ଅନୁଗୋଳ

କାନ୍ଥ ପଡ଼ି ଶ୍ରମିକ ମୃତ

ଛେଣ୍ଡିପଦା,୧୫।୪(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗଡିଆ ଥାନା ଟାଙ୍ଗିରି ପଞ୍ଚାୟତର ନୂଆପଡା ଗ୍ରାମରେ ଘର କାନ୍ଥ ପଡି ଶୁକ୍ରବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନୂଆପଡା ଗ୍ରାମର ବାମନ ବେହେରା। ଘଟଣାରୁ ପ୍ରକାଶ, ନୂଆପଡା ଗ୍ରାମର ଟୁନା ମହାପାତ୍ରଙ୍କ...

ସୁଧୁରିବ ଟ୍ରାଫିକ୍‌ ବ୍ୟବସ୍ଥା, ଉଠିବେ ଉଠା ଦୋକାନୀ

ଅନୁଗୋଳ ଅଫିସ, ୧୫ା୪: ଅନୁଗୋଳ ସହରରେ ପାର୍କିଂ ବ୍ୟବସ୍ଥାକୁ ନେଇ ବାରମ୍ବାର ଆପତ୍ତି ଉଠିବା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ସେହିପରି ଉଠା ଦୋକାନୀଙ୍କ କାରଣରୁ ସହରରେ ଟ୍ରାଫିକ ସମସ୍ୟା ଦେଖାଦେଉଥିବାରୁ ଏଥିରେ ସୁଧାର ଆଣିବାକୁ ଜିଲା ପ୍ରଶାସନ...

୪୨ ଡିଗ୍ରୀ ପାର୍‌କଲା ତାତି: ଲୋକେ ଆଉଟୁପାଉଟୁ

ଅନୁଗୋଳ ଅଫିସ,୧୪ା୪: ଅନୁଗୋଳ ଜିଲାରେ ଗୁରୁବାର ପାରଦ ୪୨ ଡିଗ୍ରୀ ପାର କରିଛି। ଚଳିତବର୍ଷ ଅନୁଗୋଳରେ ଏହା ସର୍ବାଧିକ ତାପମାତ୍ରା ବୋଲି ସୂଚନା ମିଳିଛି। ଫଳରେ ଏପରି ଗ୍ରୀଷ୍ମ ପ୍ରବାହ ଯୋଗୁ ଗରମ ଓ ଗୁଳୁଗୁଳିରେ ଅନୁଗୋଳବାସୀ ଆଉଟୁପାଉଟୁ ହୋଇଛନ୍ତି।...

ସ୍ବତନ୍ତ୍ରତା ବଜାୟ ରଖିଛି ଦଣ୍ଡନୃତ୍ୟ

ବଅଁରପାଳ, ୧୩ା୪ (ଡି.ଏନ.ଏ.): ଅନୁଗୋଳ ଜିଲାରେ ଦଣ୍ଡନୃତ୍ୟ ପରମ୍ପରା ବେଶ୍‌ ପୁରାତନ। ଶୈବ ଧର୍ମ ଉପରେ ଏହା ସମ୍ପୂର୍ଣ୍ଣ ଆଧାରିତ। ଭଗବାନ ଶିବଙ୍କ ଉପାସନା ଏହି ନୃତ୍ୟର ବିଶେଷତ୍ୱ। କଠୋର ସାଧନା ମାଧ୍ୟମରେ ଆହାର, ନିଦ୍ରା ପରିତ୍ୟାଗ କରି ତଥା...

ପୌର ବୈଠକରେ ଆରମ୍ଭରୁ ହୋହଲ୍ଲା

ଅନୁଗୋଳ ଅଫିସ, ୧୩ା୪: ଅନୁଗୋଳ ପୌରପାଳିକାର ଏକ ବୈଠକ ବୁଧବାର ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ତେବେ ବୈଠକ ଆରମ୍ଭରୁ ହୋହଲ୍ଲା ଦେଖିବାକୁ ମିଳିଥିଲା। ବିଶେଷକରି ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ...

ଅଟୋରେ ଆସୁଥିଲେ, ମୋବାଇଲ ଲୁଟୁଥିଲେ

ଅନୁଗୋଳ ଅଫିସ, ୧୦ା୪: ଅନୁଗୋଳ ସାପ୍ତାହିକ ହାଟରୁ ଏକ ମୋବାଇଲ ଚୋରି ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ପୋଲିସ। ଏହି ଗ୍ୟାଙ୍ଗରେ ଥିବା ସ୍ଥାନୀୟ ଅଞ୍ଚଳର ୨ ଜଣ ଓ ପଶ୍ଚିମବଙ୍ଗର ୩ ଜଣଙ୍କୁ ପୋଲିସ ଧରିଥିବା ବେଳେ ସେମାନଙ୍କ...

ଅସ୍ତବ୍ୟସ୍ତ ହେଲା ଅନୁଗୋଳ

ଅନୁଗୋଳ ଅଫିସ, ୧୧ା୪: ପଶ୍ଚିମା ଝଡ଼ ଓ କାଳବୈଶାଖୀ ପ୍ରଭାବ ହ୍ରାସ ପାଇଥିବାରୁ ତାତି ହଠାତ୍‌ ବଢ଼ିଯାଇଛି। ସୋମବାର ଅନୁଗୋଳର ତାପମାତ୍ରା ୩୯.୭ ଡିଗ୍ରୀ ଛୁଇଁଛି। ଏହା ଜିଲାରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ବୋଲି ରେକର୍ଡ କରାଯାଇଛି। ଫଳରେ କିଛିଦିନ...

ସପ୍ତାହକରେ ୬୧ ଲକ୍ଷ ଜରିମାନା

ଅନୁଗୋଳ ଅଫିସ, ୯ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ୍‌ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରିବା ପାଇଁ ଅନୁଗୋଳ ଜିଲାରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଏପ୍ରିଲ ୧ରୁ ୭ ତାରିଖ ଯାଏ...

ଗାଁ ମୁହାଁ ହାତୀପଲ, ନଷ୍ଟକଲେ ଏକର ଏକର ଡାଳୁଅ ଧାନଚାଷ

ମାଧପୁର,୯ା୪(ଡି.ଏନ୍‌.ଏ.): ଆଠମଲ୍ଲିକ ବନଖଣ୍ଡ ଅଧୀନ ମାଧପୁର ବନାଞ୍ଚଳ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ୧୨ଟି ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଅମଳ ମୁହାଁ ଚାଷଜମି ଭିତରକୁ ଧସେଇ ପଶି ମାଡ଼ି ଦଳି...

ଅନୁଗୋଳରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଶୋ’ ରୁମ୍‌

ଅନୁଗୋଳ ଅଫିସ,୮ା୪: ଅନୁଗୋଳ ବଜାରରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ବଜାରରେ ଥିବା ମଙ୍ଗଲମ୍‌ ନାମକ ଏକ ଡ୍ରେସ୍‌ ଶୋ’ ରୁମ୍‌ ହୁତ୍‌ହୁତ୍‌ ହୋଇ ଜଳୁଛି। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରିବା...

ରେଲୱେର ଅବହେଳା ଦାୟୀ

ଛେଣ୍ଡିପଦା,୮।୪(ସ୍ବ.ପ୍ର.): ଅନୁଗୋଳ-ସମ୍ବଲପୁର ରେଳ ଲାଇନର ଜରପଡ଼ା ଗ୍ରାମ ନିକଟରେ ଗୁରୁବାର ରାତି ସାଢ଼େ ୯ଟାରେ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ପାଇଁ ରେଲଓ୍ବେର ଅବହେଳା ଦାୟୀ। ଶୁକ୍ରବାର ଘଟଣାର ତଦନ୍ତ ପରେ ଏହା ସ୍ପଷ୍ଟ କରିଛି ବନ ବିଭାଗ।...

ସ୍ଥାପନ ହେବ ନବକୃଷ୍ଣଙ୍କ ଭବ୍ୟ ପ୍ରତିମୂର୍ତ୍ତି

ଅନୁଗୋଳ ଅଫିସ,୭ା୪: ଅନୁଗୋଳ ସହରସ୍ଥିତ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ ସୃଷ୍ଟି ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୁରୁବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri