ବାଣିଜ୍ୟ

ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚର ଗିରଫ

ନୂଆଦିଲ୍ଲୀ,୮।୯ : ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ଗିରଫ କରିଛି। ବେଆଇନ ଅର୍ଥ କାରବାର ଆଇନ ଅଧୀନରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ପ୍ରାୟ ଦେଢ ବର୍ଷ ପୂର୍ବରୁ…

ଜିଡିପି ହ୍ରାସ ଅତ୍ୟନ୍ତ ଚିନ୍ତାଜନକ:ରଘୁରାମ ରାଜନ

ନୂଆଦିଲ୍ଲୀ,୮।୯ : ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ୍‌ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) -୨୩.୯% ଖସିଛି। ଅର୍ଥ ବ୍ୟବସ୍ଥାରେ ଏଭଳି ହ୍ରାସ ଅତ୍ୟନ୍ତ ଚିନ୍ତାଜନକ। ଏଭଳି ସ୍ଥିତିରେ ଅମଲାତନ୍ତ୍ର ଜରୁରୀ କାର୍ଯ୍ୟପନ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି…

କୋକାକୋଲା ଇଣ୍ଡିଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସଙ୍କେତ

ଭୁବନେଶ୍ୱର,୮।୯ : ମୃଦୁପାନୀୟ କମ୍ପାନୀ କୋକାକୋଲା ଏହାର ଭାରତ ତଥା ଦକ୍ଷିଣ ପଶ୍ଚିମ ଏସିଆ କାରବାରର ମୁଖ୍ୟ ଭାବେ ସଙ୍କେତ ରାଏଙ୍କୁ ନିଯୁକ୍ତ କରିଛି। ରାୟ ଭୁବନେଶ୍ୱର ବାସିନ୍ଦା ହୋଇଥିବା ବେଳେ ଏନ୍‌ଆଇଟି,ଭୋପାଳରୁ ମେକାନିକାଲ ଇଞ୍ଜିନିୟରିଂ ଏବଂ ଏକ୍ସଆଇଏମ୍‌ବିରୁ ଏମ୍‌ବିଏ ଡିଗ୍ରୀ…

ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲା ଶୁଣାଣି ଆରମ୍ଭ

ଲଣ୍ଡନ,୮।୯ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ୧୩,୫୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ପଳାତକ ଘୋଷିତ ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲାର ଶୁଣାଣି ଲଣ୍ଡନରେ ଆରମ୍ଭ ହୋଇଛି। ଲଣ୍ଡନର ଓ୍ବେଷ୍ଟମିନ୍‌ଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ସୋମବାରଠାରୁ ସାତଦିନ ବ୍ୟାପୀ ଏହି…

ଏଟିଏମ୍‌, ବ୍ୟାଙ୍କରୁ ହଟିବନି ଆଞ୍ଚଳିକ ଭାଷା

ନୂଆଦିଲ୍ଲୀ,୮।୯ : ବ୍ୟାଙ୍କ ଏବଂ ଏଟିଏମ୍‌ (ଅଟୋମେଟେଡ୍‌ ଟେଲର ମେଶିନ)ରୁ ଆଞ୍ଚଳିକ ଭାଷା ହଟିବ ନାହିଁ। ଏ ନେଇ ସରକାର କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କ କିମ୍ବା ଏଟିଏମ୍‌ ଲାଗି କୌଣସି ନିର୍ଦ୍ଦେଶ ଜାରି…

ଆସିପାରେ ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ,୮।୯ : କରୋନା ଯୋଗୁ ଲୋକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ସରକାର ଆଉ ଏକ ପ୍ୟାଜେକ ଲୋକଙ୍କ ଲାଗି ଆଣିପାରନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଅଣ ବେତନଭୋଗୀ ମଧ୍ୟବିତ୍ତ ପରିବାର ଏବଂ…

୨୬ କମ୍ପାନୀର ଘରୋଇକରଣ ହେବ

ନୂଆଦିଲ୍ଲୀ,୭।୯ : ପ୍ରାୟ ୨୩ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜୁଲାଇ ୨୭ରେ ଘୋଷଣା କରିଥିଲେ। ଏ ନେଇ ସରକାର ବର୍ତ୍ତମାନ ପ୍ରସ୍ତୁତି କରୁଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ବର୍ତ୍ତମାନ ମଞ୍ଜୁରୀ ମିଳିଥିବା ଜଣାପଡିଛି। କେଉଁ…

ଜିଡିପିକୁ ଲାଗିପାରେ ୨୦ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୪ ଦଶନ୍ଧିର ସର୍ବନିମ୍ନ ସ୍ତର -୨୩.୯% ଖସିଛି। ଲକ୍‌ଡାଉନ ଋଣନୀତି ଠିକ୍‌ ନ ହେବା ଯୋଗୁ ଏହାର ପରିଣାମ ଅର୍ଥ ବ୍ୟବସ୍ଥାକୁ ଭୋଗିବାକୁ ପଡିଥିବା…

୬୯ ହଜାର ପେଟ୍ରୋଲ ପମ୍ପରେ ମିଳିବ ଇ-ଯାନ ଚାର୍ଜିଂ ସୁବିଧା

ନୂଆଦିଲ୍ଲୀ,୭।୯ : ଦେଶର ପ୍ରାୟ ୬୯ ହଜାର ପେଟ୍ରୋଲ ପମ୍ପରେ ଇ-ଯାନ ଚାର୍ଜିଂ କରାଇବା ନେଇ ସୁବିଧା ଉପଲବ୍ଧ କରାଯିବ। ଏହି ଷ୍ଟେଶନଗୁଡିକରେ ଚାର୍ଜିଂ କିୟସ୍କ ଲଗାଇବା ନେଇ ସରକାର ବର୍ତ୍ତମାନ ବିଚାର ବିମର୍ଷ କରୁଛନ୍ତି। ଦେଶ ମଧ୍ୟରେ ବିଦ୍ୟୁତ ଚାଳିତ…

ନିଯୁକ୍ତି ସଙ୍କଟ ଚିନ୍ତାରେ ଯୁବବର୍ଗ

ନୂଆଦିଲ୍ଲୀ,୭।୯ : ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଐତିହାସିକ ନିମ୍ନ ସ୍ତର -୨୩.୯%କୁ ଖସିଛି। ଲଗାତର ଭାବେ ଅଭିବୃଦ୍ଧି ଖସୁ ଥିବାରୁ ଘରୋଇ ବଜାରରେ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇବା କଷ୍ଟକର ହେବ ବୋଲି…

୩୦ ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେବ ଏସ୍‌ବିଆଇ

ନୂଆଦିଲ୍ଲୀ,୭।୯ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏହାର ପ୍ରାୟ ୩୦,୧୯୦ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଯୋଜନା (ଭିଆର୍‌ଏସ୍‌)ରେ ଅବସର ଦେବାକୁ ଯୋଜନା କରୁଛି। ଦେଶର ସବୁଠାରୁ ବଡ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବର୍ତ୍ତମାନ ୨.୪୯ ଲକ୍ଷ କର୍ମଚାରୀ କାମ କରୁଛନ୍ତି।…

୧୦ ଲକ୍ଷ କୋଟିର ଋଣ ପୁନର୍ଗଠନ ହୋଇପାରେ

ନୂଆଦିଲ୍ଲୀ,୭।୯ : ବ୍ୟାଙ୍କଗୁଡିକ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଋଣକୁ ପୁନର୍ଗଠନ କରିପାରନ୍ତି। କୋଭିଡ୍‌ ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୫ରୁ ୬ କ୍ଷେତ୍ର ସହିତ ଏହି ଋଣଗୁଡିକର ସମ୍ପର୍କ ରହିଛି ବୋଲି ଜଣାପଡିଛି। ବେସାମରିକ ବିମାନ ଚଳାଚଳ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?