ମୁଖ୍ୟ ସମସ୍ୟା ମାଟି
ଅନୁଗୋଳ ଅଫିସ, ୨୭।୮: ପାଖେଇ ଆସିଲାଣି ପାର୍ବଣ। ଜୋର୍ ଧରିଲାଣି ମୂର୍ତ୍ତି ଗଢ଼ା। ଦିନରାତି କାର୍ଯ୍ୟରେ ଲାଗିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର କାରିଗର। ହେଲେ ମୁଖ୍ୟ ସମସ୍ୟା କରୁଛି ମାଟି। ନିଖୁଣ କାରିଗରି ପାଇଁ ଭଲ ମାଟି ଜରୁରୀ ହୋଇଥିଲେ…
ସନ୍ତୋଷଜନକ ହେଉନି ଶିକ୍ଷାଦାନ
ବଇଣ୍ଡା,୨୬ା୮ (ଡି.ଏନ.ଏ.): ବିଦ୍ୟାଳୟ ଭିତ୍ତିଭୂମିରେ କରାଯାଇଛି ବଡ଼ ପରିବର୍ତ୍ତନ। ସ୍ମାର୍ଟ ହୋଇଛି ଶିକ୍ଷାନୁଷ୍ଠାନ। ହେଲେ ଶିକ୍ଷାଦାନକୁ ନେଇ ସନ୍ତୁଷ୍ଟ ନୁହନ୍ତି ଛାତ୍ରୀଛାତ୍ର କି ଅଭିଭାବକ। କାରଣ ବିଦ୍ୟାଳୟରେ ନାହାନ୍ତି ପ୍ରଧାନ ଶିକ୍ଷକ, କଳା ଶିକ୍ଷକ ଓ ଖେଳ ଶିକ୍ଷକ। ଦୀର୍ଘଦିନ ହେଲା…
କେଁ ପୂରାଇଛି ଠିକା ସଂସ୍ଥା: ଆବଶ୍ୟକତା ବେଳେ ଉପଲବ୍ଧ ହେଉନି ୧୦୮
ବଇଣ୍ଡା, ୨୫ା୮ : ନିଃଶୁଳ୍କ ହୋଇଥିବାରୁ ୧୦୮ ଆମ୍ବୁଲାନ୍ସ ଉପରେ ବଢ଼ୁଛି ନିର୍ଭରଶୀଳତା। ତତ୍କାଳ ସେବା ମଧ୍ୟ ଦେଉଛି ସନ୍ତୋଷ। ହେଲେ ଅନୁଗୋଳ ଜିଲା କିଶୋରନଗରରେ କେଁ ପୂରାଇଛି ଠିକା ସଂସ୍ଥା। ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହ ସଲାସୁତୁରା କରି କିଶୋରନଗରରେ…
ବେଆଇନ ନିର୍ମାଣ ପାଇଁ ସିଲ୍ ହେଲା ମଲ୍
ଅନୁଗୋଳ ଅଫିସ, ୨୩।୮: ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ନିକଟରୁ ଅନୁଗୋଳ ପୌରପାଳିକାକୁ କ୍ଷମତା ଆସିବା ପରେ ପ୍ରଥମ ଥର ବେଆଇନ୍ ନିର୍ମାଣ ଉପରେ ଚଢ଼ାଇ କରି ସିଲ୍ କରାଯାଉଛି। ଏକ ଶପିଂମଲ୍ ମାଲିକ ସନ୍ତୋଷଜନକ ଦସ୍ତାବିତ୍ ଦେଖାଇ ପାରି ନ…
ଦୀର୍ଘ ବର୍ଷ ହେଲା ଦୟନୀୟ
ଛେଣ୍ଡିପଦା, ୨୩ା୮ (ଡି.ଏନ.ଏ.): ମୂଲକୁ ନ ଗଲେ ମିଳେନି ଦାନା। ସେଥିପାଇଁ ମୁଣ୍ଡ ଉପରେ ଥିବା ଛପରର ହୋଇପାରୁନି ମରାମତି। ବିପଦ ଜାଣି ବି ଭଙ୍ଗା ଦଦରା ଘରେ ନେଉଛନ୍ତି ଆଶ୍ରୟ। ଦୀର୍ଘବର୍ଷ ହେଲା ଜରିପାଲ ତଳେ ଦୟନୀୟ ଅବସ୍ଥାରେ ବିତୁଛି…
ଅବହେଳା ନ କରିବାକୁ ତାଗିଦ
ଅନୁଗୋଳ ଅଫିସ,୨୩ା୮: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ଅନୁଯାୟୀ ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଗତ ୧ ତାରିଖଠାରୁ ଆଧାର ନମ୍ବର ପଞ୍ଜୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଅନୁଗୋଳ ଉପଜିଲାପାଳ ତଥା ନିର୍ବାଚନ…
ରେଙ୍ଗାଳିରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ
କଣିହା,୨୨।୮(ଡି.ଏନ୍.ଏ.): ଅନୁଗୋଳ ରେଙ୍ଗାଳି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ସୋମବାର ଛଡ଼ାଯାଇଛି। ଡ୍ୟାମର କେବଳ ଗୋଟିଏ ଗେଟ (୮ ନଂ.)ଖୋଲା ଯାଇଛି । ୮ ନମ୍ବର ଗେଟ ଦେଇ ବନ୍ୟାଜଳ ତଳମୁଣ୍ଡକୁ ଛଡା ଯାଉଛି। ଡ୍ୟାମର ଜଳ ଧାରଣା କ୍ଷମତା ୧୨୩.୫୦…
ପୁରୁଣାପାଣି ପୋଲରୁ ଉଠିଗଲା କଂକ୍ରିଟ୍
ବଇଣ୍ଡା,୨୨।୮(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣବର୍ଷାର ପ୍ରଭାବ ପଡ଼ିଛି ଅନୁଗୋଳ ଜିଲାରେ। ଜଳସ୍ରୋତରେ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଦେଉଳସାହିରୁ ପୁରୁଣାପାଣି ଗ୍ରାମକୁ ସଂଯୋଗ କରୁଥିବା ପୁରୁଣାପାଣି ପୋଲ ସଂଲଗ୍ନ ରାସ୍ତାରୁ କଂକ୍ରିଟ୍ ଉଠିଯାଇଛି। ସ୍ଥିତି ଏପରି ହୋଇଛି ଯେ, ଯାନବାହନ ଚଳାଚଳ…
ରେଙ୍ଗାଳି ଡ୍ୟାମ୍ରେ ଜଳସ୍ତର ବୃଦ୍ଧି
କଣିହାଁ,୨୨।୮ (ଡି.ଏନ.ଏ.): ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୪ ମିଟର। ଖବରଲେଖା ସୁଦ୍ଧା ପାଣି ୧୨୦ ମିଟର ପାର୍ କରିଛି। ୧୨୧…
ପାଣି ଘେରରେ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟ
ଛେଣ୍ଡିପଦା,୨୧।୮(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକରେ ଗତ ୨ ଦିନ ମଧ୍ୟରେ ୧୩୩.୧ ମିଲିମିଟର ବର୍ଷା ହେବା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏପରି କି ବାଗଡିଆ ଉଚ୍ଚ ବିଦ୍ୟାଳୟ ୩ ଫୁଟ ପାଣି ଘେରରେ ରହିଛି। ରୋଷେଇ ଘର…
ବ୍ରିଜ୍ରୁ ନଦୀକୁ ଡେଇଁପଡିଲେ ଯୁବତୀ
କଣିହାଁ,୨୦।୮(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ବ୍ରାହ୍ମଣୀ ନଦୀରେ ଥିବା ସମଲ ବ୍ୟାରେଜଠାରେ ଶନିବାର ବ୍ରିଜ୍ ଉପରୁ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ…
ଏମ୍ସିଏଲ୍କୁ ଶୀର୍ଷ ସମ୍ମାନ
ତାଳଚେର, ୨୦ା୮(ନି.ପ୍ର.): ୨୦୨୧-୨୨ ବର୍ଷରେ ଉତ୍ପାଦନ, ଗୁଣବତ୍ତା ଓ ସୁରକ୍ଷା ଶ୍ରେଣୀରେ ମହାନଦୀ କୋଲ୍ଫିଲଡସ୍ ଲିମିଟେଡ (ଏମ୍ସିଏଲ୍) ପ୍ରଥମ ପୁରସ୍କାର ହାସଲ କରି କୋଇଲା ମନ୍ତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛି। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା…

