ବାଲେଶ୍ୱର

ଆଦାୟ ଅର୍ଥରେ କୁପାରୀ ମକରମେଳା

ଖଇରା,୧୪।୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀଠାରେ ପ୍ରସିଦ୍ଧ କପିଳମୁନି ମକର ମେଳା ଜାକଜମକରେ ଆରମ୍ଭ ହେବ। ମେଳା ଯଜ୍ଞ ଓ ମହୋତ୍ସବକୁ ଶାନ୍ତିଶୃଙ୍ଖଳାରେ କିପରି ଆୟୋଜନ କରାଯାଇପାରିବ ସେଥିପାଇଁ କମିଟି କର୍ମକର୍ତ୍ତାମାନେ ଦିନରାତି ଏକ କରିଦେଇଛନ୍ତି । ମେଳା…

ଆଦାୟ ଅର୍ଥରେ କୁପାରୀ ମକରମେଳା

ଖଇରା,୧୩।୧( ଉତ୍କଳବନ୍ଧୁ ପଣ୍ଡା): ଆଉ ଦିନକ ପରେ ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀଠାରେ ପ୍ରସିଦ୍ଧ କପିଳମୁନି ମକର ମେଳା ଜାକଜମକରେ ଆରମ୍ଭ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଲୋକସଜ୍ଜାରେ ଝଲସି ଉଠୁଛି କୁପାରୀ। ମେଳା ଯଜ୍ଞ ଓ ମହୋତ୍ସବକୁ…

କୁଲଡିହାରେ ୩ ପ୍ରଜାତିର ବିଦେଶୀ ପକ୍ଷୀ

ନୀଳଗିରି, ୧୨।୧(ସ୍ବ.ପ୍ର.): ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟକୁ ଆସିଥାନ୍ତି। ଏହି ପକ୍ଷୀମାନଙ୍କ ସୁରକ୍ଷା, ସେମାନେ କେଉଁ ପ୍ରଜାତିର ଓ ତାଙ୍କର ଗତିବିଧିକୁ ଜାଣିବା ପାଇଁ…

ଡାକ୍ତର,ନର୍ସଙ୍କ ଅବହେଳାରୁ ଶିଶୁ ମୃତ, ହସ୍ପିଟାଲ ସାମ୍ନାରେ ଧାରଣା

ବାଲେଶର ଅଫିସ,୧୧।୧: ବାଲେଶ୍ୱର ସହର ଚିଡ଼ିଆ ପୋଲ ସ୍ଥିତ ଦୁର୍ଗା ନର୍ସିଂହୋମରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଶିଶୁ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ମୃତ ଶିଶୁ କନ୍ୟାର ପରିବାର ନର୍ସିଂହୋମ ସାମ୍ନାରେ…

ସହରରେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା

ବାଲେଶ୍ୱର ଅଫିସ, ୧୧।୧: ବାଲେଶ୍ୱର ସହରରେ ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ୍‌ ବ୍ୟବସ୍ଥା। ଟ୍ରାଫିକ୍‌ ନିୟମ ଠିକ୍‌ ଭାବେ ପାଳନ ହେଉ ନ ଥିବା ବେଳେ ବେଆଇନ ପାର୍କିଂ ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଆମ୍ବୁଲାନ୍ସଠାରୁ ବିଭିନ୍ନ ଜରୁରୀସେବାରେ ବିଳମ୍ବ ହେଉଛି।…

ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ତଦନ୍ତ ପରେ ଅଙ୍ଗନୱାଡ଼ି ସହାୟିକାଙ୍କୁ ବହିଷ୍କାର

ରୂପସା,୧୦।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା-୧ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକା ବୀଣାପାଣି ପ୍ରଧାନଙ୍କୁ ଉପଜିଲାପାଳଙ୍କ ପତ୍ର ସଂଖ୍ୟା ୧/ଏସ୍‌ଏସ୍‌ଡବ୍ଲ୍ୟୁ/୩.୧.୨୩ ଅନୁଯାୟୀ କାର୍ଯ୍ୟରୁ ବହିଷ୍କାର (ଅନ୍ତର) କରାଯାଇଛି। ଏ ସମ୍ପର୍କରେ ବସ୍ତା ସିଡିପିଓଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା…

ଆସ୍ଥାନ ଜମେଇଲେଣି ନାଗା ସନ୍ନ୍ୟାସୀ

ଭୋଗରାଇ, ୧୦।୧(ଡି.ଏନ.ଏ.): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପରେ ଏବେଠୁ ଜମିଉଠିଛି ସାଗରମେଳା। ଏହି ମେଳାକୁ ଲକ୍ଷାଧିକ ପୁଣ୍ୟାର୍ଥୀ ଆଗମନରେ ସୂଚନା ମିଳିବା ପରେ ପ୍ରଶାସନ ତପତ୍ର ହୋଇପଡ଼ିଛି। କୋଲକାତା ଗଙ୍ଗା ନଦୀ ବାବୁଘାଟ, ଧର୍ମତଳା, ସିଆଲଦାଠାରେ ଗଙ୍ଗାସାଗରକୁ ଆଗତ…

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ: ଉଠାଦୋକାନୀ ସଂଘ ପକ୍ଷରୁ ବିରୋଧ

ବାଲେଶ୍ୱର ଅଫିସ, ୯।୧: ବାଲେଶ୍ୱର ସହରର ମୁଖ୍ୟ ରାସ୍ତା ବିବେକାନନ୍ଦ ରୋଡ୍‌ର ସିନେମା ଛକଠାରୁ ପାଣି ଟାଙ୍କି ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠାଦୋକାନୀ ଓ ଜବରଦଖଲକାରୀଙ୍କୁ ସୋମବାର ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସିନେମା ଛକଠାରୁ ଉଚ୍ଛେଦ ପ୍ରକ୍ରିୟା…

ଭତ୍ତା ଟଙ୍କା ପାଇଁ ମା’ଙ୍କୁ ହତ୍ୟା କଲା ପୁଅ

ଲଙ୍ଗଳେଶ୍ୱର/ବସ୍ତା, ୯।୧(ଡି.ଏନ.ଏ.): ଭତ୍ତା ଟଙ୍କା ନ ଦେବାରୁ ୭୫ ବର୍ଷୀୟା ବୃଦ୍ଧା ମା’ଙ୍କୁ କଟୁରୀରେ ହାଣି ହତ୍ୟା କରିଛନ୍ତି ବଡ ପୁଅ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ସାର୍ଥା ଗ୍ରାମରେ। ମୃତ ବୃଦ୍ଧା ହେଉଛନ୍ତି…

ଟଙ୍କା ଅଛି,କାମ ହେଉନି

ବାଲେଶ୍ୱର ଅଫିସ,୯।୧: ବାଲେଶ୍ୱର ପୌରାଞ୍ଚଳରେ ଗତ ୯ମାସ ପୂର୍ବେ କାଉନସିଲର ଏବଂ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହୋଇଥିଲା। ୩୧ଟି ୱାଡର୍ର୍ ବିଶିଷ୍ଟ ଏହି ପୌରାଞ୍ଚଳରେ ବିଜେଡି ପ୍ରାର୍ଥତ୍ନୀ ସବିତା ସାହୁ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ସହ ୨୧ଜଣ କାଉନ୍‌ସିଲର…

ଡ୍ରୋନ୍‌ ସହାୟତାରେ ବିଦ୍ୟୁତ୍‌ ମିଟର ରିଡିଂ

ସୋର,୯ା୧(ଡି.ଏନ୍‌.ଏ): ଟିପିଏନ୍‌ଓଡିଏଲ ପକ୍ଷରୁ ସୋର ବିଦ୍ୟୁତ୍‌ ସବ୍‌ଡିଭିଜନ ଅନ୍ତର୍ଗତ ମଙ୍ଗଳପୁର ଶ୍ରୀନିବାସ କଲେଜ ପଡ଼ିଆଠାରେ ପ୍ରଥମ କରି ବିଦ୍ୟୁତ୍‌ ମିଟର ରିଡ଼ିଂ ପାଇଁ ପରୀକ୍ଷାମୂଳକ ଭାବେ ଡ୍ରୋନ୍‌ ଉଡ଼ାନ କରାଯାଇଛି। ୧୦ କି.ମି. ପରିଧି ମଧ୍ୟରେ ମିଟର ରିଡିଙ୍ଗ କରିବା ସହିତ…

ଆଜିଠୁ ଗଙ୍ଗାସାଗର ମେଳା

ଭୋଗରାଇ, ୮।୧(ଡି.ଏନ.ଏ.): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପର ଗଙ୍ଗାସାଗର ମେଳା ରବିବାରଠାରୁ ସରକାରୀ ଭାବେ ଶୁଭାରମ୍ଭ ହେବ। କୋଭିଡ୍‌ ସଂକ୍ରମଣକୁ ସତର୍କ ଦୃ୍‌ଷ୍ଟିରେ ରଖି ଏହି ପ୍ରସିଦ୍ଧ ମେଳାରେ ବ୍ୟାପକ ସାନିଟାଇଜେଶନ୍‌ କରାଯିବା ସହିତ ମେଳାକୁ ତୀର୍ଥଯାତ୍ରୀଙ୍କ ସକାଶେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?