ବାଣିଜ୍ୟ

ଫ୍ୟୁଚର ଗ୍ରୁପ୍‌ରେ ଅଂଶଧନ କିଣିପାରେ ରିଲାଏନ୍ସ

ନୂଆଦିଲ୍ଲୀ,୨୭।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁକେଶ ଅମ୍ବାନୀ ବର୍ତ୍ତମାନ ଚର୍ଚ୍ଚାରେ ରହି ଆସିଛନ୍ତି। ରିଟେଲ କାରବାରରେ ନିଜର ଉପସ୍ଥିତିକୁ ଦୃଢ କରିବା ଲାଗି ରିଲାଏନ୍ସ ଫ୍ୟୁଚର ଗ୍ରୁପ୍‌ରେ ଅଂଶଧନ କିଣିପାରେ ବୋଲି କୁହାଯାଉଛି। କିଶୋର ବିୟାନୀଙ୍କ ମାଲିକାନାରେ ପରିଚାଳିତ ଫ୍ୟୁଚର ଗ୍ରୁପ୍‌ରେ ଅଂଶଧନ…

ଆଉ ୪୭ ଚାଇନା ଆପ୍‌ ବ୍ୟାନ୍‌: ପବ୍‌ଜୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୨୭।୭: ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ୫୯ ଚାଇନା ମୋବାଇଲ ଆପ୍ଲିକେଶନ ଉପରେ କଟକଣା ଲଗାଇଥିଲେ। ସୋମବାର ପୁଣି ଥରେ ୪୭ ଚାଇନା…

କେମିତି ମିଳିବ ଅର୍ଥ ବ୍ୟବସ୍ଥାକୁ ଗତି: ମନ୍ତ୍ର ଦେଲେ ଶକ୍ତିକାନ୍ତ

ମୁମ୍ବାଇ,୨୭।୭: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଏହି ସମୟରେ ଅର୍ଥ ବ୍ୟବସ୍ଥାର ଗତିବିଧିକୁ ବଢ଼ାଇବାର ଉପାୟ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଭିତ୍ତିଭୂମି…

୨୦୧୯-୨୦ରେ ଓଡ଼ିଶାକୁ ୫୧୨୨ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୭।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ବାବଦ ଓଡ଼ିଶାକୁ ମୋଟ ୫,୧୨୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟଗୁଡିକୁ ମୋଟ ୧୩,୮୦୬ କୋଟି ଟଙ୍କା କ୍ଷତିପୂରଣ ରାଶି…

ଭାରତରେ ଅର୍ଦ୍ଧାଧିକ କର୍ମଚାରୀଙ୍କୁ ଛଟେଇ କରିବ ହୁଆଓ୍ବି

ନୂଆଦିଲ୍ଲୀ,୨୭।୭: ଚାଇନା ସେନା ଦ୍ୱାରା ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା କମ୍ପାନୀଗୁଡିକ ଉପରେ ଭାରତ ସରକାର କଟକଣା ଲାଗୁ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୫୯ ଚାଇନା ଉପରେ ବ୍ୟାନ୍‌ ଲାଗିବାରୁ ସେଠାକାର କମ୍ପାନୀଗୁଡିକ ଭାରତରେ କାରବାର କରିବା…

ରେକର୍ଡ ସ୍ତରରେ ସୁନା: ଦର ୫୧,୮୩୩ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ,୨୭।୭: ଗତ କିଛି ସପ୍ତାହ ଧରି ସୁନା ଦର ଭାରତରେ ବୃଦ୍ଧି ଘଟୁଥିବା ବେଳେ ଦରରେ ବିରତି ଲାଗୁନାହିଁ। ବିଦେଶୀ ବଜାର କାରଣରୁ ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମ୍‌ସିଏକ୍ସ)ରେ ସୋମବାର ପ୍ରାରମ୍ଭିକ କାରବାରରେ ସୁନା ଦର ବିଶେଷ ବୃଦ୍ଧି ହୋଇଥିବା ଜଣାପଡିଛି। ସୁନା…

ଏହି ଯୋଜନାରେ ନିବେଶକରି ପାଆନ୍ତୁ ଜବରଦସ୍ତ ଲାଭ, ଦୁଇଗୁଣା ହେବ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦେଶରେ ଅନେକ ସରକାରୀ ସ୍କିମ୍‌ ରହିଛି ଯେଉଁଥିରେ ସ୍ବଳ୍ପ ପରିମାଣର ନିବେଶକରି ଏହାର ଭରପୂର ଲାଭ ଉଠାଇପାରିବେ। ଏହା ମଧ୍ୟରେ ପୋଷ୍ଟ ଅଫିସର ବିଭିନ୍ନ ସ୍ମଲ୍‌ ସେଭିଂ ସ୍କିମ୍‌ ସାମିଲ ରହିଛି। ଡାକଘରର ସବୁ ଯୋଜନାକୁ କେନ୍ଦ୍ର ସରକାର ପରିଚାଳନା…

ରେପୋ ହ୍ରାସ କରିପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୨୭।୭: କରୋନା ଭାଇରସ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ସବୁ କିଛି ଟ୍ରାକକୁ ଫେରିବା କଷ୍ଟକର ହେଉଛି। ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ଟ୍ରାକ୍‌କୁ ଆଣିବାକୁ ସରକାର…

ଗଡ଼ିବ ପ୍ରାଇଭେଟ ମାଲ୍‌ବାହୀ ଟ୍ରେନ

ନୂଆଦିଲ୍ଲୀ,୨୭।୭: ଦେଶ ମଧ୍ୟରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଇବା ଲାଗି ରେଲଓ୍ବେ ଯୋଜନାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଉଛି। ଏଭଳି ସ୍ଥିତିରେ ଘରୋଇ ବଜାରରେ ଘରୋଇ ମାଲ୍‌ବାହୀ ଟ୍ରେନ ଚଳାଚଳ ନେଇ ରେଲଓ୍ବେର ମଧ୍ୟ ଯୋଜନା ରହିଥିବା ଜଣାପଡିଛି। ଯୋଜନା କାର୍ଯ୍ୟକାରୀ ହେଲେ…

୮୦ ଟଙ୍କା ଟପିଲା ଡିଜେଲ ଦର

ଭୁବନେଶ୍ୱର,୨୬।୭: କରୋନା ସଂକ୍ରମଣକୁ ନେଇ ବର୍ତ୍ତମାନ ଲୋକମାନେ ଚିନ୍ତାରେ ରହିଥିବା ବେଳେ ଡିଜେଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଫଳରେ ତେଲ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରି ପକାଇଛି। ଶନିବାର ଭୁବନେଶ୍ୱରରେ ଡିଜେଲ ଦର ୧୫ ପଇସା ବୃଦ୍ଧି…

କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଅଫର କଲା ବିପିସିଏଲ୍‌

ନୂଆଦିଲ୍ଲୀ,୨୬।୭: ଦେଶର ଦ୍ୱିତୀୟ ସର୍ବବୃହତ୍‌ ତୈଳ ବିପଣନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌)କୁ ଘରୋଇକରଣ କରିବା ଲାଗି ସରକାର ଯୋଜନା ରଖିଛନ୍ତି। ଏଥି ଲାଗି କମ୍ପାନୀ ପକ୍ଷରୁ ଏହାର କର୍ମଚାରୀଙ୍କ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌) ସମ୍ପର୍କରେ ଘୋଷଣା କରାଯାଇଛି।…

ଡାକ ମେସେଞ୍ଜର ସେବା ବନ୍ଦ କଲା ରେଲଓ୍ବେ

ନୂଆଦିଲ୍ଲୀ,୨୬।୭: ବର୍ତ୍ତମାନ କରୋନା ଯୋଗୁ ରେଲଓ୍ବେର ରାଜସ୍ବ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ଏହା ଖର୍ଚ୍ଚକାଟ ଯୋଜନାକୁ ଜୋରଦାର କରିଛି। ଏହି ଯୋଜନା ମୁତାବକ ରେଲଓ୍ବେ ଇଂଗ୍ରେଜ ଅମଳରୁ ଚାଲି ଆସୁଥିବା ଡାକ ମେସେଞ୍ଜର ସେବାକୁ ବନ୍ଦ କରି ଦେଇଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?