ଭଦ୍ରକ

ପ୍ରତିଭାମୟୀ ଶୁଭ୍ରସ୍ମିତା: ଭଦ୍ରକରୁ ମୁମ୍ବାଇ ପରେ ଏବେ ବିଦେଶୀ ମାଟି ଲକ୍ଷ୍ୟ

ଭିନ୍ନ କିଛି କରିବା ଲକ୍ଷ୍ୟରେ ଯୁବପ୍ରତିଭା ଶୁଭ୍ରସ୍ମିତା। ଓଡ଼ିଆ, ବଙ୍ଗାଳୀ, ତେଲୁଗୁ, ଇଂଲିଶ ଓ ତାମିଲ ଭାଷାରେ ଗୀତ ଗାଇ ପ୍ରତିଭା ପ୍ରଦର୍ଶନ ପରେ ଆଗକୁ ଆଗକୁ ପାଦ ବଢ଼ାଇ ଚାଲିଛନ୍ତି। ୟୁଟ୍ୟୁବ୍‌ ମାଧ୍ୟମରେ ବୋଲୁଥିବା ସଂଗୀତର ପ୍ରଚାର ପ୍ରସାର କରି…

ସ୍କୁଟି ଚାଳିକାଙ୍କୁ ୧୩ ହଜାର ଜରିମାନା

ଭଦ୍ରକ ଅଫିସ, ୭।୯ – ଭଦ୍ରକ ବାଇପାସ୍‌ ୟୁନାନି ହସ୍ପିଟାଲ ରାସ୍ତାରେ ସ୍କୁଟି ଚଳାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ୧୩ ହଜାର ଟଙ୍କା ଜରିମାନା ଦେବାକୁ ଜିଲା ପରିବହନ ବିଭାଗ ପକ୍ଷରୁ ରସିଦ୍‌ ପ୍ରଦାନ କରାଯାଇଛି। ତାଙ୍କର ଇନସ୍ୟୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ…

ବୈତରଣୀରେ ପ୍ରଥମ ବନ୍ୟାଜଳ ପ୍ରବେଶ : ବିପଦ ସଙ୍କେତ ଉପରେ ଚାଲିଛି ପାଣି

ଭଣ୍ଡାରିପୋଖରୀ,୭।୯(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଉପରମୁଣ୍ଡରେ ଲାଗି ରହିବା ଯୋଗୁ ଭଦ୍ରକ ଜିଲାରେ ପ୍ରବାହିତ ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ବୈତରଣୀର ଜଳସ୍ତର ଅଖୁଆପଦା ଆନିକଟଠାରେ ଶନିବାର ପୂର୍ବାହ୍ନ ୧୦ଟାରେ ୧୭. ୭ ମିଟର ରହିଥିବାବେଳେ ୧୧ଟାରେ…

୩ ଗୁହାଳ ଜଳିଗଲା : ୨୬ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ

ପଦ୍ମପୁର,୭।୯(ଡି.ଏନ୍‌.ଏ.) : ଭଦ୍ରକ ସଦର ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତର ଚଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଗୁହାଳ ଜଳିଯାଇଛି। ଗ୍ରାମର ପରମେଶ୍ୱର ନାୟକ, ଲକ୍ଷ୍ମୀଧର ନାୟକ ଓ ସହଦେବ ନାୟକଙ୍କ ଗୁହାଳରେ ଏହି ଅଗ୍ନିକାଣ୍ଡ ଘଟି…

ଟାଟା ଏସି ଗାଡି ଚାଳକ ଜରିମାନା ଦେଲେ ୩୮ ହଜାର ୫ଶହ

ଭଦ୍ରକ ଅଫିସ,୭।୯: ଭଦ୍ରକ ଚରମ୍ପାରେ ନୂଆ ମୋଟର ଯାନ ନିୟମ ନେଇ ଶନିବାର ମଧ୍ୟାହ୍ନରେ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଓଭରବ୍ରିଜ୍‌ ନିକଟରେ ଯାଞ୍ଚ ସମୟରେ ପ୍ରଥମ ସର୍ବାଧିକ ଜରିମାନା ଆଦାୟ କରାଯାଇଛି I ଟାଟା ଏସି ଗାଡିର…

ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣା: ରିଟେଲର ନିଲମ୍ବିତ

ଭଦ୍ରକ ଅଫିସ, ୭।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅଧୀନ ଅନହରପୁର ଗ୍ରାମର ହିତାଧିକାରୀ ପାଞ୍ଚାଳୀ ଜେନାଙ୍କୁ ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣାରେ ରିଟେଲର ଶ୍ରୀଧର ସାହୁଙ୍କୁ ନିଲମ୍ବନ କରାଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଉପଜିଲାପାଳ…

ଅସହ୍ୟ ହୋଇପଡ଼ିଛି ପୁଅର ଯନ୍ତ୍ରଣା: ବିଷ ପିଇ ଜୀବନ ହାରିବାକୁ ମା’ଙ୍କ ଚେତାବନୀ

ବନ୍ତ,୭।୯ (ଡି.ଏନ.ଏ.) – ବାରମ୍ବାର ଟୁଇଟ୍‌ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପକ୍ଷାଘାତରେ ପୀଡ଼ିତ ହୋଇ ରୋଗଶଯ୍ୟାରେ ଛଟପଟ ହେଉଥିବା ପୁଅର ଯନ୍ତ୍ରଣା ସହି ନ ପାରି ବିଷ ପିଇ ନିଜେ ଜୀବନ ହାରିବା ସହ ପୁଅକୁ ବିଷ ପିଆଇ…

କୋଇଲା ବୋଝେଇ ପିକ୍‌ଅପ୍‌ ଜବତ: ଚାଳକ ଗିରଫ

ତିହିଡ଼ି, ୬।୯ (ଡି.ଏନ.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ଦୋଳସାହି ଗୋରୁହାଟ ନିକଟରୁ ଶୁକ୍ରବାର ତିହିଡ଼ି ଥାନା ପୋଲିସ କୋଇଲା ବେଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଏଥିସହ ଭ୍ୟାନ୍‌ ଚାଳକ ବାସୁଦେବପୁର ଥାନା ଅଧୀନ ପୁରୁଣିଆ ଗ୍ରାମର ମନୋଜ ଦାସଙ୍କୁ ପୋଲିସ…

୨ କ୍ୟାବିନ୍‌ରୁ ଚୋରି : ନଗଦ ୧୦ ହଜାର ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି

ଆରଡ଼ି,୬।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକରେ ଗୁରୁବାର ରାତିରେ ୨ଟି କ୍ୟାବିନ୍‌ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ କୁଳେଇପଦା ଗାଁର ଜୟନ୍ତ ନାୟକ ଓ ସୁବାସ ବିଶ୍ବାଳ ରାତି ପ୍ରାୟ ୯ଟାରେ ଦୋକାନ…

ଉଦ୍‌ଘାଟନର ୧୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ରକ୍ତଭଣ୍ଡାର

ବାସୁଦେବପୁର, ୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଉଦ୍‌ଘାଟନ ହେବାର ୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ରକ୍ତ ସଂରକ୍ଷଣ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିବା ବେଳେ ଏବେ ଏହା ଅକାମୀ ହୋଇପଡ଼ିଛି।…

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଚାନ୍ଦବାଲି, ୫।୯ (ଡି.ଏନ.ଏ.) – ଚାନ୍ଦବାଲି ଏନ୍‌ଏସିରେ କେତେକ ଅନିୟମିତତା ନେଇ ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ଗୁରୁବାର ନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ, ଷ୍ଟ୍ରିଟଲାଇଟ, ନାଳ ନର୍ଦ୍ଦମା ସଫେଇ, ରାସ୍ତା ନିର୍ମାଣରେ ଅନିୟମିତତା ଓ…

ବୃକ୍ଷରୋପଣ କଲେ ବିଚାରପତି

ଭଦ୍ରକ ଅଫିସ,୫।୯: ଭଦ୍ରକ ଜିଲା ନୂଆ ବସ୍‌ଷ୍ଟାଣ୍ଡ ନିକଟ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ରୁ ଊର୍ଦ୍ଧ୍ୱ ବିଚାରପତି ଯୋଗଦେଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?