ଭଦ୍ରକ

ପାଣି ପାଇଁ ହଇରାଣ ୨୦ ପରିବାର

ଭଦ୍ରକ ଅଫିସ,୧୨।୮: ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଠିକ୍‌ ଭାବେ ଯୋଗାଣ ହୋଇପାରୁ ନ ଥିବାରୁ ଲୋକେ ସ୍ବଚ୍ଛ ପାନୀୟ ଜଳ ପାଇପାରୁ ନାହାନ୍ତି। ପାଇପ୍‌ରେ ଆସୁଥିବା ଟୋପେ ଟୋପେ ପାଣିକୁ ଘଣ୍ଟା ଘଣ୍ଟା ଧରି ଗ୍ଲାସରେ ଭରି…

ଜିଲାପାଳଙ୍କ ଅଫିସ ଅଭିମୁଖେ ଲୋକେ

ବନ୍ତ,୧୨ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବିକାଶ ପରିଷଦ ପକ୍ଷରୁ ଏକ ପଦଯାତ୍ରା ଶୁକ୍ରବାର ଆରମ୍ଭ ହୋଇଛି। ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଯୁକ୍ତି ଓ ୨୪ ଘଣ୍ଟିଆ ରୋଗୀ ସେବା ଆଦି ୧୦ ଦଫା ଦାବୀ ନେଇ ଏହି ବିକ୍ଷୋଭ ହୋଇଥିବା…

ଏସ୍‌ପି ଅଫିସ ଆଗରେ ମହିଳାଙ୍କ ଧାରଣା

ଭଦ୍ରକ ଅଫିସ, ୧୧।୮: ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ସିଜୁଗଡ଼ିଆ (କଟିଣା) ଗ୍ରାମର ସନ୍ତୋଷିନୀ ଯେନା ନାମ୍ନୀ ମହିଳା ଶାଶୁଘର ଲୋକ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଥାନା ଏଏସ୍‌ଆଇ ନ୍ୟାୟ ଦେବା ବଦଳରେ ଟାଳଟୁଳ…

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ

ଆରଡି,୯।୮( ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ କୁଳେଇପଦା ନିକଟ ଭଦ୍ରକ – ଆରଡି ରାଜ୍ୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଧୂଷୁରୀ ଥାନା କାସିମପୁର ଗ୍ରାମର ଅଂଶୁପା ନାୟକ(୧୯)…

ନିଷ୍କାସନ ହେଉନି, ଘରେ ପଶିଲା ବର୍ଷାପାଣି

ବାସୁଦେବପୁର,୯।୮(ଡି.ଏନ.ଏ.):ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଏହି ବର୍ଷା କେତେଜଣ ଲୋକଙ୍କୁ ଅସୁବିଧାରେ ପକାଇଛି। ଖାଲୁଆ ଅଞ୍ଚଳ ତଥା କେତେକ ସ୍ଥାନରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ନରସିଂହପୁର ବଜାର ତଥା…

ମନ୍ଦିର ଗର୍ଭଗୃହକୁ ପଶିଲେ ଭକ୍ତ, ଆରଡ଼ିରେ ଅସନ୍ତୋଷ

ଆରଡ଼ି,୬ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହକୁ କିଛି ଭକ୍ତଙ୍କୁ ସେବାୟତମାନେ ଶନିବାର ପ୍ରବେଶ କରାଇଥିବା ଅନ୍ୟ କେତେ ଜଣ ସେବାୟତ ଅଭିଯୋଗ କରିଥିଲେ। ମନ୍ଦିର କର୍ମଚାରୀ ମଧ୍ୟ ଏପରି ପ୍ରବେଶ ଅଧିକାରକୁ ବିରୋଧ…

କେନାଲବନ୍ଧ ଭାଙ୍ଗି ଚାଷଜମି ବୁଡ଼ିଲା

ଭଦ୍ରକ ଅଫିସ, ୬।୮: ଭଦ୍ରକ ଜିଲା ରାଣୀତାଲ ମୁଖ୍ୟ କେନାଲ ବନ୍ଧ ବୁଧବାର ଭାଙ୍ଗିଯାଇଛି। ଫଳରେ ଚାଷଜମିଗୁଡ଼ିକ ଜଳମଗ୍ନ ହୋଇଛି। ଜମିରେ ପଡ଼ିଥିବା ତଳି ଓ ରୁଆ ସରିଥିବା ଜମି ପାଣିରେ ବୁଡ଼ି ରହିଥିବାରୁ ପଚି ଯାଇ ନଷ୍ଟ ହେବାର ଆଶଙ୍କା…

ସ୍ବାଧୀନତା ଦିବସରେ ହେବନି ପରେଡ୍‌

ଭଦ୍ରକ ଅଫିସ, ୪।୮: ସ୍ବାଧୀନତା ଦିବସ ଜିଲାସ୍ତରରେ ପାଳନ ପାଇଁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସ୍ବରାଷ୍ଟ୍ର ବିଭାଗ ଦ୍ୱାରା ଜାରି କରାଯାଇଥିବା…

ନିର୍ମାଣ ସରିନି, ରାସ୍ତା ଖାଲଖମାରେ ଭର୍ତ୍ତି

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ଧାମନଗର ବ୍ଲକର ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତାର ପାଳସାହି ଛକଠାରୁ ରଇପୁର ପଞ୍ଚାୟତର କଣ୍ଟିକା ବାଙ୍କସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି। ନିର୍ମାଣ କାର୍ଯ୍ୟ ସରି ନ ଥିବାବେଳେ ରାସ୍ତା ଖାଲଖମାରେ ଭର୍ତ୍ତି ହେଲାଣି। ନିମ୍ନମାନର କାମ…

ନୂଆ ଭୋଟର ହେବା ପାଇଁ ବର୍ଷକୁ ୪ଥର ସୁଯୋଗ

ଭଦ୍ରକ ଅଫିସ,୩।୮:  ଫଟୋ ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ନେଇ ସୋମବାର ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ପହିଲାଠାରୁ ଶୁଭାରମ୍ଭ କରାଯାଉଥିବା ଆଧାର ସଂଯୋଗୀକରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ…

ମୋବାଇଲ ଟର୍ଚ୍ଚରେ ରୋଗୀ ସେବା

ଚାନ୍ଦବାଲି, ୨ା୮(ଡି.ଏନ.ଏ.):ଦୀର୍ଘ ୭ ଘଣ୍ଟା ଧରି ଅନ୍ଧାରରେ ରହିଲା ଡାକ୍ତରଖାନା। ଅନ୍ଧାର ସାଙ୍ଗକୁ ଗରମରେ ରୋଗୀମାନେ ଛଟପଟ ହୋଇଥିଲେ। ଏଭଳି ସ୍ଥିତିରେ ଡାକ୍ତରଙ୍କୁ ମୋବାଇଲ ଟର୍ଚ୍ଚରେ ଚିକିତ୍ସା କରିବାକୁ ପଡ଼ିଥିଲା। ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ରାତିରେ ଏଭଳି…

ଦେଶୀ ପଦ୍ଧତିରେ ବିଦେଶୀ ଫଳ

ପଦ୍ମପୁର, ୨୯।୭ (ଡି.ଏନ.ଏ) ସିମେଣ୍ଟ ଖୁଣ୍ଟ ଉପରେ ମାଡ଼ିଛି କଣ୍ଟା ଜାତୀୟ ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଗଛ। ଲତାଗୁଡ଼ିକ ଭଲ ଭାବେ ବଢ଼ିବା ପାଇଁ ତିଆରି ହୋଇଥିବା ସ୍ବତନ୍ତ୍ର ଖୁଣ୍ଟ ଧାଡ଼ି ଧାଡ଼ି କରି ପୋତାଯାଇଛି। ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri