ବାଣିଜ୍ୟ

କରୋନା ସଙ୍କଟରେ ୮୦ ହଜାର କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କଲା ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳରେ କେତେକ କାର୍ଯ୍ୟାଳୟ ବନ୍ଦ ରହିଛି। କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଉଛି। କରୋନା ସଙ୍କଟରେ ଫ୍ରଣ୍ଟଲାଇନ୍‌ରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସ୍ବତନ୍ତ୍ର ପୁରସ୍କାର…

ଭାରତୀୟ କମ୍ପାନୀରେ ଅଂଶଧନ କିଣୁଛି ଚାଇନା ବ୍ୟାଙ୍କ

ମୁମ୍ବାଇ,୮।୭ : ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଭାରତରେ ଚାଇନା ସାମଗ୍ରୀକୁ ବର୍ଜନ କରିବା ନେଇ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। ଚାଇନାକୁ ଭିନ୍ନ…

କଠିନ ପରିଶ୍ରମ, ଧର୍ଯ୍ୟ, ନିଷ୍ଠା ଦେଇଛି ସଫଳତା; ରୁଚି ମସଲା ପ୍ରତିଷ୍ଠାତା

ଓଡ଼ିଶା ବାଣିଜ୍ୟ ଇତିହାସରେ ମସଲା ରପ୍ତାନି ବହୁ ପୁରାତନ। ଦେଶ ବିଦେଶରେ ଓଡ଼ିଶା ମସଲାର ଖୁବ ଆଦର ରହି ଆସିଛି। ଓଡିଶା ମସଲାକୁ ଦେଶ ବିଦେଶରେ ଲୋକପ୍ରିୟ କରିବା ଦିଗରେ କଟକରେ ଜନ୍ମିତ ରୁଚି ମସଲା କାମ କରୁଛି। ଦୀର୍ଘ ୪୫ବର୍ଷ…

ଆରୋଗ୍ୟ ସେତୁରେ ଥିବା ନିଜ ଆକାଉଣ୍ଟକୁ ଏଭଳି କରିପାରିବେ ଡିଲିଟ୍‌

ନୂଆଦିଲ୍ଲୀ,୭।୭: କରୋନା କଣ୍ଟାକ୍ଟ ଟ୍ରେସିଂ ଆପ୍‌ ‘ଆରୋଗ୍ୟ ସେତୁ’ ଏକ ନୂଆ ଫିଚର ଆଣିଛି। ଏହାଛଡ଼ା ଏବେ ଆପ୍‌ରେ ବ୍ୟବହାରକାରୀଙ୍କ ମୃତ୍ୟୁ ସମ୍ବନ୍ଧିତ ଡାଟା ଅନ୍ୟ ଆପ୍‌ ସହ ଶେୟାର କରାଯାଇପାରିବ। ପ୍ଲେ ଷ୍ଟୋରରେ ନୂତନ ଅପ୍‌ଡେଟ୍‌ ଉପଲବ୍ଧ ହେଉଛି। ଏହାଦ୍ୱାରା…

ଗ୍ରାହକଙ୍କୁ ଅସୀମିତ କଲ୍‌ ସାଙ୍ଗକୁ ଦିନକୁ ୫ ଜିବି ଡାଟା ଦେଉଛି ବିଏସ୍‌ଏନ୍‌ଏଲ୍‌ର ଏହି ନୂଆ ପ୍ଲାନ; ଜାଣନ୍ତୁ..

ନୂଆଦିଲ୍ଲୀ,୭।୭: ବିଏସ୍‌ଏନ୍‌ଏଲ୍‌ ଆଣିଛି ନୂଆ ପ୍ଲାନ। ମାତ୍ର ୫୯୯ ଟଙ୍କାରେ ଗ୍ରାହକମାନେ ପାଇବେ ଅନ୍‌ଲିମିଟେଡ୍‌(ଅସୀମିତ) ଭଏସ୍‌ କଲିଂ ସହ ପ୍ରତିଦିନ ୫ ଜିବି ହାଇସ୍ପିଡ୍‌ ଡାଟା। ଏହାର ଭାଲିଡିଟି ୯୦ ଦିନ ରହିବ। ପ୍ଲାନକୁ ଓ୍ବାର୍କ ଫ୍ରମ ହୋମ୍‌ ପ୍ଲାନ୍‌ ଭାବେ…

ଓଟିପିରେ ଖୋଲନ୍ତୁ ଏହି ଆକାଉଣ୍ଟ, ୬୦ ବର୍ଷରେ ପାଇବେ ୪୫ ଲକ୍ଷ ସହ ମାସିକ ୨୨,୫୦୦ ଟଙ୍କା ପେନ୍‌ସନ୍‌

ଯଦି ଆପଣ ୬୦ ବର୍ଷରେ ଏକ ମୋଟା ରକମର ଟଙ୍କା ସହ ପେନଶନ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ନ୍ୟାସନାଲ ପେନସନ ସିଷ୍ଟମ (ଏନ୍‌‌ପିଏସ୍‌) ରେ ବିନିଯୋଗ କରିପାରିବେ। ବର୍ତ୍ତମାନ ଏନ୍‌ପିଏସ୍‌ ସହିତ ଆକାଉଣ୍ଟ ଖୋଲିବା ସହଜ ହୋଇଛି। ଆପଣ କେବଳ…

ଚାଇନାକୁ ପୁଣି ଝଟ୍‌କା: ଆପଲ ପ୍ଲେ ଷ୍ଟୋରରୁ ହଟିଲା ୪୫୦୦ ଗେମ୍‌ ଆପ୍‌

ନୂଆଦିଲ୍ଲୀ, ୭।୭: ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଚାଇନା ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଭାରତ ସରକାର ୫୯ ଚାଇନା ଆପ୍‌କୁ ବ୍ୟାନ୍‌ କରିଥିବା ବେଳେ ଏବେ ଆପଲ ପ୍ଲେ ଷ୍ଟୋରରୁ ୪୫୦୦ ଚାଇନା ଗେମ୍‌…

୪.୫% ଖସିଯିବ ଜିଡିପି

ନୂଆଦିଲ୍ଲୀ,୭।୭ : କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥାକୁ ବୃହତ୍‌ ପରିମାଣର କ୍ଷତି ହୋଇଥିବା ସରକାର ମାନିଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥତ୍କ ବର୍ଷରେ ୪.୫% ଖସିବା ନେଇ ଆକଳନ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ ଏହାର…

ଭାରତ ହୋଇପାରିବ ଆତ୍ମନିର୍ଭର: ଆସୋଚାମ  

ନୂଆଦିଲ୍ଲୀ,୬।୭ : ଚାଇନା ଉପରେ ନିର୍ଭରତାକୁ ଦେଖି ଅନେକ ବିଶେଷଜ୍ଞ କୁହନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଭାରତ ଆତ୍ମନିର୍ଭର ହେବା ଏକ କଷ୍ଟସାଧ୍ୟ ବ୍ୟାପାର। ହେଲେ ଶିଳ୍ପ ସଂଘ ଆସୋଚାମ ଘରୋଇ ବଜାରକୁ ଆତ୍ମନିର୍ଭର କରାଇବା ଲାଗି ନୂଆ ଆଶାର କିରଣ…

ଚାଇନାର ୫୦ ନିବେଶ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ,୬।୭ : ଚାଇନା କମ୍ପାନୀଗୁଡ଼ିକ ପକ୍ଷରୁ ୫୦ ନିବେଶ ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ତର୍ଜମା କରୁଛନ୍ତି। ନୂଆ ସ୍କ୍ରିନିଂ ନୀତି ଅନୁସାରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ସରକାର…

ଚିନ୍ତା ବଢ଼ାଇପାରେ ୧.୬୭ ଲକ୍ଷ କୋଟିର କର୍ପୋରେଟ ଋଣ

ନୂଆଦିଲ୍ଲୀ,୬।୭: କୋଭିଡ୍‌-୧୯ ଯୋଗୁ ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଘରୋଇ ବଜାରର ପ୍ରମୁଖ ୫୦୦ କମ୍ପାନୀ ନେଇଥିବା ୧.୬୭ ଲକ୍ଷ କୋଟିର କର୍ପୋରେଟ ଋଣ ବ୍ୟାଙ୍କଗୁଡିକ ଲାଗି ସମସ୍ୟା ସୃଷ୍ଟି କରିପାରେ। ମାର୍ଚ୍ଚ ୨୦୨୨ ଯାଏ ଏ ନେଇ ବ୍ୟାଙ୍କଗୁଡିକର…

ସିବିଡିଟି, ସିବିଆଇସି ମିଶ୍ରଣ ହେବନି

ନୂଆଦିଲ୍ଲୀ,୬।୭ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ମିଶ୍ରଣ ହେବ ନାହିଁ। ଏ ନେଇ କୌଣସି ପ୍ରସ୍ତାବ ଉପରେ ସରକାର ବିଚାର କରୁ ନ ଥିବା ଜଣାପଡିଛି। ସୋମବାର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?