ଭଦ୍ରକ

ମିସେସ୍‌ ଫେମିନା ୨୦୨୧: ଟପ୍‌-୨୦ରେ ଈପ୍‌ସିତା

ଭଦ୍ରକ ଅଫିସ, ୨୫।୩: ସାରା ଭାରତବର୍ଷର ପ୍ରାୟ ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ୍‌ ଫେମିନା-୨୦୨୧ ପ୍ରତିଯୋଗିତାରେ ଟପ୍‌ ୨୦ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ବୋହୂ ଈପ୍‌ସିତା ପ୍ରିୟଦର୍ଶିନୀ(୨୭)। ପେସାରେ ସଫ୍ଟଓ୍ବେୟାର ଇଞ୍ଜିନିୟର ହୋଇଥିଲେ ହେଁ ମଡେଲିଂ ନିଶା…

ବେଆଇନ ଗୋଚାଲାଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ମୁହାଁମୁହିଁ, ୨ କଣ୍ଟେନର ଜବତ

ଭଦ୍ରକ ଅଫିସ, ୨୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ରାଣୀତାଲ ନିକଟରେ ବୁଧବାର ବେଆଇନ ଗୋଚାଳଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଏସ୍କାର୍ଟ ପାର୍ଟିଙ୍କ ଆକ୍ରମଣରେ ୩ ଜଣ ଗୋରକ୍ଷକ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ୧୬…

ଯୋଗାସନରେ ମାହିର ସାଇପ୍ରକାଶ

ବନ୍ତ, ୨୧।୩ (ସ୍ବ.ପ୍ର.)-ବୟସ ମାତ୍ର ୬ ବର୍ଷ। ଏହି ବୟସରୁ ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର। ଆଖି ପିଛୁଳାକେ କରି ଦେଖାଉଛନ୍ତି କଷ୍ଟସାଧ୍ୟ ଯୋଗାସନ। ମଣ୍ଡୁକ ଆସନ, ଚକ୍ରାସନ, ସର୍ପାକୃତି, କଚ୍ଛପ ଆସନ ସମେତ ଯେଉଁ ଆସନ କରିବା ଯୋଗଗୁୁରୁଙ୍କ ପକ୍ଷେ…

ଜାଲରେ ପଡ଼ିଲା ବିରଳ ପ୍ରଜାତିର ପ୍ରାଣୀ

ଭଦ୍ରକ ଅଫିସ, ୧୮।୩: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତ ସୁନାରୀପୋଖରୀଠାରେ ଗୁରୁବାର ଏକ ବିରଳ ପ୍ରଜାତିର ପ୍ରାଣୀ ଉଦ୍ଧାର କରାଯାଇଛି। ଗ୍ରାମର ମତ୍ସ୍ୟଜୀବୀମାନେ ଏକ କେନାଲରେ ଜାଲ ପକାଉଥିବା ବେଳେ ଏହି ପ୍ରାଣୀ ଜାଲରେ ପଡ଼ିଥିଲା। ଏହାର…

ଜମିବାଡ଼ି ପାଇଁ ହତ୍ୟା, ମା’-ଭାଉଜ ଗୁରୁତର

ଭଦ୍ରକ ଅଫିସ, ୧୭।୩: ପୂର୍ବଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ଅର୍ଣ୍ଣପାଳ ପଞ୍ଚାୟତ ରାଜମୁକୁନ୍ଦପୁର ଗାଁ ରାଜୁଆଳିବିନ୍ଧା ବେହେରାସାହିରେ ବୁଧବାର ପୂର୍ବାହ୍ନରେ…

ଯୌତୁକ ପାଇଁ ଯାଇଛି ମୋ ଝିଅର ଜୀବନ

ଭଣ୍ଡାରିପୋଖରୀ,୧୪।୩: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦାଣ୍ଡକୁଳ ଗ୍ରାମରେ ଅଧିକ ଯୌତୁକ ପାଇଁ ମିନତି ସେଠୀ ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝିଅକୁ ହତ୍ୟା କରି ଶାଶୁଘର ଲୋକେ ଆତ୍ମହତ୍ୟାର ରୂପ ଦେଉଥିବା ଶନିବାର ଥାନାରେ…

ତେଜିଲା ବସ୍‌ ସିଣ୍ଡିକେଟ ବିବାଦ: ୧୪୪ ଧାରା ଜାରି

ଭଦ୍ରକ ଅଫିସ, ୧୪।୩- ଭଦ୍ରକ ବସ୍‌ ସିଣ୍ଡିକେଟରେ ବିବାଦ ତେଜିବାରେ ଲାଗିଛି। ସଂଘର ଆର୍ଥିକ ହେର୍‌ଫେର୍‌କୁ ନେଇ ମୁଣ୍ଡ ଟେକିଥିବା କର୍ମକର୍ତ୍ତା ଚୟନ ବିବାଦ ମାଲି ମକଦ୍ଦମାଠାରୁ ଆରମ୍ଭ କରି ହାତାହାତି ପର୍ଯ୍ୟନ୍ତ କଥା ଗଲାଣି। ପରିସ୍ଥିତିକୁ ନଜର ରଖି ଜିଲା…

ଶର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ମହିଳା

ଭଦ୍ରକ ଅଫିସ,୧୩।୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ପଞ୍ଚାୟତ ମହଲାସାହିରେ ଶନିବାର ରାତିରେ ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିରେ ତାଙ୍କ ସ୍ବାମୀ ଓ ୧୦ ବର୍ଷର ଝିଅ ପୋଡ଼ିଯାଇ…

ପ୍ରତିଶ୍ରୁତି ଦେଇ କିଣିଲେନି ଧାନ

ଭଦ୍ରକ ଅଫିସ, ୧୩।୩-ଧାନ ବିକି ନ ପାରି ସରକାରୀ ଧାନ ସଂଗ୍ରହ କେନ୍ଦ୍ର ଆଗରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଭଦ୍ରକ ବ୍ଲକ ବନ୍ଧଗଁାର ଚାଷୀ ରାମକୃଷ୍ଣ ପଣ୍ଡା। ଜିଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇ ସେ ଘରକୁ ମଧ୍ୟ ଫେରିଲେଣି। ସେତେବେଳେ…

ନକଲି ସୁନା ଅଳଙ୍କାର ବିକି ଧରାପଡ଼ିଲେ ଯୁବକ

ଚାନ୍ଦବାଲି,୧୩।୩(ଡି.ଏନ.ଏ.)-ବ୍ୟବସାୟୀଙ୍କୁ ନକଲି ସୁନା ଅଳଙ୍କାର ବିକ୍ରି କରୁଥିବା ବେଳେ ଧରା ପଡ଼ିଛନ୍ତି ଜଣେ ଯୁବକ। ତାଙ୍କ ନିକଟରୁ ୩୮ ଗ୍ରାମର ନକଲି ସୁନା ଅଳଙ୍କାର ସହିତ ଏକ କାର୍‌ ଜବତ କରିଛି ପୋଲିସ। ଶୁକ୍ରବାର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ…

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ

ଆରଡି,୧୧।୩(ଡି.ଏନ୍‌.ଏ.): କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଜିଲା ପ୍ରଶାସନ ବିନାଭକ୍ତରେ ଆଖଣ୍ଡଳମଣି ପୀଠ ଆରଡିରେ ମହାଶିବରାତ୍ରି ଅନୁଷ୍ଠିତ ହେବା ନେଇ ଘୋଷଣା କରିଥିଲା। ହେଲେ ଏହାକୁ ବିରୋଧ କରି ସେବାୟତମାନେ ବୁଧବାର ରାତି ସାରା ଅନଶନ କରିଥିଲେ। ପରେ…

ଆରଡ଼ିରେ ପୋଲିସ ଛାଉଣୀ

ଆରଡ଼ି, ୧୧।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ ଚଳିତବର୍ଷ ବିନା ଭକ୍ତରେ ମହାଶିବରାତ୍ରି ପାଳନ କରାଯିବ। ବୁଧବାର ସକାଳ ୭ଟାରୁ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ବଳବତ୍ତର ରହିବ ବୋଲି ଆରଡ଼ି ଫାଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?