ବାଣିଜ୍ୟ

ଏନ୍‌ବିଏଫ୍‌ସିଗୁଡ଼ିକର ସ୍ଥିତିରେ ସୁଧାର ଆସିନି

ନୂଆଦିଲ୍ଲୀ,୧୨।୭: କୋଭିଡ୍‌ ଯୋଗୁ ଦେଶର ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକରେ ସମସ୍ୟା ଲାଗିରହିଛି। ସ୍ଥିତିରେ ସୁଧାର ଆସି ନ ଥିବାରୁ ଏନ୍‌ବିଏଫ୍‌ସି ପରିଚାଳନା ପୁଞ୍ଜି ଆବଶ୍ୟକ କରୁଛନ୍ତି। ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସ୍ବତନ୍ତ୍ର ନଗଦ ଯୋଗାଣ ଯୋଜନାରେ ଏହି ସଂସ୍ଥାଗୁଡିକ…

ବଦଳିଲା ବିମାନ ଯାତ୍ରା ନିୟମ, ଜାଣନ୍ତୁ କାହାକୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୧୨।୭ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଯାତ୍ରା ସଂକ୍ରାନ୍ତ ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ମୁତାବକ ବିମାନ ଯାତ୍ରା କରିବାର ୩ ସପ୍ତାହ ପୂର୍ବରୁ ଯାତ୍ରୀ କୋଭିଡ ପଜିଟିଭ ନ ଆସିଥିଲେ ଯାତ୍ରା ଲାଗି…

ଏହି ୧୧ ଆପ୍‌ ଉପରେ ବ୍ୟାନ୍‌ ଲଗାଇଲା ଗୁଗୁଲ, ଫୋନରେ ଥିଲେ ତୁରନ୍ତ କାଟନ୍ତୁ..!

ଅନେକ ସମୟରେ ସୋସିଆଲ ମିଡିଆ ଠକେଇ ଘଟଣା ସାମ୍ନାକୁ ଆସିଥାଏ। ସ୍ମାର୍ଟଫୋନ୍‌ରୁ ଡାଟା ଚୋରି କରି ଏଭଳି କାର୍ଯ୍ୟ କରାଯାଇଥାଏ। ଏହା ଜଣାପଡ଼ିବା ପରେ ଗୁଗୁଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ କିଛି ଆପ୍‌କୁ କାଢ଼ି ଦିଆଯାଏ। ସେଭଳି କିଛି ଘଟଣାକ୍ରମରେ ଗୁଗୁଲ…

ଏପରି ବଦଳାନ୍ତୁ ଆଧାରରେ ଥିବା ନିଜ ଭୁଲ୍‌ ଜନ୍ମତାରିଖ

ଆଜିକାଲି ଆଧାରକାର୍ଡ ଆମ ଜୀବନର ଏକ ପ୍ରମୁଖ କାଗଜପତ୍ର ପାଲଟିଲାଣି। ଆଧାର ବିନା ସରକାରୀ ଯୋଜନାର ଲାଭ ଉଠାଇବା ମୁସ୍କିଲ। କାରଣ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଲାଗି ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ପିଲାଙ୍କ ଦାଖଲଠାରୁ ଆରମ୍ଭ କରି ସମସ୍ତ…

ରାଣା କପୁରଙ୍କ ୨୨୦୩ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୯।୭ : ବେଆଇନ ଋଣ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋର୍‌ଦାର କରିଛି। ତାଙ୍କ ବିରୋଧରେ ଇଡି ବେଆଇନ ଅର୍ଥ କାରବାର ନିରୋଧୀ ଆଇନରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସାମଗ୍ରୀର ଉତ୍ପତ୍ତିସ୍ଥଳ ଦର୍ଶାଇବେ ଇ-କମର୍ସ କମ୍ପାନୀ

ନୂଆଦିଲ୍ଲୀ,୯।୭: ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଏବେ ଇ-କମର୍ସ କମ୍ପାନୀଗୁଡ଼ିକ ଆଉ ଅଛପା ରଖିପାରିବେ ନାହିଁ। ଏହି କମ୍ପାନୀଗୁଡ଼ିକୁ ପ୍ରଡକ୍ଟର ଉତ୍ପତ୍ତିସ୍ଥଳ ଦର୍ଶାଇବାକୁ ହେବ। ଏ ସମ୍ପର୍କରେ ବୁଧବାର ଇ-କମର୍ସ କମ୍ପାନୀଗୁଡିକ ସହ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ…

କୃଷି ଭିତ୍ତିଭୂମି ବିକାଶ ଲାଗି ଲକ୍ଷେ କୋଟି

ନୂଆଦିଲ୍ଲୀ,୮।୭ : କୃଷି ଭିତ୍ତିଭୂମି ବିକାଶ ଲାଗି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ୧ ଲକ୍ଷ କୋଟି ଟଙ୍କାର ଏଗ୍ରି ଇନ୍‌ଫ୍ରା ଫଣ୍ଡ ଗଠନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ଯାଏ…

ଅଗଷ୍ଟ ପର୍ଯ୍ୟନ୍ତ ଇପିଏଫ୍‌ ଯୋଗଦାନ ଦେବେ ସରକାର

ନୂଆଦିଲ୍ଲୀ,୮।୭ : କମ୍ପାନୀ ଏବଂ କର୍ମଚାରୀଙ୍କ ଫାଇଦା ଲାଗି ସରକାରଙ୍କ ପକ୍ଷରୁ ୨୪% ଇପିଏଫ୍‌ ଯୋଗଦାନକୁ ମଧ୍ୟ କ୍ୟାପିନେଟ ମଞ୍ଜୁରୀ ପ୍ରଦାନ କରିଛି। ଅନ୍ତତଃ ପକ୍ଷେ ୧୦୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ସଂସ୍ଥା ଏବଂ ୯୦% କର୍ମଚାରୀଙ୍କ ବେତନ ୧୫…

ପ୍ରବାସୀ ଶ୍ରମିକଙ୍କୁ ସୁଲଭ ଭଡ଼ାଘର

ନୂଆଦିଲ୍ଲୀ,୮।୭ : ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ଛୋଟଛୋଟ ଫ୍ଲାଟ୍‌ଗୁଡିକୁ ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କୁ ସୁଲଭ ଭଡ଼ାଘର ଭାବେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ଲୋକ ଲାଭବାନ ହେବେ।…

ଋଣ ସୁଧ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୭ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବା ଋଣ ଉପରେ ସୁଧହାର ହ୍ରାସ ନେଇ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୩ ମାସ ଅବଧିର ଋଣ ଉପରେ ବ୍ୟାଙ୍କ…

ନୀରବ ମୋଦିଙ୍କ ୩୨୯ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

ନୂଆଦିଲ୍ଲୀ,୮।୭ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କାର ବେଆଇନ ଋଣ ପ୍ରଦାନ ମାମଲାର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ବାଜ୍ୟାପ୍ତ କରିଛି। ନୀରବ ମୋଦି…

ରାଷ୍ଟ୍ରାୟତ୍ତ ବୀମା କମ୍ପାନୀଙ୍କୁ ୧୨,୪୫୦ କୋଟି

ନୂଆଦିଲ୍ଲୀ,୮।୭ : ଦେଶର ୩ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀଙ୍କୁ ସରକାର ୧୨,୪୫୦ କୋଟି ଟଙ୍କାର ପୁଞ୍ଜି ଯୋଗାଇଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଧବାର ଏ ନେଇ ନିଷ୍ପତ୍ତି ହୋଇଛି। ସାଧାରଣ ବୀମା କମ୍ପାନୀଗୁଡ଼ିକର ପୁଞ୍ଜିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?