ଅନ୍ଲାଇନରେ ଚାକିରି ଖୋଜି ହରାଇଲେ ୩ ଲକ୍ଷ
ଅନୁଗୋଳ ଅଫିସ, ୨୨।୬ – ଅନୁଗୋଳ ଜିଲାରେ ସାଇବର ଅପରାଧୀମାନେ ଦିନକୁ ଦିନ ଅଧିକ ସକ୍ରିୟ ହେଉଛନ୍ତି। ଜଣେ ଯୁବତୀ ଅନ୍ଲାଇନ୍ରେ ଚାକିରି ଖୋଜିବା ବେଳେ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଚଳୁ ହୋଇଯାଇଛି। ଏ ନେଇ…
ମୁଖ୍ୟ ଡାକଘର ସମ୍ମୁଖରେ ଗଣବିକ୍ଷୋଭ
ଅନୁଗୋଳ ଅଫିସ/ ଛେଣ୍ଡିପଦା,୨୨।୬ – ଅନୁଗୋଳ ନଗର କଂଗ୍ରେସ ଓ ବ୍ଲକ କଂଗ୍ରେସ ନେତୃତ୍ୱରେ ମଙ୍ଗଳବାର ଜିଲା ମୁଖ୍ୟ ଡାକଘର ସମ୍ମୁଖରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ପଶି କେନ୍ଦ୍ରୀୟ ପୋଲିସ ଯେପରି ଭାବେ କଂଗ୍ରେସ କର୍ମୀଙ୍କ ଉପରେ…
ବର୍ଷା ପରେ ପଶିଲା ବୁଦ୍ଧି
ଅନୁଗୋଳ ଅଫିସ, ୨୨।୬ – ମୌସୁମୀ ବର୍ଷା ଆରମ୍ଭରୁ ଅନୁଗୋଳ ସହରରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଜାଗା ସହ ପୌରାଞ୍ଚଳର ୨୩ଟି ଓ୍ବାର୍ଡରେ ଥିବା ଡ୍ରେନ୍ର ବହୁ ଅଂଶ ଜବରଦଖଲ କରାଯାଇଥିବାରୁ ଏପରି ଅସୁବିଧା ଦେଖାଦେଇଛି। ଜବରଦଖଲକାରୀମାନେ…
ଜମିକୁ ମାଡ଼ିବ ଜଳ
ବଇଣ୍ଡା,୨୧।୬(ଡି.ଏନ.ଏ.) ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇ ନ ଥିଲେ ମଧ୍ୟ ଚାଷ ଜମିକୁ ମାଡ଼ୁଥିଲା ଝରଣା ପାଣି। ନିର୍ମାଣ କରାଯାଇଥିବା ୭ କିଲୋମିଟର କେନାଲ ଯୋଗୁ ଶତାଧିକ ଚାଷୀ ଉପକୃତ ହେଉଥିଲେ। ହେଲେ ୨୦୧୧ ଠାରୁ ଏହି କେନାଲ ପ୍ରତି…
ଶିକାରୀ ଫାଶରେ କଲରାପତରିଆ
ଅନୁଗୋଳ ଅଫିସ/ ବନ୍ତଳା,୨୧ା୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ଜୋର୍ଦାର ଚାଲିଛି ବନ୍ୟପ୍ରାଣୀ ଶିକାର। ୨୦୧୮ ନଭେମ୍ବର ୧୪ରେ ଶିକାରୀଙ୍କ ଫାଶରେ ପଡ଼ି ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ସୋମବାର ଏକ କଲରାପତରିଆ…
ଉଚ୍ଛେଦ ହେଲା ଜବରଦଖଲ
ଅନୁଗୋଳ ଅଫିସ,୨୦।୬: ଅନୁଗୋଳ ପୌରାଞ୍ଚଳ ଓ୍ବାର୍ଡ ନଂ. ୧୧ରୁ ରବିବାର ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ ହୋଇଛି। ହାଟଛକଠାରୁ ଖଲାରୀ ଯିବା ରାସ୍ତାରେ ଥିବା ଅଭିରାମ ପରମହଂସ ମଠ ଓ ତା ପରିସରରେ ଜାଗାକୁ ଦଲାଲମାନ ବିକ୍ରି କରିଥିଲେ। ଏ ନେଇ ଅନୁଗୋଳ…
ଅଧାରୁ ଅଧିକ ପଦବୀ ଖାଲି
ଅନୁଗୋଳ ଅଫିସ,୨୦।୬: ଡାକ୍ତର ନିଯୁକ୍ତି କ୍ଷେତ୍ରରେ ଅନୁଗୋଳ ଜିଲାକୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ଜିଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ ଅଧିକ ପଦବୀ ଫାଙ୍କା ପଡ଼ିଥିବାବେଳେ ଗତ ଶନିବାର ରାଜ୍ୟରେ କରାଯାଇଥିବା ଡାକ୍ତର ବଦଳିରେ…
ବର୍ଷା ହେଲେ ବିଚ୍ଛିନ୍ନ
ବଇଣ୍ଡା,୨୦।୬(ଡି.ଏନ.ଏ.): ୨୭ ବର୍ଷ ତଳେ ବାସଧରା ଯୋର ଉପରେ ନିର୍ମାଣ ହୋଇଥିଲା ପୋଲ। ହେଲେ ଏହାର ରକ୍ଷଣାବେକ୍ଷଣ ହେଲାନାହିଁ କି ମରାମତି କରାଗଲା ନାହିଁ। ଫଳରେ ଏହି ପୋଲ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରି କି ପ୍ରତିବର୍ଷ ବର୍ଷା ଦିନେ ଏହି…
ମହିଳାଙ୍କୁ କଚାଡ଼ିଦେଲା ହାତୀ
ଛେଣ୍ଡିପଦା,୧୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ରବିବାର ସକାଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଖଇରବେରେଣୀ ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫)…
ସ୍ପୋର୍ଟସ ଦୋକାନରେ ଟିକେଟ୍ ବିକ୍ରି ଅଭିଯୋଗ ସତ
ଅନୁଗୋଳ ଅଫିସ,୧୮।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତ ୧୨ ତାରିଖରେ ବାରବାଟୀରେ ଖେଳାଯାଇଥିବା ଟି-୨୦ ମ୍ୟାଚ ପାଇଁ ଅନୁଗୋଳ ଜିଲା କ୍ରିକେଟ୍ ଆସୋସିଏଶନ (ଏଡିସିଏ)କୁ ମିଳିଥିବା ଟିକେଟ୍ ମଧ୍ୟରୁ କେତୋଟି ଟିକେଟ୍ ଏକ ସ୍ପୋର୍ଟସ ଦୋକାନରେ ବ୍ଲାକରେ ବିକ୍ରି…
ଶୀଘ୍ର ବାହାରୁ ସମାଧାନ ସୂତ୍ର
ଆଠମଲ୍ଲିକ,୧୮।୬(ଡି.ଏନ.ଏ.) ଆଠମଲ୍ଲିକ-ଧଳପୁର ସେତୁ ଲୋକାର୍ପଣକୁ ଆଠମଲ୍ଲିକବାସୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଦକ୍ଷିଣ ଓଡ଼ିଶା ସହ ମଧ୍ୟ ଓଡ଼ିଶାର ସିଧାସଳଖ ସଂଯୋଗ ସମ୍ଭବ ହେବ। ତେବେ ଏହି ସେତୁର ସଂଯୋଗୀକରଣ ରାସ୍ତାରେ ଥିବା ଲେଭଲକ୍ରସିଂ ନିକଟରେ…
ବାଧୁଛି ବର୍ଦ୍ଧିତ ବିହନ ଦର
ବଇଣ୍ଡା,୧୭ା୬ ଶେଷ ରଜରେ ଓଡ଼ିଶା ଛୁଇଁଛି ମୌସୁମୀ। ଆଗ୍ରହର ସହ ଏହାକୁ ଅପେକ୍ଷା କରିଥିବା ଚାଷୀ ମୁହଁରେ ଫୁଟିଛି ହସ। ଏବେ ବର୍ଷକର ଆହାର ସଂଗ୍ରହ ପାଇଁ କୃଷି କ୍ଷେତ୍ରକୁ ଓହ୍ଲାଇବାକୁ ଚାଷୀ ଚଳାଇଛି ପ୍ରସ୍ତୁତି। ହେଲେ ଚଳିତବର୍ଷ ବିହନ ଦର…

