ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ଦିବ୍ୟାଂଶୀ
ବାଲେଶ୍ୱର ଅଫିସ, ୧୮।୧୨: ବାଲେଶ୍ୱର ସହର ଫକୀରମୋହନ ନଗରରେ ବସବାସ କରୁଥିବା ଇଂ. ସନ୍ତୋଷ କୁମାର ଆଚାର୍ଯ୍ୟ ଓ ପ୍ରିୟମ୍ବଦା ମହାପାତ୍ରଙ୍କ କନ୍ୟା ଦିବ୍ୟାଂଶୀ ୨ବର୍ଷ ୫ମାସର ହୋଇଥିବା ବେଳେ ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛନ୍ତି। ସେ ଶରୀରର…
ପାଚିକା ଚୟନରେ ଅନିୟମିତତା ଅଭିଯୋଗ
ରୂପସା, ୧୭।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା-୧ ଅଙ୍ଗନୱାଡ଼ି କେନ୍ଦ୍ରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ପାଚିକା ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଅଭିଭାବକ ଓ ଗ୍ରାମବାସୀ ହୂରମାତୁନ ବିବି, ହମିରା ବିବି, ରେଶମା ବିବି,…
ଭିକ୍ଷାବୃତ୍ତି ଛାଡ଼ିଲେ, ବିଧାୟକଙ୍କ ଗାଡ଼ିରେ ସ୍କୁଲ ଆସିଲେ
ଖଇରା,୧୭।୧୨(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ତୁଡିଗଡିଆ ତେନ୍ତୁଳିଆପଡା ଗ୍ରାମର ଏକ ପରିତ୍ୟକ୍ତ ଘରେ ଭିକ୍ଷାବୃତ୍ତି କରୁଥିବା ଚନ୍ଦନ ଶବରଙ୍କ ନାବାଳକ ପିଲାମାନେ ଶୁକ୍ରବାରଠାରୁ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।ତାଙ୍କର ୩ ପୁଅ ପପୁ ଶବର(୬) ବିଷ୍ଣୁ ଶବର(୫) ଅଭି…
ଟିଟାନସ୍ ବଦଳରେ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ: ହସ୍ପିଟାଲରେ ଉତ୍ତେଜନା
ନୀଳଗିରି,୧୬ା୧୨(ସ୍ବ.ପ୍ର.): ଟିଟାନସ୍ ଇଞ୍ଜେକ୍ସନ ବଦଳରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବା ନେଇ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର ଗ୍ରାମର ଗଣେଶ୍ୱର ସେଠୀ(୪୫)ଙ୍କ ୧୨ ବର୍ଷର…
ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ, ୫ ହଜାର ୫୦୦ କି.ମି. ଦୂରରେ କରିବ ଲକ୍ଷ୍ୟଭେଦ
ବାଲେଶ୍ୱର ଅଫିସ,୧୫।୧୨: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଗୁରୁବାର ସା ୫ଟା ୫୦ ମିନିଟ୍ ସମୟରେ ଧାମରା ଏପିଜେ ଅବୁଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି । ଏହି ମିଶାଇଲକୁ ଡିଆରଡିଓ…
ଦନ୍ତ ଚିକିତ୍ସକ କରୁଛନ୍ତି ସାଧାରଣ ରୋଗ ଚିକିତ୍ସା
ବାହାନଗା,୧୪ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକନ୍ଦ୍ରରେ ବିଚିତ୍ର ନୀତି ଦେଖିବାକୁ ମିଳିଛି। ୨ମାସ ତଳେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜଣେ ଦନ୍ତ ଚିକିତ୍ସକ ସାଧାରଣ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସରକାରଙ୍କ ପକ୍ଷରୁ ଦାନ୍ତ…
ଚଞ୍ଚକତା କରି ସଂଘ ଟଙ୍କା ହଡ଼ପ
ବାଲେଶ୍ୱର ଅଫିସ,୧୩।୧୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ଆର୍ମଳା ପଞ୍ଚାୟତର ବାବା ଆର୍ତ୍ତେଶ୍ୱର ସ୍ବୟଂ ସହାୟକ ସଂଘ (ଏସ୍ଏଚ୍ଜି)ର ସଭାପତି ଓ ସମ୍ପାଦିକା ସଂଘ ନାମରେ ବିଭିନ୍ନ ପ୍ରକଳ୍ପ ଆଣି ସଦସ୍ୟାଙ୍କୁ ନ ଜଣାଇ ମନମୁଖୀ କାର୍ଯ୍ୟ କରିବା ସହ…
ନବୀକରଣ ଲାଗି ଖର୍ଚ୍ଚ ହେବ ୨.୫ କୋଟି
ଜଳେଶ୍ୱର, ୧୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱରର ନୂତନ ରେଳଷ୍ଟେଶନ ନିର୍ମାଣ ହେବା ପୂର୍ବରୁ ଏବେ ପୁରୁଣା ଷ୍ଟେଶନର ନବୀକରଣ ଆରମ୍ଭ ହୋଇଛି। ଏଥିରେ ମୋଟ ୨.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି। କିନ୍ତୁ ଏହାର ନବୀକରଣ…
ଅମଳ ହୋଇନି ଶତାଧିକ ଏକର ଜମିର ଧାନ
ଜଳେଶ୍ୱର,୧୨ା୧୨(ଡି.ଏନ.ଏ.): ଚଳିତ ଖରିଫ ଋତୁରେ ପ୍ରତିକୂଳ ପାଗ ସତ୍ତ୍ୱେ ବାଲେଶ୍ୱର ଜିଲ ଜଳେଶ୍ୱର ବ୍ଲକର ଚାଷୀମାନେ ଖରିଫ ଧାନଚାଷ ରୁଆପୋତା କରିଥିଲେ। କିନ୍ତୁ ଚକଡାପୋକର ପ୍ରାଦୁର୍ଭାବ ଯୋଗୁ ଅମଳ ବେଳକୁ ଶତାଧିକ ଏକର ଜମିର ଚାଷ ନଷ୍ଟ ହୋଇଛି। କେଣ୍ଡାରେ ଗୋଟିଏ…
ନାବାଳିକାଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ, ବନ୍ଧାହେଲେ ଯୁବକ
ସୋର, ୧୧ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳର ନାବାଳିକାଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ କରି ଅପହରଣ ଅଭିଯୋଗରେ ଖୋର୍ଦ୍ଧା ଜିଲା ଆୟତପୁର ଗ୍ରାମର ଜଣେ ଯୁବକଙ୍କୁ ସୋର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଆୟତପୁର ଗ୍ରାମର ପ୍ରଶାନ୍ତ ନାୟକ ଉକ୍ତ…
‘ସ୍ଥାଣୁ ପାଲଟିଛି ବାଲେଶ୍ୱର ପୌରପାଳିକା’
ବାଲେଶ୍ୱର ଅଫିସ, ୧୦।୧୨: ଦୀର୍ଘ ୮ ମାସ ହେଲା ପୌର ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ବାଲେଶ୍ୱର ସହରରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ। ବାଲେଶ୍ୱର ପୌରପାଳିକାର ସ୍ଥାଣୁତାକୁ ନେଇ ଭାଜପାର ନଗର ଶାଖା ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ…
ଦଲାଲଙ୍କୁ ଧାନ ବିକି ଋଣ ଶୁଝୁଛନ୍ତି ଚାଷୀ
ଜଳେଶ୍ୱର, ୮ା୧୨(ଡି.ଏନ.ଏ.): ଉତ୍ତର ବାଲେଶ୍ୱରର ଭାତହାଣ୍ଡି କୁହାଯାଉଥିବା ଜଳେଶ୍ୱରର ପ୍ରାୟ ୪୦ଭାଗ ଜମିର ଧାନ ଅମଳ ସରିଲାଣି। କିନ୍ତୁ ଧାନମଣ୍ଡି ଖୋଲା ଯାଇ ନ ଥିବାରୁ ଚାଷୀମାନେ ଧାନର ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି । ଉପାନ୍ତ ଅଞ୍ଚଳରେ ପ୍ରତିଗାଁରେ ପଶ୍ଚିମବଙ୍ଗର…
Archives


