ବିଜ୍‌ନେସ୍‌ମ୍ୟାନ୍‌ ରତନ ଟାଟାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ଜାଣନ୍ତୁ…

ବଲିଉଡ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାୟ ସମସ୍ତଙ୍କୁ ଜଣା। କାରଣ ଅନେକ ସମୟରେ ଏହାକୁ ନେଇ ଚର୍ଚ୍ଚା ଚାଲିଥାଏ। ମାତ୍ର ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଜାଣିବା ରତନ ଟାଟାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ।
ରତନ ଟାଟା: ରତନ ଟାଟା ହେଉଛନ୍ତି ଜଣେ ଭାରତୀୟ ବ୍ୟବସାୟୀ, ନିବେଶକ ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ। ସେ ଭାରତର ୨ଟି ସର୍ବୋଚ୍ଚ ନାଗରିକ ସମ୍ମାନ- ପଦ୍ମଶ୍ରୀ(୨୦୦୮) ଏବଂ ପଦ୍ମ ଭୂଷଣ (୨୦୦୦)ରେ ସମ୍ମାନିତ ହୋଇଛନ୍ତି। ମୁମ୍ବାଇର ଚାମ୍ପିିୟନ ସ୍କୁଲରୁ ରତନ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ପରେ କ୍ୟାଥେଡ୍ରାଲ ଆଣ୍ଡ୍‌ ଜନ୍‌ ସ୍କୁଲରେ ମାଧ୍ୟମିକ ଶିକ୍ଷା ଗ୍ରହଣ କଲେ। ୧୯୬୨ରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ବାସ୍ତୁକଳାରେ ଷ୍ଟ୍ରକ୍‌ଚରାଲ ଇଞ୍ଜିନିୟରିଂ ସହିତ ବିଏସ୍‌ କରିଥିଲେ। ପରେ ସେ ୧୯୭୫ରେ ହାଓ୍ବଡା ବିଜ୍‌ନେସ୍‌ ସ୍କୁଲରୁ ଆଡଭାନ୍ସ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭ ବଚ୍ଚନ ନେକ୍ସସ୍‌ ମଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୩ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ବ୍ଲାକ୍‌ଷ୍ଟୋନ୍‌ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ବ୍ଲାକ୍‌ଷ୍ଟୋନ୍‌ ରିୟଲ ଇଷ୍ଟେଟ ଦ୍ୱାରା ପରିଚାଳିତ ଏବଂ ମାଲିକାନାଧୀନ ‘ନେକ୍ସସ୍‌ ମଲ୍‌’...

ଅଟୋମୋବାଇଲ ରପ୍ତାନିରେ ଅଭିବୃଦ୍ଧି

ନୂଆଦିଲ୍ଲୀ, ୪।୨: ଦେଶର ଅଟୋମୋବାଇଲ ଶିଳ୍ପକ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଦେଖାଦେଇଛି ଏପରିକି ଅଟୋମୋବାଇଲ ରପ୍ତାନି ହାର ୨୦୨୧-୨୨ରେ ପ୍ରାୟ ୩୬% (୩୫.୯%) ବୃଦ୍ଧି ଘଟିଛି। ୨୦୨୦-୨୧...

ମୂଳରୁ ଚିହ୍ନଟ ହେଲେ କର୍କଟ ନିରାକରଣ ସମ୍ଭବ

ଉନ୍ନତ ଚିକିତ୍ସା ପ୍ରଣାଳୀ ଓ ନିରବଚ୍ଛିନ୍ନ ସେବା ସହିତ ରୋଗୀଙ୍କୁ ଆଦର ଦ୍ୱାରା କର୍କଟ ଭଳି ଅସାଧ୍ୟ ରୋଗର ଉପଶମ ସମ୍ଭବ ହେଉଛି। ରୋଗୀଙ୍କୁ ସୁସ୍ଥ...

ମୂଲ୍ୟବୃଦ୍ଧି କମାଇବାରେ ଆର୍‌ବିଆଇ ବିଫଳ: ମୁଦ୍ରାସ୍ଫୀତି ୭.୧୪%କୁ ବୃଦ୍ଧି

ନୂଆଦିଲ୍ଲୀ,୧୨।୧୦: ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଛନ୍ତି। ସେପ୍ଟେମ୍ବରରେ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତକୁ ବୃଦ୍ଧି...

ଜୁଲାଇ ସୁଦ୍ଧା ପିଏମ୍‌ କିଷାନରେ ୭୦ ମିଲିୟନ ଚାଷୀ ଯୋଡି ହେବେ

ନୂଆଦିଲ୍ଲୀ,୨୧-୭: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା ହୋଇଛି। ତେବେ ଏହି ଯୋଜନାରେ ଏବେ ଅଧିକ...

୩୧ରୁ ଆରମ୍ଭ ହୋଇପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୪-୧: ଚଳିତ ମାସ ୩୧ରେ ବଜେଟ ଅଧିବେଶନ ଆରମ୍ଭ କରିବା ନେଇ ସରକାର ବିଚାର କରୁଛନ୍ତି। ସେହିଭଳି ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଉପସ୍ଥାପନ ହୋଇପାରେ।...

‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ଯୋଜନାରେ ଆଉ ୩ ରାଜ୍ୟ

ନୂଆଦିଲ୍ଲୀ,୨।୬: ଜୁନ୍‌ ପହିଲାରୁ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ ଯୋଜନାରେ ଓଡ଼ିଶା ସମେତ ସିକିମ ଏବଂ ମିଜୋରାମ ଭଳି ଆଉ ୩ ରାଜ୍ୟ ସାମିଲ...

ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ୧.୨୩ ଲକ୍ଷ କୋଟି ଟଙ୍କା ବାକି

ନୂଆଦିଲ୍ଲୀ,୨୯।୬ : ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ରାଶି ୬୩% ବୃଦ୍ଧି ଘଟି ୧.୨୩ ଲକ୍ଷ କୋଟି...

Advertisement
Archives

Model This Week