ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ
ବଲାଙ୍ଗୀର ଅଫିସ,୨୧।୪: ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବୁଧବାର କରୋନା ଆକ୍ରାନ୍ତ ହୋଇଛନ୍ତି। ବଲାଙ୍ଗୀର ସ୍ଥିତ ବାସଭବନରେ ବିଧାୟକ ମିଶ୍ର କରୋନା ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ ଆସିଥିଲା। କୌଣସି ଲକ୍ଷଣ ନ ଥିଲେ...
ତୋଟାକୁ ଆମ୍ବ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା
ଲୋଇସିଂହା,୨୧।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଦରଲ୍ଲୀପାଲି ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିରଞ୍ଚି ସାହୁ। ସୂଚନାଯୋଗ୍ୟ, ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ଦରଲ୍ଲୀପାଲି ଗାଁର ବିରଞ୍ଚି ବୁଧବାର ଭୋର୍ରୁ ନିଜ ତୋଟାକୁ...
ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ
ବଲାଙ୍ଗୀର ଅଫିସ,୨୧।୪: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ବୁଧବାର ପୂର୍ବାହ୍ନରେ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ସେ ହେଲିକପ୍ଟର ଯୋଗେ ମନୋହରପୁର ପୋଲିସ ପଡ଼ିଆ ହେଲିପ୍ୟାଡରେ ପହଞ୍ଚି ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଜିଲାର କୋଭିଡ୍ ପରିସ୍ଥିତି ଓ...
ମ୍ୟୁନିସିପାଲଟି ଅଧିକାରୀଙ୍କ ମାଡ଼ରେ ପରିବା ବିକାଳି ବେହୋସ୍, ଉତ୍ତେଜନା
ବଲାଙ୍ଗୀର ଅଫିସ, ୧୯ା୪: ବଲାଙ୍ଗୀର ସହରର ରାସ୍ତାକଡ଼ ପନିପରିବା ବିକାଳିଙ୍କୁ ସୋମବାର ସକାଳୁ ମ୍ୟୁନିସିପାଲଟି ଅଫିସର ଜଣେ ଅଧିକାରୀ ମାଡ଼ ମାରିଥିଲେ। ଏଥିରେ ଜଣେ ପରିବା ବିକାଳି ବେହୋସ୍ ହୋଇଯାଇଥିଲା ବେଳେ ଅନ୍ୟ ୪ଜଣ ମାଡ଼ ଖାଇବା ଜଣାପଡ଼ିଛି। ତେବେ...
କାର୍ରେ ରୋଗୀଙ୍କୁ ଦିଆଯାଉଛି ଅକ୍ସିଜେନ
ବଲାଙ୍ଗୀର ଅଫିସ, ୧୮ା୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜରୁରିକାଳୀନ ଚିକିତ୍ସା ସେବା ବିଗିଡିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ହସ୍ପିିଟାଲକୁ ଆସୁଥିବା ରୋଗୀଙ୍କ ଚିକିତ୍ସା...
ଡ୍ୟାମ୍ରେ ମରିକି ପଡିଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ମାଛ
ଖପ୍ରାଖୋଲ,୧୬।୪: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଅପର ସୁକତେଲ ଡ୍ୟାମରେ ପ୍ରାୟ ୫ ଦିନ ହେଲା ମାଛ ମଡ଼କ ଦେଖିବାକୁ ମିଳିଛି। ଡ୍ୟାମରେ କୁଇଣ୍ଟାଲ କୁଇଣ୍ଟାଲ ମଲା ମାଛ ଭାସୁଥିବା ବେଳେ କାଉ, ବଗ ଖାଉଥିବା ଦେଖିବାକୁ ମିଳିଛି।...
ହୋଟେଲରେ ବସି ଖାଇ ପାରିବେନି ଗ୍ରାହକ
ଟିଟିଲାଗଡ଼, ୧୨।୪: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ ମଙ୍ଗଳବାରଠାରୁ ଉପଖଣ୍ଡରେ ଥିବା ଜଳଖିଆ ଦୋକାନ, ରେଷ୍ଟୁରାଣ୍ଟ ଓ ହୋଟେଲରେ ବସିକି ଖାଇପାରିବେ ନାହିଁ ଗ୍ରାହକ। ଏହାବଦଳରେ ଦୋକାନୀଙ୍କୁ ଖାଦ୍ୟ ପାର୍ସଲ ଦେବାକୁ ନିର୍ଦ୍ଦେଶ...
ଦାଦନ ଶ୍ରମିକଙ୍କୁ ନିସ୍ତୁକ ମାଡ଼
ବଲାଙ୍ଗୀର ଅଫିସ, ୮ା୪: ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଦାଦନ ଶ୍ରମିକଙ୍କ ନିର୍ଯାତନା ଥମୁନାହିଁ। ରାଜ୍ୟ ବାହାରେ ଇଟାଭାଟିରେ କାମ କରିବାକୁ ଯାଇଥିବା ଦୁଇଜଣ ଦାଦନ ଶ୍ରମିକଙ୍କୁ ଦାଦନ ସର୍ଦ୍ଦାର ଏକ ପାଇପ ଯୋଗେ ନିସ୍ତୁକ ମାଡ଼ ମାରୁଥିବା ଓ...
ବ୍ୟାଙ୍କ ସମ୍ମୁଖରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଝାମ୍ପିନେଲେ
ଟିଟିଲାଗଡ଼,୭।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ବ୍ୟାଙ୍କ ସମ୍ମୁଖରୁ ବୁଧବାର ପୂର୍ବାହ୍ନରେ ୧,୫୯,୫୦୦ ଟଙ୍କା ଝାମ୍ପି ନେଇଛନ୍ତି ଲୁଟେରା। ଟିଟିଲାଗଡ଼ ବାସିନ୍ଦା ପ୍ରଦୀପ୍ତ ଜେନା ଟଙ୍କା ବ୍ୟାଗ୍ ଧରି ସ୍ବି ବଜାର ବ୍ରାଞ୍ଚକୁ ଜମା କରିବାକୁ ଯାଉଥିବା ସମୟରେ ଜଣେ ଯୁବକ...
ବଲାଙ୍ଗୀର ମ୍ୟୁନିସିପାଲଟି ରାସ୍ତାରେ ଡ୍ରେନ୍ ପାଣି: ଜିଲାପାଳ ଦୃଷ୍ଟି ଦେବାକୁ ଦାବି
ବଲାଙ୍ଗୀର ଅଫିସ, ୫।୪: ବଲାଙ୍ଗୀର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୮ ତୁଲସୀନଗର ପଡ଼ାରେ ଏକ ଡ୍ରେନ ନିର୍ମାଣ କାମ ଅଧା ପଡ଼ିଥିବାରୁ ରାସ୍ତା ଉପରେ ଡ୍ରେନ ପାଣି ସୁଅ ଛୁଟୁଛି । ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ...
୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ
ଟିଟିଲାଗଡ଼,(ଡି.ଏନ୍.ଏ.)୫।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ସ୍ଥାୟୀ ପ୍ରତିକାର ଦାବିରେ ଟିଟିଲାଗଡ଼ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସୋମବାର ସହରର ସମସ୍ତ...
ସ୍ତ୍ରୀଙ୍କୁ ସବୁଦିନ ପାଇଁ ଛାଡ଼ିି ଆରପାରିକୁ ଚାଲିଗଲେ ନବବିବାହିତ ସ୍ବାମୀ
ବଲାଙ୍ଗୀର ଅଫିସ,୩୦।୩: କାଳ ହେଲା ହୋଲି। ନବ ବିବାହିତା ସ୍ତ୍ରୀଙ୍କୁ ସବୁଦିନ ପାଇଁ ଏକାକରି ଆରପାରି ଚାଲିଗଲେ ସ୍ବାମୀ। ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲାରେ। ବଲାଙ୍ଗୀର ସିଭିଲ କୋର୍ଟରେ କିରାଣି ଭାବେ କାର୍ଯ୍ୟରତ ଥିବା ବଲାଙ୍ଗୀର...