ବାଣିଜ୍ୟ

ବୁଲେଟ ଟ୍ରେନ୍‌ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ

ଅହମ୍ମଦାବାଦ, ୬ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ସଙ୍କଟ ଯୋଗୁ ଜମି ଅଧିଗ୍ରହଣରେ ସମସ୍ୟା ଏବଂ ଟେଣ୍ଡର ରଦ୍ଦ ଯୋଗୁ ସୃଷ୍ଟି ହୋଇଥିବା ଅସୁବିଧା ଲାଗି ଏହା ପୂର୍ବରୁ…

ବାହାରୁ ଆମଦାନୀ ହେଉଥିବା ମଞ୍ଜି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଲା ଆମାଜନ

ଇ-କମର୍ସ ଜିଆଣ୍ଟ୍‌ ଶନିବାର ଏକ ବିବୃତ୍ତିରେ କହିଛନ୍ତି ଯେ ଆଗକୁ ବଢ଼଼ିବା। ଆମେ କେବଳ ଆମେରିକାରେ ରହୁଥିବା ବିକ୍ରେତାଙ୍କ ଦ୍ୱାରା ମଞ୍ଜି ବିକ୍ରିକୁ ଅନୁମତି ଦେଇଛୁ। ମାତ୍ର ଚାଇନାର ନୁହେଁ। ଜୁଲାଇ ଶେଷରେ କୃଷି ବିଭାଗ ରିପୋର୍ଟ କରିଛି ଯେ, ଆମେରିକୀୟଙ୍କ…

ଭାରତ କିଣୁଛି ସେକେଣ୍ଡ ହ୍ୟାଣ୍ଡ୍‌ ମେଡିକାଲ ଉପକରଣ: ବର୍ଷକୁ ଖର୍ଚ୍ଚ ହେଉଛି ୧୨ ହଜାର କୋଟି

ନୂଆଦିଲ୍ଲୀ, ୬।୯: ପ୍ରତିବର୍ଷ ଭାରତ ୪୫ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ମେଡ଼ିକାଲ ଊପକରଣ ବିଦେଶରୁ ଆମଦାନୀ କରିଥାଏ। ସେଥିମଧ୍ୟରେ ସର୍ଜିକାଲ ଉପକରଣ, ଇମ୍ପ୍ଲାଣ୍ଟ୍‌ ସମେତ ଅନ୍ୟ ଉପକରଣ ରହିଥାଏ। ବିଦେଶରୁ ଆସୁଥିବା ଏସବୁ ଉପକରଣ ଉପରେ ୭.୫ ପ୍ରତିଶତର…

୧୪ ପଇସା କମିଲା ଡିଜେଲ

ଭୁବନେଶ୍ୱର,୬।୯: ଶନିବାର ଭୁବନେଶ୍ୱରରେ ଡିଜେଲ ଦର ୧୪ ପଇସା ହ୍ରାସ ହୋଇଥିବା ଜଣାପଡ଼ିଛି। ଏଠାରେ ଡିଜେଲ ଲିଟର ପିଛା ୧୪ ପଇସା ନିମ୍ନରେ ରହି ୭୯.୭୨ ଟଙ୍କାକୁ ଖସିଛି। ସେହିଭଳି ଏଠାରେ ପେଟ୍ରୋଲ ଦର ଅପରିବର୍ତ୍ତିତ ୮୨.୬୪ ଟଙ୍କା ରହିଛି। ଦେଶର…

୧୨ରୁ ଗଡ଼ିବ ଆଉ ୮୦ ସ୍ପେଶାଲ ଟ୍ରେନ୍‌

ନୂଆଦିଲ୍ଲୀ,୫।୯ : ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ୧୨ ସେପ୍ଟେମ୍ବରଠାରୁ ୮୦ ନୂଆ ସ୍ବତନ୍ତ୍ର ଟ୍ରେନ ଚଳାଇବା ନେଇ ସରକାର ଘୋଷଣା କରିଛନ୍ତି। ଏଥିଲାଗି ୧୦ ସେପ୍ଟେମ୍ବରଠାରୁ ପଞ୍ଜୀକରଣ ଆରମ୍ଭ ହେବ। ବର୍ତ୍ତମାନ ଚଳାଚଳ କରୁଥିବା ୨୩୦ ସ୍ପେଶାଲ ଟ୍ରେନ ପରେ…

କରୋନା ମହାମାରୀ ପରେ ୭ ସୂତ୍ରୀ ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଏପରିସ୍ଥଳେ ଅର୍ଥନୀତିକୁ ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ବିନା କାର୍ଡରେ ଏଟିଏମ୍‌ରୁ ବାହାରିବ ଟଙ୍କା, ଏସ୍‌ବିଆଇ ପରେ ଏହି ବ୍ୟାଙ୍କ ଦେଉଛି ଏପରି ସୁବିଧା

ପ୍ରାୟତଃ ଦେଖାଯାଇଥାଏ ଗ୍ରାହକଙ୍କ ନିକଟରେ ଏଟିଏମ୍‌ କାର୍ଡ ନ ଥିବାରୁ ଟଙ୍କା ଉଠାଇ ପାରି ନ ଥାନ୍ତି। ମାତ୍ର ଏସ୍‌ବିଆଇ ସମେତ ଦେଶର ଅନେକ ବଡ଼ ବ୍ୟାଙ୍କ ଗ୍ରାହକଙ୍କୁ ବିନା କାର୍ଡରେ ନଗଦ ଟଙ୍କା ଉଠାଇବାକୁ ସୁବିଧା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ…

ପ୍ରାୟ ୬ ମାସ ପରେ କମିଲା ଡିଜେଲ

  ଭୁବନେଶ୍ୱର,୪।୯: ପ୍ରାୟ ୬ ମାସ ପରେ ପ୍ରଥମ ଥର ଲାଗି ଡିଜେଲ ଦର କମିଥିବା ନଜରକୁ ଆସିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୧୭ ପଇସା ହ୍ରାସ ପାଇ ୭୯.୮୬ ଟଙ୍କାକୁ ଖସିଛି। ଏଠାରେ ପେଟ୍ରୋଲ ଅପରିବର୍ତ୍ତିତ ୮୨.୬୪…

ଶୁଣାଣି ଶେଷ ଯାଏ ଏନ୍‌ପିଏ ହେବନି ଆକାଉଣ୍ଟ

ନୂଆଦିଲ୍ଲୀ,୪।୯: ମୋରାଟୋରିୟମ ସମୟ ଅବଧିରେ ସୁଧ ଉପରେ ସୁଧ ଲାଗୁ ପ୍ରସଙ୍ଗ ଉପରେ ଗୁରୁବାର ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଅନାଦାୟ ଋଣ (ଏନ୍‌ପିଏ) ଘୋଷଣା ହୋଇନାହିଁ, ସେହି ଖାତାଗୁଡିକୁ ମାମଲା…

୩୮ କୋଇଲା ଖଣି ନିଲାମ ହେବ

ନୂଆଦିଲ୍ଲୀ,୪।୯: କମର୍ସିଆଲ ଖୋଇଲା ଖଣି ନିଲାମ ଲାଗି ଜାରି ହୋଇଥିବା ଖଣିଗୁଡିକର ତାଲିକାରେ ସରକାର କିଛିଟା ସଂଶୋଧନ କରିଛନ୍ତି। ନୂଆ ତାଲିକା ମୁତାବକ ୩୮ କୋଇଲା ଖଣି ନିଲାମ ହେବ ବୋଲି କେନ୍ଦ୍ର ସରକାର ଗୁରୁବାର ସୂଚନା ଦେଇଛନ୍ତି। ୪୧ ଖଣି…

ଭୋଡା-ଆଇଡିଆକୁ ମିଳିପାରେ ଲାଇଫ୍‌ଲାଇନ

ନୂଆଦିଲ୍ଲୀ,୪।୯: ଋଣ ଚାପରେ ଫସି ରହିଥିବା ଟେଲିକମ୍‌ କମ୍ପାନୀ ଭୋଡାଫୋନ-ଆଇଡିଆକୁ ନୂଆ ଲାଇଫ୍‌ଲାଇନ ମିଳିପାରେ। ଏହି କମ୍ପାନୀରେ ପ୍ରାୟ ୨୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବାର ସମ୍ଭାବନା ରହିଛି। ଏହା ହେଲେ ଚାପରେ ରହିଥିବା କମ୍ପାନୀ କାରବାରକୁ ପୁଣି…

୧୧୮ ଆପ୍‌ ବ୍ୟାନକୁ ଚାଇନାର ବିରୋଧ

ନୂଆଦିଲ୍ଲୀ,୪।୯: ଭାରତ ସରକାର ବୁଧବାର ୧୧୮ ଚାଇନା ଆପ୍‌ ବିରୋଧରେ କଟକଣା ଲଗାଇଛନ୍ତି। ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ଚାଇନା ବିରୋଧ କରିଛି। ଏହାକୁ ଚାଇନା ତୀବ୍ର ବିରୋଧ କରୁଥିବା ସେଠାକାର ବାଣିଜ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଗାଓ ଫେଙ୍ଗ ଗୁରୁବାର ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?