ବାଣିଜ୍ୟ

ଆଲିବାବା ପ୍ରତିଷ୍ଠାତାଙ୍କୁ ସମନ

ନୂଆଦିଲ୍ଲୀ,୨୬।୭: ଆଲିବାବା ପ୍ରତିଷ୍ଠାତା ଜ୍ୟାକ୍‌ ମାଙ୍କୁ ଗୁରୁଗ୍ରାମର ନ୍ୟାୟାଳୟ ସମନ ଜାରି କରିଛନ୍ତି। ଭାରତରେ କମ୍ପାନୀର ସହାୟକ ସଂସ୍ଥା ୟୁସି ନ୍ୟୁଜର ଜଣେ କର୍ମଚାରୀଙ୍କ ଅଭିଯୋଗ ଆଧାରରେ କୋର୍ଟ ଏଭଳି ସମନ ଜାରି କରିଛନ୍ତି। ସେହି କର୍ମଚାରୀଙ୍କୁ କମ୍ପାନୀ ବେଆଇନ ଭାବେ…

୮୪୨ କୋଟି ଟଙ୍କାର ଶେୟାର ବିକିଲେ ଆଦିତ୍ୟ ପୁରୀ

ନୂଆଦିଲ୍ଲୀ,୨୬।୭: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଆଦିତ୍ୟ ପୁରୀ ବ୍ୟାଙ୍କରେ ଥିବା ତାଙ୍କର ମୋଟ ଶେୟାର ମଧ୍ୟରୁ ୭.୪୨ ନିୟୁତ(୯୫%) ଶେୟାର ବିକ୍ରି କରି ଦେଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୮୪୨.୮୭ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ୧୯୯୪ରେ ସ୍ଥାପନ…

ଶସ୍ତା ହେଲା ସାମ୍‌ସଙ୍ଗର ଏହି ଫୋନ, କମ୍‌ ମୂଲ୍ୟରେ ଜବରଦସ୍ତ ଫିଚର୍ସ

ଦକ୍ଷିଣ କୋରିଆର ଟେକ କମ୍ପାନୀ ସାମସଙ୍ଗ ଭାରତରେ ସ୍ମାର୍ଟଫୋନ ବଜାରକୁ ଅଧିକ ବୃଦ୍ଧି କରିବାକୁ ଚେଷ୍ଟା କରୁଛି। ଲୋକଙ୍କୁ ସୁହାଇବା ଭଳି କମ୍ପାନୀ ଗୋଟିଏ ପରେ ଗୋଟିଏ ଫୋନ ଶସ୍ତା କରିବାରେ ଲାଗିଛି। ଅତୀତରେ ଗାଲାକ୍ସି ଏ୫୧ର ମୂଲ୍ୟ ହ୍ରାସ କରିବା…

ଖୁଚୁରା ବଜାରରେ କରୋନା ପ୍ରହାର: ବ୍ୟବସାୟିକ କ୍ଷତି ୩ ହଜାର କୋଟି

ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍‌-୧୯ ଏବଂ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ରିଟେଲ ବିଜ୍‌ନେସ୍‌ ବା ଖୁଚୁରା ବ୍ୟବସାୟ ବିଶେଷମାତ୍ରାରେ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ୩ହଜାର କୋଟି ଟଙ୍କାର କ୍ଷତି ଖୁଚୁରା ବ୍ୟବସାୟକୁ ସହିବାକୁ ପଡ଼ିଛି। କେବଳ ଏତିକି ନୁହେଁ, ରାଜ୍ୟର…

କନ୍ଦାଇପାରେ ଦରଦାମ ବୃଦ୍ଧି

ନୂଆଦିଲ୍ଲୀ,୨୬।୭: କରୋନା ପାଇଁ ଲାଗୁ ହୋଇଥିବା କଟକଣା ଧୀରେ ଧୀରେ କୋହଳ ହେଉଛି। ହେଲେ ଦେଶର କଳକାରଖାନାଗୁଡ଼ିକରେ ଉତ୍ପାଦନ ହେଉକି କରୋନା ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ସମଗ୍ର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଟ୍ରାକ୍‌କୁ ଫେରିପାରିନାହିଁ। ଏଭଳି ସ୍ଥିତିରେ ଚାହିଦା ମଧ୍ୟ କ୍ଷତିଗ୍ରସ୍ତ…

ଜୁଲାଇରେ ୯ଥର ବଢିଛି ଡିଜେଲ ଦର

ଭୁବନେଶ୍ୱର,୨୬।୭: ଚଳିତ ମାସ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଚାଲିଛି। ଶନିବାର ତୈଳ ବିପଣନ କମ୍ପାନୀଗୁଡ଼ିକ ଦର ପରିବର୍ତ୍ତନ କରିବା ଫଳରେ ଡିଜେଲ ଲିଟର ପିଛା ୧୫ ପଇସା ବୃଦ୍ଧି ଘଟିଛି। ଭୁବନେଶ୍ୱରରେ ଡିଜେଲ ଦର ୭୯.୭୩ ଟଙ୍କାରୁ ବୃଦ୍ଧି…

ଆମେରିକାରେ ତେଲ ଭଣ୍ଡାର ସ୍ଥାପନ ନେଇ ପ୍ରଶ୍ନ ଉଠିଲା

ନୂଆଦିଲ୍ଲୀ,୨୬।୭: ନିର୍ଦ୍ଧାରିତ ଯୋଜନା ମୁତାବକ ଦେଶରେ ଋଣନୈତିକ ତୈଳ ଭଣ୍ଡାର ସ୍ଥାପନ ନ ହେବାକୁ ନେଇ ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ତଥା କଂଗ୍ରେସ ନେତା ଏମ୍‌.ବୀରପ୍ପା ମୋଇଲି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ଏଭଳି ଯୋଜନା ହାତକୁ ନେଇ ଗଭୀର…

ଚିନ୍ତାରେ ସୁନା ଶିଳ୍ପ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ,୨୬।୭: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଏହାର ଅଣ୍ଟାକୁ ଭାଙ୍ଗି ଦେଇଛି। ଏହି ସମୟରେ ସୁନା ଦର ଲଗାତର ଭାବେ ବଢୁଥିବା ନଜରକୁ ଆସିଛି। ଏଭଳି ଲଗାତର ସୁନା ଦର ବଢ଼ି ଚାଲିଲେ ଏହା…

କରୋନା ସମୟରେ ଏହି ବ୍ୟାଙ୍କର ନେଟ୍‌ ଲାଭ ୩୬% ବଢ଼ିଲା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ନେଟ୍‌ ଲାଭ ୩୬% ବୃଦ୍ଧି ଘଟିଛି। ଏହି ସମୟରେ ବ୍ୟାଙ୍କ ୨୫୯୯ କୋଟି ଟଙ୍କା ଲାଭ ହାସଲ କରିଥିବା ଶନିବାର ରେଗୁଲେଟୋରି ଫାଇଲିଂରେ ସୂଚନା ଦେଇଛି। ଏହି ସମୟରେ ବ୍ୟାଙ୍କର…

ଇନଫୋସିସ ସହ-ପ୍ରତିଷ୍ଠାତାଙ୍କ ପରିବାର ବିକିଲେ ୮୫ ଲକ୍ଷ ଶେୟାର

ବାଙ୍ଗାଲୋର,୨୫।୭: ଇନ୍‌ଫୋସିସ ସହ ପ୍ରତିଷ୍ଠାତା ଏସ୍‌.ଡି ଶିବୁଲାଲଙ୍କ ପରିବାର ସଦସ୍ୟ କମ୍ପାନୀରେ ଥିବା ସେମାନଙ୍କ ମୋଟ ଶେୟାର ମଧ୍ୟରୁ ୮୫ ଲକ୍ଷ ଶେୟାର ବିକ୍ରି କରିଦେଇଛନ୍ତି। ଚଳିତ ମାସ ୨୨ରୁ ୨୪ ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଥିବା ରେଗୋଲେଟୋରୀ…

କରୋନା ପ୍ରଭାବ; କର୍ମଚାରୀଙ୍କ ଏକ ବଡ ଅଂଶକୁ ଛୁଟିରେ ପଠାଇଲା ଟାଟା କମ୍ୟୁନିକେଶନ

ନୂଆଦିଲ୍ଲୀ,୨୫।୭: କରୋନା ପ୍ରଭାବ ଘରୋଇ ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥି ଯୋଗୁ ଟାଟା କୁମ୍ୟୁନିକେଶନ ଏହାର କର୍ମଚାରୀଙ୍କ ଏକ ବଡ ଅଂଶକୁ ଛୁଟିରେ ପଠାଇଥିବା ଜଣାପଡିଛି। ପ୍ରାୟ ୪୦୦ କର୍ମଚାରୀଙ୍କୁ ପେଡ୍‌ ଲିଭ୍‌ ମିଳିଥିବା ବେଳେ କିଛି କର୍ମଚାରୀଙ୍କୁ ବିନା…

ମାସ୍କ ଇନୋଭେସନରେ ବେଲ୍‌ଜିୟମ ଆଗରେ

ନୂଆଦିଲ୍ଲୀ,୨୫।୭: କରୋନା ସମୟରେ ମାସ୍କ ଲଗାଇବା ଜରୁରୀ ହୋଇ ପଡିଛି। ଏଥି ଲାଗି ବଜାରରେ ବିଭିନ୍ନ ବର୍ଗରେ ମାସ୍କ ଉପଲବ୍ଧ ହେଉଛି। ଏଭଳି ସ୍ଥିତିରେ ମାସ୍କ ଇନୋଭେସନ କଥା ବିଚାରକୁ ନେଲେ ବେଲଜିୟମ ଆଗରେ ରହିଥିବା ଏକ ରିପୋର୍ଟ ଆସିଛି। ବେଲଜିୟମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?