ଭଦ୍ରକ

ମଶାଧୂପରୁ ଲାଗିଲା ନିଆଁ, ୩ ଯବାନ ଗୁରୁତର

ଭଦ୍ରକ ଅଫିସ,୯ା୧୧: ଓଏସ୍‌ଏପିର ୫ମ ବାଟାଲିଅନର ୩ ଯବାନ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ରାତିରେ ଶୋଇଥିବା ବେଳେ ମଶାଧୂପରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଭଦ୍ରକ ଜିଲା ପୁରୁଣାବଜାର ଥାନାରେ ଏପରି…

ପୋଖରୀରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ

ବାସୁଦେବପୁର,୧ା୧୧(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ପାରାପୋଖରୀ ଓ ତିହିଡ଼ି ବ୍ଲକର ଏକଡ଼ାଳ ଗ୍ରାମରେ ରବିବାର ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି। ପାରାପୋଖରୀ ଗ୍ରାମର ସୂର୍ଯ୍ୟକାନ୍ତ ବଳଙ୍କ ଝିଅ ଉର୍ବିରାଣୀ (୩) ନିଜ ମାମୁଁଘର ପଞ୍ଚଟିକ୍ରି ଗ୍ରାମକୁ ଯାଇଥିବା ବେଳେ…

ଜାଲ୍‌ ନୋଟ୍‌ କାରବାର: ୨ ଜଣଙ୍କୁ ଗିରଫ କଲା ପୋଲିସ

ପଦ୍ମପୁର,୧ା୧୧(ଡି.ଏନ୍‌.ଏ.): ଉଦ୍ରକ ଜିଲାରେ ନକଲି ଜର୍ଦ୍ଦା, ନକଲି ମସଲା , ନକଲି ବିଶାକ୍ତ ମଦର ବ୍ୟାପକ କାରବାର ପୋଲିସର ନିଦ ହଜାଇ ଦେଇଥିବା ବେଳେ ନକଲି ନୋଟ୍‌ ଜବତ ଘଟଣା ପୋଲିସ ମୁଣ୍ଡବିନ୍ଧାର କାରଣ ସାଜିଛି । ବାସୁଦେବପୁର ଅଞ୍ଚଳ ଗୁଆଗତିଆ…

ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲାଇ ଗାଁକୁ ଆସିଛି ପାର୍ବଣ। କରୋନା କଟକଣା ମଧ୍ୟରେ ଗାଁର ଆବାଳବୃଦ୍ଧବନିତା ମସ୍‌ଗୁଲ ହୋଇଉଠିଛନ୍ତି। ମା’ ଦୁର୍ଗତିନାଶିନୀ ଗାଁର ପୂଜା ମେଢରେ ପଦାର୍ପଣ କରିସାରିଛନ୍ତି। ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ଗ୍ରାମବାସୀ ନିଜକୁ ଆଧ୍ୟାତ୍ମିକତାରେ ହଜେଇ ଦେଇଥାନ୍ତି। ପୁରୁଷ…

ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୨୪ା୧୦-ଭଦ୍ରକ ପୁରୁଣା ବଜାର ଅଧୀନ ହେଲା ସାହିଠାରେ ଶନିବାର ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି। ଭଦ୍ରକ ଟାଉନ ପୋଲିସ ଓ ପୁରୁଣା ବଜାର ପୋଲିସର ମିଳିତ ଭାବେ ହେଲାସାହିରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ସମୟରେ କେତେକ…

ଆଖଣ୍ଡଳମଣିଙ୍କ ବେଢ଼ା ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ବିତ

ଭଦ୍ରକ,୧୯ା୧୦(ଡି.ଏନ୍‌.ଏ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ସଂପ୍ରସାରଣ କାର୍ଯ୍ୟ ସୋମବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମନ୍ଦିର ବେଢ଼ାରେ ଥିବା ୧୬ ଓ ବାହାର ବେଢ଼ାରେ ଥିବା ୩ ଭୋଗଦୋକାନକୁ ଭାଙ୍ଗିବା କାର୍ଯ୍ୟ ଚାଲୁରହିଛି। ଚାନ୍ଦବାଲି…

କୋଇଲା ମାଫିଆଙ୍କ ସମ୍ପର୍କରେ ପୋଲିସକୁ ଦେଉଥିଲେ ତଥ୍ୟ: କାର ଜାଳିଦେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୧୩।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଇଚ୍ଛାପୁର ପରିବିନ୍ଧା ମାରାପୁର ଗାଁରେ ଏକ କାର୍‌କୁ ଦୁର୍ବୃତ୍ତ ଜାଳିଦେଇଛନ୍ତି। କାର୍‌ ମାଲିକ ପ୍ରତାପ ବେହେରା ପୋଲିସକୁ କୋଇଲା ମାଫିଆଙ୍କ ସମ୍ପର୍କରେ ସୂଚନା ଦେଉଥିବା ସନ୍ଦେହକରି ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି। ସୂଚନାଯୋଗ୍ୟ,…

ଦୁର୍ନୀତି ବିରୋଧରେ ଭାଜପାର ବିକ୍ଷୋଭ

ବନ୍ତ,୯।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଭାଜପା ପକ୍ଷରୁ ବିଭିନ୍ନ ଦୁର୍ନୀତି ବିରୋଧରେ ଶୁକ୍ରବାର ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ଭାଜପା ନେତା ବଦ୍ରି ନାରାୟଣ ଧଳ ଓ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜଳସେଚନ…

ଭଦ୍ରକ ଷ୍ଟେଶନ ଜନଶୂନ୍ୟ, ଚିନ୍ତାରେ ବ୍ୟବସାୟୀ

ଭଦ୍ରକ ଅଫିସ, ୮ା୧୦- ଭଦ୍ରକ ଷ୍ଟେଶନ ଏବେ କରୋନା ପାଇଁ ଖାଁ ଖାଁ ହୋଇପଡ଼ିଛି। ଗତ ୭ ମାସ ହେଲା ଦ୍ରୁତଗାମୀ କିମ୍ବା ଲୋକାଲ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଷ୍ଟେଶନ ପରିସରରେ ପୂର୍ବଭଳି ଆଉ ଜନଗହଳି ନାହିଁ। ଫଳରେ ଏହି…

ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ, ଜଣେ ଅଟକ

ଭଦ୍ରକ ଅଫିସ,୬।୧୦(ଡି.ଏନ୍‌.ଏ.): ଭଦ୍ରକ ପୁରୁଣାବଜାର ପୋଲିସ ସୋମବାର ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବା ସହ ଜଣକୁ ଅଟକ ରଖିଛି। ସୂଚନାନୁସାରେ, ପୁରୁଣାବଜାର ଥାନା ଅଧୀନ ପଠାନମହଲାଠାରେ ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା କାରଖାନା ଚାଲିଥିବା ଥିବା…

ପରିସ୍ରା ଯିବା ବାହାନାରେ ଥାନାରୁ ଚମ୍ପଟ ମାରିଲେ ବଳାତ୍କାର ଅଭିଯୁକ୍ତ

ଚାନ୍ଦବାଲି, ୩ା୧୦(ଡି.ଏନ.ଏ.)-ନାବାଳିକା ଅପହରଣ ଓ ବଳାକତ୍ାର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ସୂଚନାଯୋଗ୍ୟ, ଭଦ୍ରକ ଜିଲା…

ଯୁବକଙ୍କୁ ପିଟି ପିଟି ହତ୍ୟା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ଅଫିସ,୨ା୧୦-ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ଏକ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?