ବାଣିଜ୍ୟ

ସତର୍କ କରାଇଲେ ରଘୁରାମ ରାଜନ

ନୂଆଦିଲ୍ଳୀ,୨୪।୭: ସରକାରଙ୍କ କରଜ ବୃଦ୍ଧିକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସତର୍କ କରାଇଛନ୍ତି। ବୁଧବାର ରାଜନ କହିଛନ୍ତି ଯେ, ଆର୍ଥତ୍କ ମାନ୍ଦାବସ୍ଥା ସ୍ଥିତିରେ ନିଜ ପାଖରେ ନଗଦ ରହିବା ଯୋଗୁ ରିଜର୍ଭ ବ୍ୟାଙ୍କ ସରକାରଙ୍କ ଋଣକୁ କ୍ରୟ…

ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମୟ ଧାର୍ଯ୍ୟ ହୋଇନି

ନୂଆଦିଲ୍ଳୀ,୨୪।୭: ବ୍ୟାଙ୍କ ଋଣ ଖିଲାପି ମାମଲାରେ ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଲଣ୍ଡନର ଏକ ନ୍ୟାୟାଳୟ କରୁଛନ୍ତି। ମାମଲା ଶେଷକରି ମାଲ୍ୟାଙ୍କୁ ବ୍ରିଟେନ କେବେ ଭାରତ ପଠାଇବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏଭଳି ସ୍ଥିତିରେ…

ଶୀଘ୍ର ଆସିବ ବାଧ୍ୟତାମୂଳକ ଇ-ଇନ୍‌ଭଏସିଂ

ମାଙ୍ଗାଲୋର,୨୪।୭: ଇ-ଇନଭଏସିଂ ସ୍କିମାକୁ ଶୀଘ୍ର ବାଧ୍ୟତାମୂଳକ କରାଯିବ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ଗୋଟିଏ ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ବାର୍ଷିକ ୫୦୦ କୋଟି କିମ୍ବା ଏହାଠାରୁ ଅଧିକ ପରିମାଣର କାରବାର…

ମାନୁଫାକ୍‌ଚରିଂକୁ ମିଳିବ ଅଧିକ ପ୍ରୋତ୍ସାହନ

ନୂଆଦିଲ୍ଲୀ,୨୪।୭: ଘରୋଇ ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବା ଲାଗି ସରକାର ଅଧିକ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛି। ଏହି କ୍ଷେତ୍ରଗୁଡ଼ିକୁ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ସୁବିଧା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କରୋନା ଭାଇରସ୍‌ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ…

ବିଶ୍ୱର ଟପ ୫୦ କମ୍ପାନୀ ମଧ୍ୟରେ ରିଲାଏନ୍ସ

ଭୁବନେଶ୍ୱର,୨୩।୭: ଭାରତର ସୁପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସମସ୍ତ ରେକର୍ଡ ଭଙ୍ଗ କରି ବିଶ୍ୱର ଟପ ୫୦ କମ୍ପାନୀ ମଧ୍ୟରେ ସାମିଲ ହୋଇଛି। ଦେଶର କୌଣସି ଏକ କମ୍ପାନୀ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ…

୬% ଖସିଯିବ ଜିଡିପି

ମୁମ୍ବାଇ,୨୩।୭: ଦେଶ ମଧ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରୁନାହିଁ। ଏଥି ଲାଗି ରାଜ୍ୟଗୁଡିକ ସ୍ତରରେ ପୁଣି ଥରେ ଲକଡାଉନ କରିବାକୁ ପଡୁଛି। ଏଥି ଯୋଗୁ ବିଗିଡିଥିବା ବଜାର ସ୍ଥିତି ଠିକ୍‌ ହେବା ଲାଗି ଅଧିକ ସମୟ ଲାଗୁଛି। ଏଭଳି ସ୍ଥିତିରେ ମହାମାରୀର…

୧୫% ବଢ଼ିବ ବ୍ୟାଙ୍କ କର୍ମଚାରୀଙ୍କ ବେତନ

ମୁମ୍ବାଇ,୨୨।୭: ବ୍ୟାଙ୍କ କର୍ମଚାରୀଙ୍କ ଲାଗି ଖୁସି ଖବର। ଏହି କର୍ମଚାରୀଙ୍କ ବେତନ ୧୫% ବଢ଼ିବ ବୋଲି ଜଣାପଡ଼ିଛି। ସେହିଭଳି ଏମାନେ ୨୦୧୭ ନଭେମ୍ବରରୁ ଏରିୟର ପାଇବେ। ଏହି ସମୟରେ ଇନ୍‌ସେଣ୍ଟିଭର ଫାଇଦା ମଧ୍ୟ କର୍ମଚାରୀଙ୍କୁ ମିଳିବ। ବ୍ୟାଙ୍କର୍ସ ପର୍‌ଫରମାନ୍ସ ଲିଙ୍କ୍‌ଡ ଇନ୍‌ସେଣ୍ଟିଭ…

ଏଚ୍‌ସିଏଲ୍‌ ଦେବ ୧୫ ହଜାର ନିଯୁକ୍ତି

ନୂଆଦିଲ୍ଲୀ,୨୨।୭: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଏଚ୍‌ସିଏଲ୍‌ ଚଳିତ ବର୍ଷ ୧୫ ହଜାର ନିଯୁକ୍ତି ଦେବ। ଗତ ବର୍ଷ କମ୍ପାନୀ ୯ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା। ଚଳିତ ବର୍ଷ ଏହା ତୁଳନାରେ ଅଧିକ ୬ ହଜାର ଲୋକଙ୍କୁ ନିଯୁକ୍ତି ଯୋଗାଣ…

ବଜାରରେ ମୋଦି ରାଖୀ

ନୂଆଦିଲ୍ଲୀ,୨୨।୭: ଚାଇନା ସେନା ଆକ୍ରମଣରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଭାରତରେ ଚାଇନା ସାମଗ୍ରୀ ବର୍ଜନ ଅଭିଯାନ ଜୋର୍‌ଦାର ହୋଇଛି। ଚଳିତ ବର୍ଷ ଚାଇନା ରାଖୀକୁ ଟକ୍କରଦେବା ଲାଗି ବଜାରକୁ ମୋଦି ରାଖୀ ଆସିଛି। ଏହାବାଦ ବଜାରରେ ମୋଦି…

ମୁକେଶ ବିଶ୍ୱର ୫ମ ଧନୀ

ନୂଆଦିଲ୍ଲୀ,୨୨।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ୱର ୫ମ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଜୁଲାଇ ଦ୍ୱିତୀୟ ସପ୍ତାହରେ ସେ ବିଶ୍ୱ ଧନୀ ତାଲିକାରେ ୬ ନମ୍ବର ସ୍ଥାନରେ ରହିଥିଲେ। ସେହି ସମୟରେ ତାଙ୍କ ସମ୍ପତ୍ତି ୭୨.୪ ବିଲିୟନ…

୪୦% ବେତନ ହ୍ରାସ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୨।୭: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ପକ୍ଷରୁ ଏହାର କ୍ୟାବିନ କ୍ରିଉ ଏବଂ କକ୍‌ପିଟ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେତନ ଏପ୍ରିଲ ପହିଲାଠାରୁ ହ୍ରାସ କରିଛି। ଏହି ବର୍ଗରେ ୪୦% ବେତନ ହ୍ରାସ କରାଯାଇଥିବା ବିମାନ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି…

୫୦,୯୨୦ ଟଙ୍କା ଛୁଇଁଲା ସୁନା

ନୂଆଦିଲ୍ଲୀ,୨୨।୭: ଗତ ୨ ଦିନ ଧରି ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହେବା ସହ ୧୦ ଗ୍ରାମ ପିଛା ଦର ୫୦ ହଜାର ଟଙ୍କା ଟପିଛି। ବୁଧବାର ନୂଆଦିଲ୍ଲୀରେ ସୁନା ଦର ୫୦,୯୨୦ ଟଙ୍କା ଛୁଇଁଥିବା ଜଣାପଡିଛି। ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?