ବାଣିଜ୍ୟ

ଗ୍ଲେନ୍‌ମାର୍କକୁ ଡିଜିସିଆଇ ନୋଟିସ

ନୂଆଦିଲ୍ଲୀ,୨୦ା୭(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ଔଷଧ ଫାବିଫ୍ଲୁ ସମ୍ପର୍କରେ ମିଥ୍ୟା ଦାବି ଓ ଅତ୍ୟଧିକ ମୂଲ୍ୟକୁ ନେଇ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ ଏହାର ନିର୍ମାତା ମୁମ୍ବାଇର ଔଷଧ କମ୍ପାନୀ ଗ୍ଲେନ୍‌ମାର୍କକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ନିକଟରେ…

ହ୍ୟାକ୍‌ ଓ୍ବେବ୍‌ସାଇଟ୍‌ରୁ ହେଉଛି କ୍ରେଡିଟ୍‌କାର୍ଡ ଠକେଇ

ନୂଆଦିଲ୍ଲୀ,୧୭।୭: ବର୍ତ୍ତମାନ ସାରା ବିଶ୍ୱରେ ଇ-କମର୍ସ ସାଇଟଗୁଡିକରେ କ୍ରେଡିଡ୍‌ କାର୍ଡ ଠକେଇ ବଢୁଥିବାରୁ ଏହାକୁ ନେଇ ଚିନ୍ତା ବଢୁଛି। ବିଶେଷକରି ହ୍ୟାକ୍‌ ଓ୍ବେବ୍‌ସାଇଟଗୁଡିକରୁ ଏଭଳି ଠକେଇ ବଢୁଥିବା ସାମ୍ନାକୁ ଆସିଛି। ଅନ୍‌ଲାଇନ କ୍ରେଡିଡ୍‌ କାର୍ଡ ସ୍କିମିଂରେ ସାଇବର ଅପରାଧୀମାନେ ଅନ୍‌ଲାଇନ ଶପିଂ…

ହ୍ୟୁଣ୍ଡାଇର ହାଇଜିନ ଡ୍ରାଇଭ: କାର ସାନିଟାଇଜେସନରେ ମିଳୁଛି ରିହାତି

ନୂଆଦିଲ୍ଲୀ,୧୭।୭: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ହାଇଜିନ ଡ୍ରାଇଭ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୧୫ଠାରୁ ୩୧ ତାରିଖ ଯାଏ ଏହା ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା କାର୍‌ର ସମ୍ପୂର୍ଣ୍ଣ ସାନିଟାଇଜେଶନ ଉପରେ କମ୍ପାନୀ ଫୋକସ୍‌ କରିବ…

ବକ୍ସ ଆକୃତିର ସାନିଟାଇଜ ଉପକରଣ ଆଣିଲା ଓରିଏଣ୍ଟ

ନୂଆଦିଲ୍ଲୀ,୧୭।୭: ସି.କେ. ବିର୍ଲା ଗ୍ରୁପ୍‌ର ଅଂଶ ବିଶେଷ ଓରିଏଣ୍ଟ ଇଲେକ୍‌ଟ୍ରିକ ଲିମିଟେଡ୍‌ ପକ୍ଷରୁ ୟୁଭି ସାନିଟେକ୍‌ର ବଜାର ପ୍ରବେଶ କରାଯାଇଛି। ଏହା ଏକ ବକ୍ସ ଆକୃତିର ସାନିଟାଇଜିଂ ଉପକରଣ। କରୋନା ଭାଇରସ୍‌, ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍‌ ଆଦିକୁ ଖୁବ୍‌ କମ୍‌ ସମୟ…

ଭାରତରେ ନିବେଶ କରିବ ପେଗାଟ୍ରନ କର୍ପୋରେଶନ

ନୂଆଦିଲ୍ଲୀ,୧୭।୭: ଆପଲ୍‌ ଇଙ୍କ୍‌ର ଆସେମ୍ବଲ ପାର୍ଟନର ପେଗାଟ୍ରନ କର୍ପୋରେଶନ ଭାରତରେ ଏହାର ପ୍ରଥମ ପ୍ଲାଣ୍ଟ ସ୍ଥାପନ କରିବ। ଏ ନେଇ କମ୍ପାନୀ ବର୍ତ୍ତମାନ ଯୋଜନା ଧାର୍ଯ୍ୟ କରିଛି। ଟେକ୍ନୋଲୋଜି କମ୍ପାନୀଙ୍କୁ ଆକୃଷ୍ଟ କରିବା ଲାଗି ଭାରତ ସରକାର ୬.୬ ବିଲିୟନ ଡଲାରର…

ଏଚ୍‌ସିଏଲ୍‌ ସାମ୍ରାଜ୍ୟ ସମ୍ଭାଳିବେ ରୋଶନୀ ନାଦାର ମାଲହୋତ୍ରା

ନୂଆଦିଲ୍ଲୀ,୧୭।୭: ଦେଶର ପ୍ରମୁଖ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ନୂଆ ଅଧ୍ୟକ୍ଷ ଭାବେ ରୋଶନୀ ନାଦାର ମାଲହୋତ୍ରା ଅବସ୍ଥାପିତ ହୋଇଛନ୍ତି। ଭାରତର ସବୁଠାରୁ ଧନୀଶାଳୀ ମହିଳା ଭାବେ ବିବେଚିତ ୩୮ ବର୍ଷୀୟ ରୋଶନୀ ତାଙ୍କ ବାପା ଶିବ ନାଦାରଙ୍କ ପରେ କମ୍ପାନୀର…

ୟୁନିୟନ ବ୍ୟାଙ୍କର ନୂଆ ଲୋନ୍‌ ପ୍ରୋସେସିଂ ସେଣ୍ଟର

ଭୁବନେଶ୍ୱର,୧୭।୭: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ଏବଂ କଟକରେ ୪ ନୂଆ ଲୋନ୍‌ ପ୍ରୋସେସିଂ ୟୁନିଟ ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ, ଉପମହାପ୍ରବନ୍ଧକ ସୁଦର୍ଶନ ସେଠୀ, କଟକ କ୍ଷେତ୍ରର କ୍ଷେତ୍ରୀୟ ମହାପ୍ରବନ୍ଧକ ଭୁବନେଶ୍ୱର…

ଦେବାଳିଆ ହୋଇପାରନ୍ତି ଅଧିକ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୧୭।୭:କରୋନା ମହାମାରୀ ପାଇଁ ସାରା ବିଶ୍ୱ ବର୍ତ୍ତମାନ ଆର୍ଥତ୍କ ସଙ୍କଟ ସ୍ଥିତି ଦେଇ ଗତିକରୁଛି। ଏହି ସମୟରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକର ସ୍ଥିତି ବେହାଲ ହୋଇଛି। ସରକାର ଏହି ଶିଳ୍ପକୁ ସହାୟତା କରିବା ଲାଗି ପଦକ୍ଷେପ ନେଇଛନ୍ତି।…

ଭାରତରେ ୟୁସି ବ୍ରାଉଜର କାରବାର ବନ୍ଦକଲା ଆଲିବାବା

ନୂଆଦିଲ୍ଲୀ,୧୭।୭: ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ କେନ୍ଦ୍ର ସରକାର ୫୯ ଚାଇନା ଆପ୍‌କୁ ବ୍ୟାନ୍‌ କରିଛନ୍ତି। ଏହାର ପ୍ରଭାବ ଘରୋଇ ବଜାର ଉପରେ ଦେଖାଯାଇଛି। ପ୍ରମୁଖ ଇ-କମର୍ସ କମ୍ପାନୀ ଆଲିବାବା ପକ୍ଷରୁ ଭାରତ ବଜାରରେ…

୯.୫% ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୭।୭: କରୋନା ଯୋଗୁ ବିଶ୍ୱବଜାର ଗଭୀର କ୍ଷତି ସାମ୍ନା କରୁଛି। ସାରା ବିଶ୍ୱରେ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇପଡିଛି। ବର୍ତ୍ତମାନ ଶିଳ୍ପ ଜଗତ ଟ୍ରାକ୍‌କୁ ଫେରି ନ ଥିବା ବେଳେ ବଜାର କ୍ଷତିରେ ଚାଲିଛି। ପୂର୍ବରୁ ମାନ୍ଦାବସ୍ଥା ଦେଇ…

ରିଲାଏନ୍ସ -ସାଉଦି ଆରାମ୍‌କୋ ଡିଲ୍‌ ଅଟକିଲା

ନୂଆଦିଲ୍ଲୀ,୧୬।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌(ଆର୍‌ଆଇଏଲ୍‌) ଏହାର ଅଏଲ୍‌ ଟୁ କେମିକାଲ (ଓଟୁସି) କାରବାରର ୨୦% ଅଂଶଧନ ସାଉଦି ଆରାମ୍‌କୋ ନାମକ କମ୍ପାନୀକୁ ବିକ୍ରି କରିବାକୁ ଯୋଜନା ରଖାଯାଇଥିଲା। ଏ ନେଇ ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଜାରି ରହିଥିଲା। ହେଲେ ଏହି…

ମାନ୍ଦାବସ୍ଥାରୁ ବଞ୍ଚିଗଲା ଚାଇନା; ଦ୍ୱିତୀୟ ତ୍ରୈମାସ ଜିଡିପି ୩.୨%

ନୂଆଦିଲ୍ଲୀ,୧୬।୭: ଚଳିତ ବର୍ଷ ଏପ୍ରିଲ-ଜୁନ୍‌ ସମୟ ଅବଧିରେ ଚାଇନାର ଜିଡିପି ଅଭିବୃଦ୍ଧି ୩.୨% ରହିଛି। ଚାଇନାର ନ୍ୟାଶନାଲ ବ୍ୟୁରୋ ଅଫ୍‌ ଷ୍ଟାଟିଷ୍ଟିକ୍ସ ପକ୍ଷରୁ ଗୁରୁବାର ପ୍ରକାଶିତ ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। କରୋନା ଭାଇରସ୍‌ ଯୋଗୁ ଚଳିତ ବର୍ଷ ଜାନୁୟାରୀ ମାର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?