ଲାପ୍‌ସ ପଲିସି ପୁନରୁଦ୍ଧାର ଲାଗି ଏଲ୍‌ଆଇସିର ସୁବିଧା

ଭୁବନେଶ୍ୱର,୧୧।୮:ଲାପ୍‌ସ ହୋଇଥିବା ପଲିସି ପୁନରୁଦ୍ଧାର ଲାଗି ଭାରତୀୟ ଜୀବନ ବୀମା ନିଗମ ଏହାର ପଲିସିଧାରୀଙ୍କୁ ସୁବିଧା ପ୍ରଦାନ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଲୋକଙ୍କ ଲାଗି ଏଲ୍‌ଆଇସି ଏଭଳି ଏକ ସୁବିଧା ଆଣିଥିବା କହିଛି। ଚଳିତ ମାସ ୧୦ ତାରିଖଠାରୁ ୯ା୧୦ା୨୦୨୦ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୁନରୁଦ୍ଧାର କ୍ୟାମ୍ପେନ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଛି। ଏହି ସୁବିଧାର ଲାଭ ନେବାକୁ କମ୍ପାନୀ ପକ୍ଷରୁ ପଲିସିଧାରୀଙ୍କୁ ନିବେଦନ କରାଯାଇଛି। କୌଣସି ଅସୁବିଧା ଯୋଗୁ ପ୍ରିମିୟମ ପ୍ରଦାନ ନ କରିବା ଯୋଗୁ ସାଧାରଣତଃ ପଲିସି ବନ୍ଦ ହୋଇଯାଇଥାଏ। ଲୋକମାନେ ନୂଆ ସୁବିଧା ଲାଗି ସ୍ଥାନୀୟ କାର୍ଯ୍ୟାଳୟ ସହ ସମ୍ପର୍କ କରିବାକୁ କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏଲ୍‌ଆଇସି ପକ୍ଷରୁ କୁହାଯାଇଛି ଯେ, ଜୀବନ ବୀମା ସୁବିଧାକୁ ପୁଣି ଥରେ ଚାଲୁ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ସୁଯୋଗ ପ୍ରଦାନ କରାଯିବ। ଗ୍ରାହକଙ୍କୁ ସର୍ବଦା ଅଗ୍ରାଧିକାର ଦେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ସୁବିଧା ଗ୍ରହଣ ଦ୍ୱାରା ପରିବାରର ଆର୍ଥତ୍କ ନିରାପତ୍ତାକୁ ଗ୍ରାହକ ପୁଣିଥରେ ସୁନିଶ୍ଚିତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ସିଏଲ୍‌ଟିକୁ ଯିବ ବ୍ୟାଙ୍କ ସମୂହ;ଜେଟ୍‌ର ପୁନରୁଦ୍ଧାର ଆଶା ଶେଷ

ନୂଆଦିଲ୍ଲୀ,୧୮-୬: ନଗଦ ସଙ୍କଟ କାରଣରୁ ଅଚାନକ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ପୁନରୁଦ୍ଧାର ଲାଗି ସବୁ ଉଦ୍ୟମ ଫସର ଫାଟିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ନେତୃତ୍ୱରେ...

୨୦୦୦ ଟଙ୍କିଆ ପ୍ରିଣ୍ଟ ବନ୍ଦ ହେବନି

ନୂଆଦିଲ୍ଲୀ,୨୦।୯:   ୨୦୦୦ ଟଙ୍କିଆ ନୋଟ୍‌ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେବେ ବୋଲି ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏହି ପ୍ରସଙ୍ଗ ଉପରୁ ସରକାର...

ଜାନୁୟାରୀରେ ୧୮,୨୬,୬୬୯ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୭।୨: ଚଳିତ ବର୍ଷ ଜାନୁୟାରୀ ମାସରେ ଦେଶର ଅଟୋମୋବାଇଲ ସେଲ (ଯାନ ବିକ୍ରି) ପୂର୍ବ ବର୍ଷର ସମାନ ଅବଧିୀର ବିକ୍ରି ଅପେକ୍ଷା ପ୍ରାୟ ୧୪% (୧୩.୫୬)...

୫୪,୫୩୮ ଟଙ୍କା ଛୁଇଁଲା ସୁନା

ନୂଆଦିଲ୍ଲୀ,୩୧।୭ : ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ଲାଗି ରହିବାରୁ ସୁନା ଦରରେ ବୃଦ୍ଧି ଘଟିଥିବା ଜଣାପଡିଛି। ଶୁକ୍ରବାର ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା...

ବିଦେଶୀ ମୁଦ୍ରାଭଣ୍ଡାରରେ ହ୍ରାସ

ନୂଆଦିଲ୍ଲୀ,୧୮ା୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ମାନ୍ଦାବସ୍ଥା ଯୋଗୁ ଦେଶରେ କ୍ରମାଗତ ୩ୟ ମାସ ଲାଗି ବିଦେଶୀ ମୁଦ୍ରାଭଣ୍ଡାର (ଏଫ୍‌ଇଆର)ରେ ହ୍ରାସ ଘଟୁଛି। ଏପରିକି...

୪୯ ବିଲିୟନ ଡଲାର ବଢ଼ିଛି ଆଦାନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧୭।୩ : ଭାରତ ତଥା ଏସିଆର ଦ୍ୱିତୀୟ ସର୍ବାଧିକ ଧନୀ ବ୍ୟକ୍ତି ଭାବେ ପରିଚିତ ଗୌତମ ଆଦାନୀଙ୍କ ସମ୍ପତ୍ତି ଗତବର୍ଷ ୪୯ ବିଲିୟନ ଡଲାର (୩,୭୩,୨୬୨...

ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ, ୩ ରଙ୍ଗରେ ଉପଲବ୍ଧ

ନୂଆଦିଲ୍ଲୀ,୨୧।୮: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା କମ୍ପାନୀ ‘ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌’ର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ...

ରପ୍ତାନି ୨.୨୫% ବୃଦ୍ଧି, ବାଣିଜ୍ୟ ନିଅଣ୍ଟ କମିଲା

ନୂଆଦିଲ୍ଲୀ,୧୬-୮: ଜୁଲାଇରେ ଦେଶର ରପ୍ତାନି ୨.୨୫ପ୍ରତିଶତ ବୃଦ୍ଧି ପାଇ ୨୬.୩୩ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ସରକାରୀ ତଥ୍ୟରୁ ପ୍ରକାଶ। ଏହି ଅବଧିରେ ଦେଶର ଆମଦାନୀ...

Advertisement
Archives

Model This Week