ଭଦ୍ରକ

ମାସ୍କ ପିନ୍ଧି ନ ଥିବାରୁ ୮ ଜଣଙ୍କୁ ଜରିମାନା

ବନ୍ତ,୧୨।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବଜାରରେ ଶନିବାର ୮ ଜଣ ବ୍ୟକ୍ତିଙ୍କ ଠାରୁ ମାସ୍କ ବ୍ୟବହାର କରି ନ ଥିବା ଅଭିଯୋଗରେ ପୋଲିସ ୧୬ ଶହ ଟଙ୍କା ଜରିମାନା ଆଦାୟ କରିଛି । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ...

ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ପ୍ରଥମ କୋଭିଡ୍‌ ହସ୍ପିଟାଲ

ଭଦ୍ରକ ଅଫିସ,୧୧।୪: ଶନିବାର ଅପରାହ୍ନରେ ଭଦ୍ରକ ଜିଲାରେ ପ୍ରଥମ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ମୋଟେଲ ଛକସ୍ଥିତ ସାଳନ୍ଦୀ ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ୧୨୦ ଶଯ୍ୟା, ୪ ଆଇସିୟୁ, ୪ ଭେଣ୍ଟିଲେଟର ବ୍ୟବସ୍ଥା ରହିଥିବା ଜିଲାପାଳ...

ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଲା ଭଦ୍ରକ ଜିଲା ପ୍ରଶାସନ, ନଚେତ ଗଣିବେ ଜରିମାନା

ଭଦ୍ରକ ଅଫିସ, ୧୧।୪ – ଭଦ୍ରକ ଜିଲାବାସୀ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ଜିଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନାକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ...

ଭଦ୍ରକର ଦୁଇ ଲକ୍ଷ ଉଜ୍ଜଳା ପରିବାରକୁ ମିଳିବ ମାଗଣା ଗ୍ୟାସ, ବିତରକ କର୍ମଚାରୀଙ୍କୁ ୫ ଲକ୍ଷର ବୀମା

ଭଦ୍ରକ ଅଫିସ, ୧୧।୪ – କରୋନା ମୁକାବିଲା ପାଇଁ ଭଦ୍ରକ ଜିଲାରେ ୨,୦୯,୦୦୦ ପରିବାରକୁ ମାସିକ ଗୋଟିଏ କରି ତିନୋଟି ଏଲ୍‌ପିଜିର ଦାମ୍‌ ସରକାରଙ୍କ ପକ୍ଷରୁ ମିଳିବ। ଅର୍ଥାତ ଏହି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ମିଳିବ। ଏପ୍ରିଲ, ଜୁନ ଓ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବଢ଼ୁଛି ସହାୟତାର ହାତ

ଭଦ୍ରକ ଅଫିସ, ୧୧।୪: ଭଦ୍ରକ ଜିଲାର ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢ଼ାଉଥିବା ଦେଖିବାକୁ ମିଳିଛି। ଓଡ଼ିଶା ରାଜସ୍ବ ସେବା ସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ...

କରୋନା ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ଅଫିସ, ୧୧।୪: ତିହିଡ଼ି ବ୍ଲକ ଅନ୍ତର୍ଗତ ତଳଗୋପବିନ୍ଧା ପଞ୍ଚାୟତରେ ଗୋପସେବା ସମାଜ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୋପସେବା ସମାଜର ପ୍ରମୁଖ ଦେବେନ୍ଦ୍ର ପୁହାଣଙ୍କ ନେତୃତ୍ୱରେ ଘରକୁ ଘର ବୁଲି ମାସ୍କ, ସାବୁନ ବଣ୍ଟନ ସହିତ...

୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଦିଆଗଲା ପ୍ରୋତ୍ସାହନ ରାଶି

ଭଦ୍ରକ ଅଫିସ,୧୧।୪: ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲାର ୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ରାଶିକୁ ପ୍ରଶାସନ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ଘରେ ପହଞ୍ଚାଯାଉଛି।...

ସୁସ୍ଥ ହେଲେ ୨ କରୋନା ପଜିଟିଭ୍‌

ଭଦ୍ରକ ଅଫିସ,୧୧।୪: ଭଦ୍ରକ ଜିଲାବାସୀଙ୍କ ପାଇଁ ଖୁସି ଖବର। ୩ ପଜିଟିଭ୍‌ କରୋନା ରୋଗୀଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏନେଇ ଶୁକ୍ରବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ଆସିବା ପରେ ଜିଲାବାସୀ ଆଶ୍ୱସ୍ତି ଲାଭ...

ମା’ ଭଦ୍ରକାଳୀଙ୍କ ଘୋଡ଼ା ମେଳଣ ବାତିଲ

ଭଦ୍ରକ ଅଫିସ, ୧୧ା୪-ଶୁକ୍ରବାର ମା’ ଭଦ୍ରକାଳୀଙ୍କ ଐତିହାସିକ ଘୋଡ଼ା ମେଳଣ ବାତିଲ ହୋଇଛି। ଆଖପାଖ ଗାଁର କୈବର୍ତ୍ତ ଲୋକମାନେ ଘୋଡ଼ାକୁ ଆଣି ପୂଜା କରନ୍ତି। ଏହି ପୂଜା ରୀତିନୀତିକୁ ଘୋଡ଼ା ମେଳଣ ନାମରେ ନାମିତ ହୋଇଆସୁଛି। ଚୈତ୍ର ମାସର ଶେଷରେ...

ଘରେ ଘରେ ଔଷଧ ପହଞ୍ଚାଉଛି ପୋଲିସ

ଆରଡି, ୧୧ା୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ଭଦ୍ରକ ଜିଲା ଆରଡି ଫାଣ୍ଡିର କର୍ମଚାରୀମାନେ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ପଞ୍ଚାୟତର ୨୩ଖଣ୍ଡ ଗାଁରେ ଔଷଧ ପହଞ୍ଚାଉଛନ୍ତି। ସୂଚନା ଅନୁସାରେ ଯେଉଁ ପରିବାରରେ ୬୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ଥିବେ, ସେମାନଙ୍କ ମେଡିସିନ ଆଣିବାରେ...

ହଜିଥିବା ଅର୍ଥ ଫେରିପାଇଲେ ଯୁବକ

ଆରଡି, ୧୦ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ପାୟାସାହି ଗ୍ରାମର ରାଜେଶ ଖାଁ ଏକ ଘରୋଇ ବ୍ୟାଙ୍କରୁ ୨୫ ହଜାର ଟଙ୍କା ଉଠାଇ ନିଜ ଘରକୁ ସାଇକେଲ ଯୋଗେ ଫେରିଥିଲେ ା ବାଟରେ ଆସିଲା ବେଳେ ସୂର୍ଯ୍ୟପୁର ନିକଟରେ ତାଙ୍କର...

ବାଇକ୍‌ ଚାଳକଙ୍କ ଠାରୁ ୧୪ ହଜାର ଜରିମାନା ଆଦାୟ

ବନ୍ତ, ୧୦।୪(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ଗୁରବାର ୨ଟି ବାଇକ୍‌୍‌ ଚାଳକଙ୍କ ଠାରୁ ୪ ହଜାର ଏବଂ ବୁଧବାର ସନ୍ଧ୍ୟା ବେଳେ ୫ଟି ବାଇକ୍‌ ଚାଳକଙ୍କ ଠାରୁ ୧୦ ହଜାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri