ସଚ୍ଚୋଟ ଟିକସଦାତାଙ୍କୁ ମୋଦିଙ୍କ ନୂଆ ଉପହାର

ନୂଆଦିଲ୍ଲୀ, ୧୩।୮: ଦେଶର ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ନୂଆ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଟିକସ ବ୍ୟବସ୍ଥାରେ ସଚ୍ଛତା ବଜାୟ ରଖିତ୍ବା ଲାଗି ଏହି ପ୍ଲାଟଫର୍ମ ଉପଯୋଗୀ ହୋଇପାରିବ। ଏହାକୁ ‘ସଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ’(ଟ୍ରାନ୍ସପେରେଣ୍ଟ ଟ୍ୟାକ୍ସେ୍‌ଶନ୍‌: ଅନରିଙ୍ଗ୍‌ ଦି ଅନେଷ୍ଟ) ଭାବେ ନାମିତ କରାଯାଇଛି। ଏହି ପ୍ଲାଟଫର୍ମ ପ୍ରଚଳିତ ଟିକସ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ସିମ୍‌ଲେସ୍‌, ଫେସ୍‌ଲେସ୍‌ ଏବଂ ପେନ୍‌ଲେସ୍‌ ଭାବେ ଟିକସ ପୈଠ କରାଯାଇ ପାରିବ। ନୂତନ ପ୍ଲାଟଫର୍ମରେ ଫେସଲେସ ଆସେସମେଣ୍ଟ୍‌,ଅପିଲ ଏବଂ ଟିକସଦାତା ଚାଟର୍ର୍‌ ଭଳି ପ୍ରମୁଖ ସଂସ୍କାରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ୱାରା ଟିକସ ସମ୍ବନ୍ଧୀୟ ମାମଲାଗୁଡ଼ିକର ଅନୁସନ୍ଧାନ ଏବଂ ଆବେଦନ ଫେସ୍‌ଲେସ୍‌ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେପ୍ଟେମ୍ବର ୨୫ରୁ ଏହି ନୂଆ ପ୍ଲାଟଫର୍ମ କାର୍ଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀ ମନା କରିବାରୁ ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଲକ୍ଷ୍ନୌ,୨୭।୫: ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ବାମୀ ତାଙ୍କୁ ଗୁଳି କରି ହତ୍ୟା କରିବା...

ବାଣିଜି୍ୟକ ବିବାଦ ତୁଟାଇବ ମଧ୍ୟସ୍ଥତା: ସିଜେଆଇ

ନୂଆଦିଲ୍ଲୀ,୬ା୭: ବାଣିଜି୍ୟକ ବିବାଦ ତୁଟାଇବା ଲାଗି ମଧ୍ୟସ୍ଥତା ପ୍ରମୁଖ ପନ୍ଥା ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ଭାରତ-ବ୍ରିଟେନ୍‌...

ସୁପ୍ରିମ୍‌କୋର୍ଟରେ ତରୁଣ ତେଜପାଲଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୮: ତହଲକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମ୍‌ କୋର୍ଟରେ ଝଟ୍‌କା ଲାଗିଛି। ଏଣିକି ତାଙ୍କ ବିରୋଧରେ ସହକର୍ମୀଙ୍କୁ ବଳାତ୍କାର ଓ ଯୌନ ଉତ୍ପୀଡ଼ନ...

ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ନେଲା ପ୍ରଥମ ଜୀବନ…

ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ସମ୍ପର୍କରେ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍‌ର...

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ୨୦୨୩ ବର୍ଷ ସମସ୍ତଙ୍କ...

ସୁରକ୍ଷାକର୍ମୀଙ୍କୁ ସଫଳତା, ନ୍ୟୁଜ୍‌ ପୋର୍ଟାଲ ଆତଙ୍କବାଦୀ ନିହତ…

ଶ୍ରୀନଗର, ୩୦।୩ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶ୍ରୀନଗର ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି...

ମିଗ୍‌- ୨୯କେ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ

ପଣଜି,୧୬।୧୧: ଗୋଆରେ ପ୍ରଶିକ୍ଷଣ ରତ ମିଗ୍‌- ୨୯କେ ଯୁଦ୍ଧ ବିମାନ ଶନିବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହାଇଛି। ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିବା ସମୟରେ...

ନାଳକୁ ଖସିଲା ଗାଡ଼ି: ଚାଲିଗଲା ୯ ଶ୍ରମିକଙ୍କ ଜୀବନ

ବେଙ୍ଗାଲୁରୁ,୨୬।୬: କର୍ନାଟକର ବେଲାଗଭି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରମିକଙ୍କ ନେଇ ଯାଉଥିବା ଗାଡି ନାଳରେ ଖସିପଡିବାରୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।...

Advertisement
Archives

Model This Week