ବଲାଙ୍ଗୀର

ଡାକ୍ତର ଅନୁପସ୍ଥିତିକୁ ନେଇ ଉଦ୍‌ବେଗ

ବଲାଙ୍ଗୀର ଅଫିସ, ୧ା୫: ବଲାଙ୍ଗୀର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ସଭାପତି ଇଂ. ବେଲାର ସିଂଭୋଇଙ୍କ ସଭାପତିତ୍ୱରେ ରବିବାର ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। କମିଟି ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ ବିଭିନ୍ନ ପ୍ରସ୍ତାବ ଆଗତ...

ଦୁର୍ଘଟଣାରେ ଦମ୍ପତି ମୃତ

ଲାଠୋର, ୨୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ଥାନା ଅଧୀନ ଗଇନ୍ଦିମାଲ ନିକଟ ଲାନ୍ଥନଦୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଇନ୍ଦିମାଲ ଅଶୋକ ମଝି(୨୬) ଓ ତାଙ୍କ ସ୍ତ୍ରୀ ଲଳିତା ମଝି(୨୩) l ଲଳିତା...

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ୨ ଗୁରୁତର

ଟିଟିଲାଗଡ଼, ୨୮।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନା ୟୁନିଟ ୩ରେ ଶୁକ୍ରବାର ବିସ୍ଫୋରଣ ହୋଇଛି । ୨ କର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର କର୍ମଚାରୀ ହେଲେ ସରୋଜ ପଣ୍ଡା ଓ ଗୌତମ ମହାନନ୍ଦ । ସେମାନଙ୍କୁ...

ଚେର ଲମ୍ବିଛି, ତଦନ୍ତ ଶିଥିଳ

ବଲାଙ୍ଗୀର ଅଫିସ,୨୪ା୪: ବହୁଚର୍ଚ୍ଚିତ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ପର୍ଦ୍ଦାଫାଶକୁ ଏକମାସ ବିତିଛି। ପୋଲିସ ତନାଘନାରୁ ଆରମ୍ଭ ହୋଇଥିବା ଏହି ମାମଲାର ତଦନ୍ତ ଦାୟିତ୍ୱ ପରେ କ୍ରାଇମ୍‌ବ୍ରାଞ୍ଚ ନେଇଛି। ଲୋକେ ଆଶା କରୁଥିଲେ ଯେ, ଜାଲ୍‌ ସାର୍ଟିଫିକେଟ ମାମଲାର ଚେରକୁ କ୍ରାଇମ୍‌ବ୍ରାଞ୍ଚ...

ଘରେ ପଡ଼ିଛି ବୃଦ୍ଧଙ୍କ ମୃତଦେହ

ବେଲପଡା, ୨୩।୪: (ଡି.ଏନ.ଏ.) ବଲାଙ୍ଗୀର ଜିଲା ବେଲପଡା ବ୍ଳକ ନୁନହାଡ଼ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି କଲୋନୀ ପଡାର ଜଣେ ବୃଦ୍ଧଙ୍କ ମୃତଦେହ ୩୬ଘଣ୍ଟାରୁ ଉଦ୍ଧର୍‌ବ ସମୟ ହେଲା ତାଙ୍କ ଘରେ ପଡିରହିଛି। ହେଲେ ବୃଦ୍ଧଙ୍କ ପୁଅ ଓ ପରିବାର ଲୋକେ...

ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ

ଲୋଇସିଂହା,୨୦।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଯୋଗୀସର୍ଡ଼ା ଗ୍ରାମର ଏକ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ ଗୁରୁବାର ଜବତ କରିଛି। ମୃତଦେହ ୩ ରୁ ୪ ଦିନର ହେବ ବୋଲି ଜଣାପଡିଛି। ଅଂଶୁଘାତ...

ପାୟଲଙ୍କ ରଙ୍ଗତୂଳୀ ସ୍ପର୍ଶରେ ତରଳିଗଲେ ଅନୁ

ବଲାଙ୍ଗୀର ଅଫିସ, ୨୦ା୪: ବଲାଙ୍ଗୀର ଜିଲା ଗସ୍ତର ଦ୍ୱିତୀୟ ଦିନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୁଧବାର ସକାଳେ ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନ ଶିଶୁ...

ବଲାଙ୍ଗୀରରେ ବନ୍ଦ ପାଳନ

ବଲାଙ୍ଗୀର ଅଫିସ,୧୯ା୪: ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର ସାମ୍ପ୍ରଦାୟିକ ଗଣ୍ଡଗୋଳ ଘଟଣା...

ପାଣି ପାଇଁ ହଇରାଣ ଅନ୍ତେବାସୀ

ଲାଠୋର, ୧୮ା୪(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ସରକାରୀ ନୂତନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଫଳରେ ଏଠାରେ ଥିବା ଛାତ୍ରୀଛାତ୍ର...

ଖପ୍ରାଖୋଲରେ ଆଇଆଇଏମ୍‌ଏର ଛାତ୍ରୀ

ଖପ୍ରାଖୋଲ,୧୭ା୪(ଡି.ଏନ.ଏ.): ବର୍ତ୍ତମାନ ସମୟରେ କୃଷି ଉପରେ ପାଣିପାଗ ପରିବର୍ତ୍ତନର ଅନେକ ପ୍ରଭାବ ପଡ଼ୁଥିବା ବେଳେ ଚାଷୀ କିପରି ଏହାର ସାମ୍ନା କରୁଛି ସେ ନେଇ ଆଇଆଇଏମଏର ଗବେଷଣା କରୁଥିବା ତିନି ଜଣ ଛାତ୍ରୀ ଖପ୍ରାଖୋଲରେ କେତେଜଣ ଚାଷୀଙ୍କୁ ଭେଟି ଆଲୋଚନା...

ବଲାଙ୍ଗୀରରୁ ଫେରିଗଲେ କ୍ରାଇମ୍‌ବ୍ରାଞ୍ଚ ଟିମ

ବଲାଙ୍ଗୀର ଅଫିସ,୧୭ା୪: ବହୁଚର୍ଚ୍ଚିତ ଜାଲ୍‌ ସାର୍ଟିଫିକେଟ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ୧୫ ଦିନର ତଦନ୍ତ ପରେ ବଲାଙ୍ଗୀରରୁ କ୍ୟାମ୍ପ ଉଠାଇ ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ରବିବାର ସକାଳେ କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଟିମ୍‌ ଶନିବାର ବିଳମ୍ବିତ...

ଡ୍ରେନ୍‌ ନିର୍ମାଣକୁ ବିରୋଧ

ଲୋଇସିଂହା,୧୬।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଜନ ପକ୍ଷରୁ ଲୋଇସିଂହା ବ୍ଲକ ବୁର୍ଡା ଜାତୀୟ ରାଜପଥ ୨୬ରୁ ଆଗଲପୁର ବ୍ଲକ ନଅଗାଁ(ଖ) ଭାୟା ବଡଟିକା ପର୍ଯ୍ୟନ୍ତ ୭.୪୩୦ କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ରାସ୍ତାରେ ସାମିଲ କରାଯାଇଛି। ୮ ସେପ୍ଟେମ୍ବର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri