ବାଲେଶ୍ୱର

ବୁଦାମୂଳେ ପଡିଥିଲା ରକ୍ତ ଭିଜା ପୁଟୁଳି

ଖଇରା,୨୮।୧୨(ଡି.ଏନ.ଏ.): ମଙ୍ଗଳବାର ଅପରାହ୍ନ ୨ଟା। ବାଲେଶ୍ୱର ଜିଲା ଖଇରା ଥାନା ବାରଭାଗିଆ ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନକୁ ଲୋକଙ୍କ ସୁଅ ଛୁଟିଥିଲା। କେହି ଦୁର୍ବୃତ୍ତ ଶିଶୁକୁ ହତ୍ୟା କରି ଲୁଗା ଗଣ୍ଠିଲେ ଗୁଡାଇ ବୁଦାମୂଳକୁ ଫିଙ୍ଗି ଦେଇଥିବା ଚର୍ଚ୍ଚା ହୋଇଥିଲା।...

ବସ୍‌କୁ ଚଢ଼ିବାବେଳେ ମାଡ଼ିଗଲା କାର୍‌

ଭୋଗରାଇ, ୨୮।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର-ଜଳେଶ୍ୱର ରାସ୍ତା ୫୭ ନଂ. ରାଜ୍ୟ ରାଜପଥ ନଗୁଆଁ ଛକଠାରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଛକରେ ୨ଜଣ ମହିଳା ବସ୍‌ ଚଢୁଥିବା ବେଳେ ଦ୍ରୁତଗତିରେ ଆସୁଥିବା...

ବାଲେଶ୍ୱରରେ ‘ମିଶନ ଶକ୍ତି କାଫେ’

ବାଲେଶ୍ୱର ଅଫିସ, ୨୮ା୧୨ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସାମାଜିକ ନିରାପତ୍ତା ଓ ସଶକ୍ତୀକରଣ ବିଭାଗ ସହାୟତା ତଥା ମିଶନ ଶକ୍ତି ସହଯୋଗରେ କିନ୍ନର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ପକ୍ଷରୁ ଏକ ଅତ୍ୟାଧୁନିକ...

ଘରୁ ଯାଇ ଆଉ ଫେରିଲେନି ଯୁବକ, ସକାଳୁ ବାଇକ୍‌ ନିକଟରେ ପଡ଼ିଥିଲା ମୃତଦେହ

ବାଲେଶ୍ୱର ଅଫିସ,୨୭।୧୨: ବାଲେଶ୍ବର ଜିଲା କମର୍ଦ୍ଦା ଥାନା ହଳଦୀ ମାଳ ଗ୍ରାମରେ ଥିବା ରାସ୍ତା କଡ଼ରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ତାଙ୍କ ବାଇକ୍‌ ପଡ଼ିଥିବା ଦେଖିବାକୁ ମିଳିଛି। ସେ ହେଲେ ଉକ୍ତ...

୩ ବର୍ଷ ହେଲା ଆରମ୍ଭ ହୋଇପାରୁନି ନିର୍ମାଣ

ସିମୁଳିଆ, ୨୬ା୧୨(ଡି.ଏନ.ଏ.)  ୧୯୮୫ରୁ ବର୍ଷ ବର୍ଷ ଧରି ଅନ୍ୟ ବ୍ଲକ ଅଧୀନରେ ସିମୁଳିଆ ସହକାରୀ ଉଦ୍ୟାନ କୃଷିବିଭାଗ ପରିଚାଳିତ ହେବା ପରେ ଗତ ୨୦୧୪ରୁ ସିମୁଳିଆ ବ୍ଲକରେ ସ୍ବତନ୍ତ୍ର ଭାବେ ଏହି ବିଭାଗ କାର୍ଯ୍ୟ କରୁଛି। ୨୦୧୪ ନଭେମ୍ବରରୁ ସହକାରୀ ଉଦ୍ୟାନ...

ଡଗରା ବେଳାଭୂମିରେ ଗହଳି

ବାଲିଆପାଳ, ୨୬ା୧୨(ସ୍ବ.ପ୍ର.) ଓମିକ୍ରନ ଭାରିଏଣ୍ଟ ସଂକ୍ରମଣ ରୋକିବା ଲାଗି ଗାଇଡଲାଇନ୍‌ ଜାରି କରାଯିବା ସହ ନାଇଟ୍‌ କର୍ଫ୍ୟୁ ଲଗାଯାଇଛି। ଏଥିପ୍ରତି ଅମାନିଆଙ୍କ ନଜର ନାହିଁ କି ଗାଇଡଲାଇନ୍‌କୁ ଖାତିର ନ ଥିବା ଦେଖିବାକୁ ମିଳିଛି। ଶନିବାର ବଡଦିନରେ ବାଲିଆପାଳ ବ୍ଲକର ଡଗରା...

ଖୋଲୁନି ସରକାରୀ ଧାନମଣ୍ଡି

ରୂପସା, ୨୬ା୧୨(ଡି.ଏନ.ଏ.) ଚଳିତବର୍ଷ ଏଯାବତ୍‌ ସରକାରୀ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଧାନର ଅଭାବୀ ବିକ୍ରି ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଜୋରଦାର...

କଟକଣାକୁ ମାନିଲେନି

ଭୋଗରାଇ, ୨୬ା୧୨(ଡି.ଏନ.ଏ.)   କରୋନା ବିପଦ ଟଳି ନ ଥିବା ବେଳେ ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପରାମର୍ଶକ୍ରମେ ରାଜ୍ୟ ସରକାର ବଡ଼ଦିନ ଏବଂ ନବବର୍ଷ ନିମନ୍ତେ କେତେକ ନିର୍ଦ୍ଦେଶନାମା ଜାରି...

ମନ୍ଦିର ଗର୍ଭ ଗୃହରେ ଫାଟ

ସଜନାଗଡ଼,୨୩।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିଠାରୁ ୫କି.ମି. ଦୂର ସଜନାଗଡ଼ ଗ୍ରାମରେ ଅବସ୍ଥିତ ମା’ ଭୂଧାରଚଣ୍ଡୀଙ୍କ ମନ୍ଦିର ଏବେ ଅସୁରକ୍ଷିତ ଅବସ୍ଥାରେ। ମନ୍ଦିର ଦ୍ୱାରବନ୍ଧ ସହ ମୁଖ୍ୟ ଗର୍ଭଗୃହରେ ପାଣି ଓ ମନ୍ଦିରର ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଫାଟ ସୃଷ୍ଟି ହୋଇଛି।...

୨୪ ଘଣ୍ଟାରେ ଦ୍ୱିତୀୟ ଥର ଲାଗି ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୨୩।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଗୁରୁବାର ସକାଳ ୯ଟା ୩୦ ସମୟରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦୀପ ୪ ନଂ ଲଞ୍ଚ...

ବିବିଧ ସମସ୍ୟା, ଏକକ ସମାଧାନ କେନ୍ଦ୍ର

ବାଲେଶ୍ୱର ଅଫିସ, ୨୩।୧୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ନିକଟରେ ଏହାର ଗ୍ରାହକ ଅଭିଯୋଗ ସମାଧାନ ପ୍ରକଳ୍ପ ‘ନିଷ୍ଠା’ର ଶୁଭାରମ୍ଭ କରାଯାଇଛି। ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ...

‘ବିକଶିତ ହେବ ଶାରୀଶୁଆ ଜଳପ୍ରପାତ’

ଖଇରା, ୨୩।୧୨(ଡି.ଏନ.ଏ.): ଆଉ ଦିନକ ପରେ କୁପାରୀ ପର୍ଯ୍ୟଟନ କ୍ଷେତ୍ରର ୨ ପ୍ରମୁଖ ପ୍ରକଳ୍ପ ଶାରୀଶୁଆ ପାହାଡ ଜଳପ୍ରପାତ ଓ କୁପାରୀ ନାଟ୍ୟମଣ୍ଡପକୁ ଅନ୍ୟ କିଛି ସହଯୋଗୀ ମନ୍ତ୍ରୀଙ୍କ ସହ ଶିଳାନ୍ୟାସ କରିବେ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri