ଷାରେ ଚିତ୍ରଶିଳ୍ପୀ ନାରାୟଣ

ବନ୍ତ,୧୯।୨: ଦେଖିବା ମାତ୍ରେ ପେନ୍‌ସିଲ୍‌, କଲମ ମାଧ୍ୟମରେ ଅବିକଳ ଛବି ଆଙ୍କି ଦିଅନ୍ତି। ୭୭ ବର୍ଷ ବୟସରେ ବି ସେ ତାଙ୍କର ଏହି କଳାକୁ ଜାରି ରଖିଛନ୍ତି। ନିଜର କଳା ନୈପୁଣ୍ୟ ଓ କାର୍ଯ୍ୟ କରିବାର ନିଶାକୁ ଛାଡ଼ିପାରି ନାହାନ୍ତି। ଏହାବ୍ୟତୀତ…

ମାଛଧରା ଜାଲରେ ପଡ଼ିଲା ଡଲ୍‌ଫିନ

ଭଦ୍ରକ ଅଫିସ,୧୮।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ସୋଳନ୍ଦୀ ନଦୀରେ ବୁଧବାର ସନ୍ଧ୍ୟାରେ ଜଣେ ମାଛଧରାଳିଙ୍କ ଜାଲରେ ଏକ ଡଲ୍‌ଫିନ ପଡ଼ିଛି। ଏହାର ଓଜନ ପ୍ରାୟ ୧ କୁଇଣ୍ଟାଲ ହେବ ବୋଲି ଅନୁମାନ କରାଯାଉଛି। ନଦୀ ତଟବର୍ତ୍ତୀ…

ଓଡ଼ିଶାରୁ ବାଇକ୍‌ ଉଠାଇ ପଶ୍ଚିମବଙ୍ଗରେ ବିକୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

ଭଦ୍ରକ ଅଫିସ, ୧୭।୨: ଭଦ୍ରକ ଟାଉନ ପୋଲିସ ଏକ ବାଇକ୍‌ ଚୋର ଗ୍ୟାଙ୍ଗକୁ କାବୁ କରିଛି। ବୁଧବାର ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଦୁଇଦିନ ତଳେ ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟଙ୍କୁ ଗିରଫ କରି…

ଭଦ୍ରକରେ ବନ୍ଦ ପାଳନ, ପିକେଟିଂ କରି ସହର ସାରା ପଇଁତରା ମାରୁଛନ୍ତି କଂଗ୍ରେସ କର୍ମୀ

ଭଦ୍ରକ ଅଫିସ,୧୫।୨: ତୈଳ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ ଭଦ୍ରକ ଜିଲାରେ ଦେଖିବାକୁ ମିଳିଛି । ସହରର ବନ୍ତ ଛକ ଏବଂ ୧୬ ନମ୍ବର…

ପିପିଇ କିଟ୍‌ ପିନ୍ଧି ଭିକ୍ଷାବୃତ୍ତି

ଭଦ୍ରକ ଅଫିସ,୧୫।୨-ଭଦ୍ରକ ସହରରେ ଜଣେ କୋଭିଡ୍‌ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ। ଚାକିରି ହରାଇବା ପରେ ଭିକ୍ଷାବୃତ୍ତିକୁ ଆପଣାଇଛନ୍ତି ଏହି ଯୋଦ୍ଧା। ଦୀର୍ଘଦିନ ଧରି ସ୍ଥାୟୀ ଚାକିରି ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ସେ…

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ଦ୍ୱିତୀୟ ଦିନରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ଭଦ୍ରକ ଅଫିସ,୧୨।୨- ଭଦ୍ରକ ବିଧାୟକ ସଞ୍ଜିବ ମଲିକଙ୍କ ବାସଗୃହ ସମ୍ମୁଖରେ ଶୁକ୍ରବାର ପ୍ରତିକ ଧାରଣା ଦିଆଯାଇଛି। ଏହି ଧାରଣା ଆଗାମୀ ଦିନରେ ଜିଲାର ଅନ୍ୟ ବିଧାୟକଙ୍କ ବାସଗୃହ ସମୁଖରେ ଦିଆଯିବ ବୋଲି କୁହାଯାଇଛି। ଜିଲାବାସୀଙ୍କ ବୃହତ ସ୍ବାର୍ଥକୁ ବିଧାୟକମାନେ ସରକାରଙ୍କ ପାଖରେ…

ରାଜରାସ୍ତାକୁ ଓହ୍ଲାଇଲେ ଭଦ୍ରକର ଚାଷୀ, ଧାନ ଢ଼ାଳି ଅବରୋଧ କଲେ

ଭଦ୍ରକ ଅଫିସ,୧୨।୨ – ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଭଦ୍ରକ – ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ଶୁକ୍ରବାର ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି।…

ଜଙ୍ଗଲ ସୁରକ୍ଷାରେ ମଦନ

ବନ୍ତ,୧୨।୨(ଡି.ଏନ.ଏ.)-ଆଧୁନିକ ଚାକଚକ୍ୟ ଭିତରେ ନିଜକୁ ପ୍ରତିଷ୍ଠିତ କରିବାକୁ ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ପରିବେଶ ସୁରକ୍ଷା ପ୍ରତି କାହାରି ନିଘା ନାହିଁ। କଳ କାରଖାନା ଗଢ଼ିବା ପାଇଁ ଜଙ୍ଗଲ କାଟି ସଫା କରି ଦିଆଯାଉଛି। ଶିକ୍ଷିତ ସମାଜ ପରିବେଶ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?