ଭୂକମ୍ପ ଯୋଗୁ ଲୋକେ ଆତଙ୍କିତ: ଚିନ୍ତା କରୁଛନ୍ତି ଏହି ଉପାୟ…

ନୂଆଦିଲ୍ଲୀ, ୧୧।୮: ଦିଲ୍ଲୀ ସମତେ ଦେଶର କେତେକ ଅଞ୍ଚଳରେ ଲଗାତାର ଭୂକମ୍ପ ହେଉଥିବାରୁ ଲୋକେ ଆତଙ୍କିତ ହେଉଛନ୍ତି। ଏନେଇ ଘରର ସୁରକ୍ଷା ପାଇଁ ସେମାନେ ବୀମା କରିବାକୁ ଚିନ୍ତା କରୁଛନ୍ତି। ସମ୍ପ୍ରତି ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଦେଶର ୪୨ ପ୍ରତିଶତ ଲୋକ ଗୃହବୀମା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ୧୦ଜଣଙ୍କ ମଧ୍ୟରୁ ୫ ଜଣ ଲୋକ ଏଭଳି ବୀମା କରିବାକୁ ପସନ୍ଦ କରୁଛନ୍ତି। ଜୀବନ ସାରା କଷ୍ଟ କରି ରଖିଥିବା ସଞ୍ଚିତ ଅର୍ଥରେ ଘର ଖଣ୍ଡିଏ କରିବା ପରେ ତାହାର ସ୍ଥାୟିତ୍ୱ ଭୂକମ୍ପ ଯୋଗୁ ଦୋହଲିବାରେ ଲାଗୁଥିବାରୁ ଲୋକେ ଆତଙ୍କିତ ହୋଇପଡୁଥିବା ରିପୋର୍ଟରେ ଦର୍ଶାଯାଇଛି। ଇ-ଇନସ୍ୟୁରାନ୍ସ୍‌ ପ୍ଲାଟଫର୍ମ ପଲିସି ବଜାର ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ଉଲ୍ଲେଖ କରାଯାଇଛି। ଜୁଲାଇ ୧୭ରୁ ୨୧ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ଏଥିରେ ୧୧ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିବା କୁହାଯାଉଛି। ୨୦ ପ୍ରତିଶତ ଗୃହବୀମା କରିସାରିଥିବା ପ୍ରକାଶ କରିଛନ୍ତି। ସେହିପରି ୧୦ ପ୍ରତିଶତ ଲୋକ ଶୀଘ୍ର ବୀମା କରିବାକୁ ଚାହୁଁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଲେଖା ନିୟନ୍ତ୍ରକ ଭାବେ ଦାୟିତ୍ୱ ନେଲେ ଜେପିଏସ୍‌ ଚାଓ୍ବଲା

ନୂଆଦିଲ୍ଲୀ,୧୭-୧୦: ଅର୍ଥମନ୍ତ୍ରଣାଳୟ ବ୍ୟୟ ବିଭାଗର ନୂତନ ମହାଲେଖା ନିୟନ୍ତ୍ରକ ଭାବେ ଜେପିଏସ୍‌ ଚାଓ୍ବଲା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ୧୯୮୫ ବ୍ୟାଚ୍‌ ଭାରତୀୟ ସିଭିଲ ଲେଖା ସେବା...

ମାତ୍ର ୨୪ ଘଣ୍ଟାରେ ସ୍ଥିତି ବଦଳିଗଲା: ପୁଣିଥରେ ବିଶ୍ୱର ତୃତୀୟ ଧନୀ ପାଲଟିଲେ ଆଦାନୀ

ନୂଆଦିଲ୍ଲୀ,୧୪।୧: ବିଶ୍ୱର ଶ୍ରେଷ୍ଠ-୧୦ ଧନୀବ୍ୟକ୍ତିଙ୍କ ତାଲିକାରେ ଗୁରୁବାର ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆମାଜନ୍‌ ସହ-ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ...

ଭବାନୀପୁରରେ ମମତା ଆଗୁଆ…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ...

କୋଭିଡ୍‌ ଟିକାକରଣ ବଢ଼ାଅ

ନୂଆଦିଲ୍ଲୀ, ୨୪।୧୨ (ପି.ଟି.):କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ବଢ଼ିବାରେ ଲାଗିଛି। ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ...

ଗୁରୁବାର ଭାଜପାରେ ସାମିଲ୍‌ ହେବେ ୧୭ ଅଯୋଗ୍ୟ ଘୋଷିତ ବିଧାୟକ

ବେଙ୍ଗାଲୁରୁ,୧୩।୧୧: ଗୁରୁବାର ଭାଜପାରେ କର୍ନାଟକ ବିଧାନସଭାର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ସାମିଲ୍‌ ହେବେ। ସେମାନେ ଡିସେମ୍ବର ୫ରେ ହେବାକୁଥିବା ଉପନିର୍ବାଚନରେ ଲଢ଼ିପାରିବା ନେଇ ବୁଧବାର...

ଦିଲ୍ଲୀରେ ପୁଣି ହିଟ୍‌ ଆଣ୍ଡ ରନ୍‌ର ଆଉ ଏକ ଘଟଣା: ସ୍କୁଟିକୁ ଧକ୍କା ଦେଇ ୩୦୦ ମିଟର ଘୋଷାଡି ନେଲା କାର୍‌, ଜଣେ ମୃତ

ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ କାଞ୍ଜଓ୍ବାଲା ଭଳି ହିଟ୍‌, ରନ୍‌ ଏବଂ ଡ୍ରାଗ୍‌ର ଏକ ନୂଆ ମାମଲା ସାମ୍ନାକୁ ଆସିଛି। କେଶବ ପୁରମ ଥାନା ଅଞ୍ଚଳରେ ଗୁରୁବାର...

ଭୂସ୍ଖଳନରେ ଚାଲିଗଲା ୭ ଜୀବନ

ଶିମଲା,୨୭।୯: ପ୍ରବଳ ବର୍ଷା ଯୋଗୁ ହିମାଚଳପ୍ରଦେଶର ସିର୍ମାଉର ଜିଲାରେ ସୋମବାର ଭୂସ୍ଖଳନ ହୋଇଛି। ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୩ରୁ ୪ ଦିନ...

୬ ବର୍ଷରେ ୩ ହଜାର ୯ଶହ ୨୪ ଶରଣାର୍ଥୀଙ୍କୁ ମିଳିଛି ଭାରତୀୟ ନାଗରିକତ୍ୱ: ଅର୍ଥମନ୍ତ୍ରୀ

ଚେନ୍ନାଇ,୧୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଚେନ୍ନାଇରେ ଏକ ସଭାରେ ଯୋଗଦେଇ ସେ କହିଛନ୍ତି ଯେ, ଗତ...

Advertisement
Archives

Model This Week