ଅନୁଗୋଳ

୨ ନାଲ୍‌କୋ ଅଧିକାରୀଙ୍କ ପଦୋନ୍ନତି

ବଅଁରପାଳ,୯ା୯(ଡି.ଏନ.ଏ.)- ନାଲ୍‌କୋ ସିପିପି ପ୍ଲାଣ୍ଟରେ କାର୍ଯ୍ୟରତ ୨ ଅଧିକାରୀଙ୍କ ପଦୋନ୍ନତି ହୋଇଥିବା ଜଣାପଡିଛି। ନାଲ୍‌କୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ପଦୋନ୍ନତି ଦିଆଯାଇଛି। ନାଲକୋ ସିପିପି ଅପରେଶନ ଓ ମେକାନିକାଲ ବିଭାଗର ଡିଜିଏମ ତଥା ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ସରୋଜ ମିଶ୍ରଙ୍କୁ ସ୍ଥାୟୀ…

ବଧୂହତ୍ୟା ଅଭିଯୋଗ: ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ

ଅନୁଗୋଳ ଅଫିସ, ୯।୯: ଅନୁଗୋଳ ଜିଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ହୋଇଛି। ଏ ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନିଶା ଥାନା ଅନ୍ତର୍ଗତ କଙ୍କରେଇ ଅଞ୍ଚଳର ବାନାମ୍ବର ବାରିକଙ୍କ ଝିଅ…

ଖସିପଡ଼ି ଠିକା ଶ୍ରମିକ ଗୁରୁତର, କଟକ ସ୍ଥାନାନ୍ତର

ବଅଁରପାଳ,୯।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ପ୍ଲାଣ୍ଟ ପରିସରରେ ସୋମବାର ସକାଳେ ଜଣେ ଠିକାଶ୍ରମିକ ଖସିପଡ଼ି ଗୁରୁତର ହୋଇଛନ୍ତି। ଶ୍ରମିକ ଜଣକ ହେଲେ ସୁଜିତ୍‌ ବେହେରା। ସେ ଶ୍ରମିକ ପ୍ଲାଣ୍ଟର ଏକ ସେଡ୍‌ରେ କାମ କରୁଥିବା ବେଳେ ପ୍ରାୟ ୧୨ ମିଟର…

ବନ୍ତଳା, ମାଧପୁରରେ ଭୁଶୁଡ଼ିଲା ଘର

ବନ୍ତଳା/ମାଧପୁର, ୯।୯(ଡି.ଏନ.ଏ.) ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଢିପସାହିରେ ରଞ୍ଜନ ମୁଖୀଙ୍କ ଘର ଭାଙ୍ଗିଯାଇଛି। ଫଳରେ ତାଙ୍କ ପରିବାରର ୩ ଜଣ ଆହତ ହୋଇଛନ୍ତି। ରଞ୍ଜନ ମୁଖୀ (୪୮), ସ୍ତ୍ରୀ ଦିଲ୍ଲୀ ମୁଖୀ(୪୫), ପଦ୍ମିନୀ ମୁଖୀ(୩୫),…

ଜିଲାରେ ୨୬୪.୬ ମିମି ବର୍ଷା: ରାଜପଥରେ ଆଣ୍ଠୁଏ ପାଣି

ଅନୁଗୋଳ ଅଫିସ, ୯।୯ :ଲଗାଣ ବର୍ଷା ପରେ ରବିବାର ସକାଳୁ ପାଗ ଟିକେ ଶୁଖିଲା ଥିଲା। ଏପରି କି ମଧ୍ୟାହ୍ନ ପର୍ଯ୍ୟନ୍ତ ସହରର ପାଗ ଭଲ ରହିଥିଲା। ହେଲେ ଏହାପରେ ଆରମ୍ଭ ହୋଇଥିଲା ବର୍ଷା। ଗୋଟିଏ ଅସରା ପରେ ଆଉ ଏକ…

ଜୋନାଲ୍‌ସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ: ‘ଆମ ଅଧିକାର ଆମେ ପାଇବୁ’ ଶ୍ରେଷ୍ଠ ବିବେଚିତ

ଅନୁଗୋଳ ଅଫିସ, ୯।୯ : ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜୋନ୍‌ସ୍ତରୀୟ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସେହିପରି ଅନୁଗୋଳ କୋର୍ଟ ପରିସରରେ ପ୍ରାଧିକରଣ ପକ୍ଷରୁ ଜୋନ୍‌ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଓ…

ଆବାସ ଯୋଜନାରେ ଦୁର୍ନୀତି ଘଟଣା: ପ୍ରାଥମିକ ତଦନ୍ତ ପରେ କାଗଜପତ୍ର ଖୋଳତାଡ଼

ଅନୁଗୋଳ ଅଫିସ, ୯।୯: ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତର ଦୁଇଟି ଗାଁରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅନୁଗୋଳ ବିଡିଓ ୪ ଜଣିଆ ଟିମ୍‌ ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ…

ମହାରାଜା ବସ୍‌ ଦୁର୍ଘଟଣାକୁ ୩ ବର୍ଷ: ସମୟ ବିତିଛି, ସୁଧୁରିନି କିଛି

(ମନୋଜ କୁମାର ପ୍ରଧାନ) ମାଧପୁର, ୯ା୯: ଅନୁଗୋଳ ଜିଲା ଆଠମଲ୍ଲିକଠାରେ ଘଟିଥିବା ମହାରାଜା ବସ୍‌ ଦୁର୍ଘଟଣାକୁ ପୂରିଛି ୩ ବର୍ଷ। ୨୦୧୬ ସେପ୍ଟେମ୍ବର ୯ରେ ପୁରୁଣାମାଣତ୍ରୀ ପୋଲ ତଳକୁ ଏହି ବସ୍‌ ଖସି ୧୯ ଜଣଙ୍କ ଜୀବନ ଦୀପ ଲିଭିଯାଇଥିଲା। ବର୍ଷ…

ମହିଳାଙ୍କ ମୃତଦେହ ଉଦ୍ଧାର

ବଇଣ୍ଡା,୮।୯(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ପୋକଣ୍ଡା ଗ୍ରାମର ଏକ ପଣଷ ଗଛରୁ ଝୁଲନ୍ତା ଅବସ୍ଥାରେ ସେହି ଗ୍ରାମର ଶୁଭଦ୍ରା ନାୟକ(୨୭)ଙ୍କ ମୃତଦେହ ରବିବାର ସକାଳେ ଠାକୁରଗଡ଼ ପୋଲିସ ଉଦ୍ଧାର କରିଛି। ପୋଲିସ କହିଛି, ଶୁଭଦ୍ରା ତାଙ୍କ ସ୍ବାମୀଙ୍କ ସହ ଶନିବାର କୌଣସି…

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା ବିତି ଯାଇଥିବାବେଳେ ୪ ନିଖୋଜଙ୍କ ପତ୍ତା ମିଳୁନାହିଁ। ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ସେବା କର୍ମଚାରୀ…

ରେଙ୍ଗାଳି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

କଣିହାଁ,୮।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଙ୍ଗାଳି ଡ୍ୟାମ୍‌ରୁ ରବିବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର ୭ ନଂ ଗେଟ୍‌ ପୂର୍ବାହ୍ନ ୯ଟାରେ ଖୋଲାଯାଇଛି। ଡ୍ୟାମ୍‌ର ଜଳସ୍ତର ୧୨୨.୮୫ ମିଟର ଥିବାବେଳେ ଉପରମୁଣ୍ଡରୁ ୮୪୩.୨୫ ଘନମିଟର ଜଳ ପ୍ରବେଶ କରୁଛି। ଖୋଲାଯାଇଥିବା…

ରାସ୍ତା ଅପେକ୍ଷାରେ ବଡ଼ମୂଳବାସୀ

ଛେଣ୍ଡିପଦା, ୮ା୯(ଡି.ଏନ.ଏ.) – ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଥିଲେ ବି ମିଳୁନି ମୌଳିକ ସୁବିଧା। ବିଭିନ୍ନ ମୁଖ୍ୟ ସ୍ଥାନକୁ ସଂଯୋଗ କରୁଥିବା ଅସ୍ଥାୟୀ ମାଟି ରାସ୍ତା ପାଲଟିଛି ମରଣଯନ୍ତା। ଫଳରେ ଗ୍ରାମରୁ ବାହାରି ମୁଖ୍ୟ ରାସ୍ତାକୁ ବାହାରିବା ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?