୨୩ ଦିନରେ କର୍ମଚାରୀଙ୍କ ଧାରଣା
ଭଦ୍ରକ ଅଫିସ, ୧୮।୫ – ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଫାଟକ ସମ୍ମୁଖରେ କର୍ମଚାରୀମାନଙ୍କ ଧାରଣା ୨୩ ଦିନରେ ପହଞ୍ଚିଛି। ଗତ ଏପ୍ରିଲ ୨୫ରୁ ଧାରଣା ଆରମ୍ଭ ହୋଇଥିବା ବେଳେ ୨୯ ତାରିଖରେ ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର, ଗ୍ରାମାଞ୍ଚଳ ଥାନାଧିକାରୀ…
ଦେବ ଦମ୍ପତିଙ୍କ ଲଗ୍ନ ମହୋତ୍ସବ
ଆରଡ଼ି,୧୭।୫ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆସନ୍ତା ଜୁନ୍ ୪ରେ ଶୀତଳ ଷଷ୍ଠୀରେ ଦେବଦେବ ମହାଦେବ ଓ ଶୈଳ ନନ୍ଦିନୀ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ସମ୍ପୂର୍ଣ୍ଣ ଲୋକାଚାରରେ ଦେବଦମ୍ପତିଙ୍କ ଲଗ୍ନ ମହୋତ୍ସବ…
ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ
ଆରଡ଼ି,୧୬।୫(ଡି.ଏନ.ଏ.): ସରକାରଙ୍କ ମୋ କୁଡ଼ିଆ, ବିଜୁ ପକ୍କାଘର, ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏଠି ପହଞ୍ଚିପାରି ନାହିଁ। ଘରଡିହ ୧ ଡିସିମିଲରୁ କମ୍ ହୋଇଥିଲେ ବି ବସୁନ୍ଧରା ଯୋଜନା ଫିକା ପଡ଼ିଛି। ସବୁଦିନ ପର ଘରେ ମୂଲ ଲାଗୁଥିଲେ…
ବିପର୍ଯ୍ୟୟ କ୍ଷତି ରୋକିବାକୁ ପ୍ରସ୍ତୁତି
ପଦ୍ମପୁର, ୧୬।୫ (ଡି.ଏନ.ଏ.): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ବାତ୍ୟା ଓ ବନ୍ୟା ପ୍ରବଣ ଅଞ୍ଚଳ। ପ୍ରତିବର୍ଷ ଲଘୁଚାପ ଜନିତ ବନ୍ୟା ଓ ବାତ୍ୟାରେ କ୍ଷୟକ୍ଷତିକୁ ରୋକିବା ପାଇଁ ଆରମ୍ଭ ହୋଇଛି ପୂର୍ବ ପ୍ରସ୍ତୁତି। ବ୍ଲକର ମନ୍ତେଈ ନଦୀକୂଳବର୍ତ୍ତୀ ବାଲିମେଦ ଓ ଆନ୍ଦୋଳା…
ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇବେ ସମୀର
ପଦ୍ମପୁର, ୧୬।୫ (ଡି.ଏନ.ଏ.)-ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ। ନିଜେ ଭଲ ପାଠ ପଢ଼ିବା ସହ ଅନ୍ୟ ପିଲାମାନଙ୍କୁ ପଢ଼ାଉଥିଲେ। ବିଜ୍ଞାନ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା। ସେ ହେଲେ ବାସୁଦେବପୁର ବ୍ଲକ ଲୁଙ୍ଗା ଗ୍ରାମର ସତ୍ୟସୁନ୍ଦର ନାୟକଙ୍କ…
ମହିଳାଙ୍କୁ ଅସଦାଚରଣ କରି ଗିରଫ ହେଲେ ଗୁଣିଆ
ଚାନ୍ଦବାଲି,୧୫।୫(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଞ୍ଚଳରେ ତନ୍ତ୍ରମନ୍ତ୍ର ବାହାନାରେ ଜଣେ ମହିଳାଙ୍କୁ ଅସଦାଚରଣ କରି ଗୁଣିଆ ଗିରଫ ହୋଇଛନ୍ତି। ସେ ହେଲେ ବାରାକୋଲ୍ଲା ଗାଁର ସାଧୁଆ ଜେନା। ଏନେଇ ମହିଳାଙ୍କ ଏତଲା କ୍ରମେ ବାଂଶଡ଼ା ଥାନାରେ ଏକ…
ରାସ୍ତାରୁ ମାଟି ଖୋଳି ରାସ୍ତାରେ ପକାଯାଉଛି
ପଦ୍ମପୁର,୧୫।୫(ଡି.ଏନ.ଏ.): ଭଦ୍ରକ-ପଦ୍ମପୁର ଭାୟା ଇଚ୍ଛାପୁର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ମରାମତି ନଁାରେ ପ୍ରତିବର୍ଷ ପିଚୁ ଢଳେଇ ପଡୁଛି। ମାତ୍ର ୬ମାସ ନ ପୂରୁଣୁ ରାସ୍ତାରେ ଖାଲଖମା ଭର୍ତ୍ତି। ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଏଭଳି ସମସ୍ୟା…
ସପ୍ତମ ବେତନ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତିକୁ ଓଷ୍ଟାର ବିରୋଧ
ଭଦ୍ରକ ଅଫିସ, ୧୫।୫: ସପ୍ତମ ବେତନ ପ୍ରଦାନ ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରାଯିବ ବୋଲି ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଶନିବାର ଅପରାହ୍ନରେ ଭଦ୍ରକ ସହର ଅପର୍ତିବିନ୍ଧାସ୍ଥିତ ଅଫିସଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଓଷ୍ଟାର ରାଜ୍ୟ…
ଚାନ୍ଦବାଲି ଏନ୍ଏସିର ପ୍ରଥମ ସାଧାରଣ ବୈଠକ: ୪୨.୯୪ କୋଟି ବଜେଟ ଉପସ୍ଥାପନ
ଚାନ୍ଦବାଲି, ୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଏନ୍ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ର ପ୍ରଥମ ସାଧାରଣ ବୈଠକ ଅଧ୍ୟକ୍ଷା ଶାନ୍ତିଲତା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଡ. ବ୍ୟୋମକେଶ ରାୟ, ଏମ୍ପିଙ୍କ ପ୍ରତିନିଧି ଖଗେଶ୍ୱର…
ପୋଲ ନିର୍ମାଣରେ ଅନିୟମିତତା
ବନ୍ତ,୧୫।୫(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ବରହମପୁର-ଶିଆଳିଆ ଭାୟା ଦୋଳପଦୀ ପୂର୍ତ୍ତ ବିଭାଗ ରାସ୍ତାର ଦୋଳପଦୀଠାରେ ପୋଲ ଓ କଲଭର୍ଟ ନିର୍ମାଣରେ ଅନିୟମିତତା କରାଯାଇଛି। ଫଳରେ ବର୍ଷାଦିନେ ଘରପଦା ଓ ଦୋଳପଦୀ ଗ୍ରାମର ପ୍ରାୟ ୪୦ରୁ ୫୦ ଏକର ଚାଷଜମିରେ ଧାନ ଫସଲ…
୮୩୦ ଲିଟର ଦେଶୀ ରନ୍ଧାମଦ ଜବତ, ୬ ଗିରଫ
ଭଦ୍ରକ ଅଫିସ,୧୪।୫- ଭଦ୍ରକ ଗ୍ରାମାଞ୍ଚଳ ଥାନI ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗଛକ ନିକଟରେ ପୋଲିସ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ସମ୍ପୃକ୍ତ ଅଞ୍ଚଳରେ ମଦ ଚୋରା…
ଆଡ଼ମ୍ବରରେ ପାଳନ ହେବ ଶିବବିବାହ ମହୋତ୍ସବ
ଭଦ୍ରକ ଅଫିସ,୧୨।୫: ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆସନ୍ତା ଜୁନ୍ ୪ରେ ଶୀତଳଷଷ୍ଠୀ ପର୍ବରେ ଶିବବିବାହ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ ମାଝିଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ଶାନ୍ତନୁ…
Archives


