ବାଣିଜ୍ୟ

ଆମେରିକାକୁ କାଲିଠାରୁ ବିମାନ ସେବା

ନୂଆଦିଲ୍ଲୀ,୧୬।୭: କରୋନା ପାଇଁ ଗତ କିଛିଦିନ ହେବ ବିଦେଶକୁ ବିମାନ ସେବା ବନ୍ଦ ରହିଛି। ଶୁକ୍ରବାରଠାରୁ ଆମେରିକାକୁ ବିମାନ ସେବା ପୁଣି ଥରେ ଶୁଭାରମ୍ଭ ହେବ। ବର୍ତ୍ତମାନ ସମୟରେ ବିମାନ ସେବା ଯୋଗାଣ ଲାଗି ଆମେରିକା ଏବଂ ଫ୍ରାନ୍ସ ସହ ସରକାର…

ଏଚ୍‌-୧ ବି ଭିଜାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମାମଲା

ଓ୍ବାଶିଂଟନ,୧୬।୬: ଏଚ୍‌-୧ବି ଭିଜା ଉପରେ ଲାଗିଥିବା କଟକଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୋଟ ୧୭୪ ଭାରତୀୟ ଏହି ମାମଲା ରୁଜୁ କରିଛନ୍ତି। ଏମାନଙ୍କ ମଧ୍ୟରେ ୭ ନାବାଳକ ରହିଛନ୍ତି। ଟ୍ରମ୍ପ ପ୍ରଶାସନ…

ଟ୍ରେନ୍‌ରେ ମିଳିବ ଫ୍ରି ହ୍ୟାଣ୍ଡ ସାନିଟାଇଜର

ଭୁବନେଶ୍ୱର,୧୬।୭: ମୁମ୍ବାଇରେ ଚାଲୁଥିବା ଟ୍ରେନ୍‌ଗୁଡ଼ିକରେ ଯାତ୍ରୀଙ୍କୁ କରୋନା ଭାଇରସ୍‌ ସହ ଲଢିବାର ଏକ ସାଧନ ଉପଲବ୍ଧ ହେବ। ଏହି ଜୋନରେ ଟ୍ରେନ୍‌ଗୁଡିକରେ ଯାତ୍ରୀଙ୍କ ଲାଗି ଫ୍ରି ହ୍ୟାଣ୍ଡ ସାନିଟାଇଜର ରହିବ। ରେଳଯାତ୍ରୀ ଓ ରେଳ କର୍ମଚାରୀମାନଙ୍କ ମଧ୍ୟରେ ଯାତ୍ରା ସମୟର ସ୍ବଚ୍ଛତାର…

୩ ବର୍ଷ ଯାଏଁ ରହିବ କରୋନା ମହାମାରୀ

ନୂଆଦିଲ୍ଲୀ, ୧୬।୭: ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ କରୋନା ମହାମାର ସଂକ୍ରମଣ ରହିବ। ଏହାଦ୍ୱାରା ଭାରତୀୟ ବିମାନ କମ୍ପାନୀ ଗୁଡ଼ିକର କ୍ଷତି ପରିମାଣ ଲକ୍ଷେ ୧୦ ହଜାର କୋଟିରୁ ଲକ୍ଷେ ୩୦ ହଜାର କୋଟି ମଧ୍ୟରେ ହେବ ବୋଲି କ୍ରିସିଲ୍‌ ରେଟିଂ…

ଟିକ୍‌ଟକ୍‌ ଉପରେ ୧ କୋଟିରୁ ଊର୍ଦ୍ଧ୍ୱ ଜରିମାନା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୬ା୭: ଶର୍ଟ ଭିଡିଓ ପ୍ରସ୍ତୁତ ପ୍ଲାଟଫର୍ମ ତଥା ଟିକ୍‌ଟକ୍‌ ଆପ୍‌କୁ ଭାରତରେ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ନିଷେଧ ସତ୍ତ୍ୱେ ଚାଇନିଜ୍‌ ଆପ୍‌ ବିରୋଧରେ ପୁଣି ଥରେ…

ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି

ନୂଆଦିଲ୍ଲୀ,୧୬।୭: କରୋନା ସମୟରେ ତେଲ ଦର ବୃଦ୍ଧି ଗ୍ରାହକଙ୍କୁ ଅତିଷ୍ଠ କରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକର ସୂଚନା ଅନୁସାରେ ବୁଧବାର ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି ଘଟିଛି। ଫଳରେ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୭୯.୨୮ ଟଙ୍କାରେ…

ସାମଗ୍ରୀ ଉତ୍ପତ୍ତିସ୍ଥଳ ଦର୍ଶାଇବା ବାଧ୍ୟତାମୂଳକ କଲା ଆମାଜନ

ବାଙ୍ଗାଲୋର,୧୬।୭: ଆସନ୍ତା ସପ୍ତାହରୁ ଆମାଜନ ପ୍ଲାଟ୍‌ଫର୍ମରେ ସାମଗ୍ରୀର ଉତ୍ପତ୍ତିସ୍ଥଳ କେଉଁଠି ତାହା ଗ୍ରାହକମାନେ ଜାଣିପାରିବେ। ଅର୍ଥାତ୍‌ ପ୍ଲାଟ୍‌ଫର୍ମରେ ଲିଷ୍ଟିଂ ହୋଇଥିବା ସାମଗ୍ରୀ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଆଉ ସେଲରମାନେ ଗ୍ରାହକଙ୍କୁ ଲୁଚାଇ ପାରିବେ ନାହିଁ। ସେଲରଙ୍କ ଲାଗି ଏହି ନିୟମକୁ…

ଅଶୋକ ଲାଭାସା ଏଡିବି ଉପସଭାପତି

ନୂଆଦିଲ୍ଲୀ,୧୬।୭: ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସାଙ୍କୁ ଏହାର ଉପସଭାପତି ଭାବେ ନିଯୁକ୍ତ କରିଛି। ଘରୋଇ କ୍ଷେତ୍ର ପରିଚାଳନା ଏବଂ ଘରୋଇ କ୍ଷେତ୍ର ସହଭାଗିତା ଭଳି ବିଭାଗରେ ଲାଭାସା ଦାୟିତ୍ୱ ସମ୍ଭାଳିବେ। ଲାଭାସା ବର୍ତ୍ତମାନ ଭାରତର ନିର୍ବାଚନ…

ଜିଓରେ ୩୩,୭୩୭ କୋଟି ଟଙ୍କା ନିବେଶ କରିବ ଗୁଗଲ

ମୁମ୍ବାଇ,୧୬।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ପ୍ଲାଟ୍‌ଫର୍ମ ଜିଓରେ ଟେକ୍ନୋଲୋଜି କମ୍ପାନୀ ଗୁଗଲ ଏଲ୍‌ଏଲ୍‌ସି (ଗୁଗଲ) ପ୍ରାୟ ୩୩,୭୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ…

ବଜାରକୁ ଆସିଲା ୫ମ ପିଢ଼ି ‘ହୋଣ୍ଡା ସିଟି’; ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୭: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର ଅନ୍ୟତମ ଲୋକପ୍ରିୟ ମଡେଲ ହୋଣ୍ଡା ସିଟିର ପଞ୍ଚମ ପିଢ଼ିକୁ ଭାରତ ବଜାରରେ ଶୁଭାରମ୍ଭ କରାଯାଇଛି। ହୋଣ୍ଡା କାର୍‌ସ ଇଣ୍ଡିଆର ସିଇଓ ତଥା ସଭାପତି ଗାକୁ ନାକାନିସି ଏବଂ ସେଲ୍‌ସ ଓ ମାର୍କେଟିଂ…

ବିନା ବେତନରେ ୬୦ମାସ ଯାଏଁ ଛୁଟିରେ ଯିବେ ଏୟାରଇଣ୍ଡିଆ କର୍ମଚାରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ କରୋନା ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ସଙ୍କଟ ଯୋଗୁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି। ଫଳରେ ଦେଶର ଅର୍ଥନୀତି ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଇତିମଧ୍ୟରେ ଏୟାର ଇଣ୍ଡିଆ ନିଜ କର୍ମଚାରୀଙ୍କୁ ୬ମାସରୁ…

ଭାରତର ସବୁଠାରୁ ଦାମୀ ଫ୍ଲାଟ୍‌ କିଣିଲେ ଏହି ବ୍ୟବସାୟୀ

ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ ନିଜର ଏକ ଘର ହେଉ। ତେବେ ଏହି ସ୍ବପ୍ନ ପୂରଣ କରିବା ପାଇଁ ଯେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଲେ ମଧ୍ୟ ପଛାନ୍ତି ନାହିଁ। ନିକଟରେ ଭାରତର ସବୁଠାରୁ ଦାମୀ ଘର କିଣିଛନ୍ତି ଜଣେ ବ୍ୟବସାୟୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?