ବାଣିଜ୍ୟ

ବେଦାନ୍ତ ଲାଞ୍ଜିଗଡ଼କୁ ସିଆଇଆଇ ଏକ୍ସିଲେନ୍ସ ପୁରସ୍କାର

ଭୁବନେଶ୍ୱର, ୧୩।୯ : ବେଦାନ୍ତ ଲାଞ୍ଜିଗଡ଼ ଚଳିତ ବର୍ଷର ସିଆଇଆଇ ଏକ୍ସିଲେନ୍ସ ପୁରସ୍କାର ପ୍ରାପ୍ତ ହୋଇଛି। କମ୍ପାନୀରେ କାର୍ଯ୍ୟରତ ୨୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କର ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ କ୍ଷେତ୍ରର ଉଲ୍ଲେଖନୀୟ କାର୍ଯ୍ୟପନ୍ଥା ସହ ଦାୟିତ୍ୱବୋଧତା ପାଇଁ ସିଆଇଆଇ ପୂର୍ବାଞ୍ଚଳ ପକ୍ଷରୁ…

କେମିତି କମିବ କୋଭିଡ୍‌ ପ୍ରଭାବ; ସୂତ୍ର ଦେଲା ଆଇଏମ୍‌ଏଫ୍‌

ଓ୍ବାଶିଂଶନ, ୧୨।୯ : ଭାରତର ଅଭିବୃଦ୍ଧି କ୍ଷେତ୍ରରେ କୋଭିଡ୍‌-୧୯ ମହାମାରୀ ଜନିତ ପ୍ରଭାବ ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି। କୋଭିଡ୍‌ ଝଟକା ଭାରତ ପାଇଁ ଅପ୍ରତ୍ୟାଶିତ। ବିଭିନ୍ନ ନୀତି ନିର୍ଦ୍ଧାରଣ ଦ୍ୱାରା ଏହି ସମସ୍ୟାକୁ ସମାଧାନ ଦିଗରେ କାର୍ଯ୍ୟ କରିବାର…

ଅଧିକ ରିଟର୍ନ ଦେବା ଆଳ; ଠକି ନେଇଗଲେ ନିବେଶକଙ୍କ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୨।୯ : ଦେଶର ବିଭିନ୍ନ ରାଜ୍ୟରେ ନିବେଶକଙ୍କୁ ୪୨ ହଜାର କୋଟି ଟଙ୍କା ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ‘ବାଇକ ବୁଟ୍‌’ ନାମରେ ଚିଟ୍‌ ଫଣ୍ଡ ସ୍କିମ୍‌ ଦ୍ୱାରା ଏଭଳି ଠକେଇ ହୋଇଥିବା ଜଣାପଡିଛି। ଏହି ମାମଲା ସହ…

ଫେରୁଛି ଚାହିଦା; ପାସେଞ୍ଜର ଯାନ ବିକ୍ରି ୧୪% ବୃଦ୍ଧି

ନୂଆଦିଲ୍ଲୀ,୧୨।୯ : ଚଳିତ ବର୍ଷ ଅଗଷ୍ଟ ମାସରେ ସାରା ଦେଶରେ ପାସେଞ୍ଜର ଯାନ ବିକ୍ରି ୧୪.୧୬% ବୃଦ୍ଧି ଘଟିଛି। ପୂର୍ବ ମାସଗୁଡିକ ତୁଳନାରେ ଚାହିଦା ପରିବର୍ତ୍ତନ ହେବାରୁ ଗତ ମାସରେ ମୋଟ ୨.୧୫ ଲକ୍ଷ ପାସେଞ୍ଜର ଯାନ ବିକ୍ରି ହୋଇଥିବା ସୋସାଇଟି…

୧୧.୫% ଖସିବ ଜିଡିପି:ମୁଡିସ୍‌

ନୂଆଦିଲ୍ଲୀ, ୧୨।୯ : ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୧୧.୫% ଖସିବ ବୋଲି ରେଟିଂ ଏଜେନ୍ସି ମୁଡିସ୍‌ ଏହାର ପରିବର୍ତ୍ତିତ ଆକଳନରେ କହିଛି। ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ୪% ଖସିବା ନେଇ ଏହି ଏଜେନ୍ସି ପୂର୍ବରୁ…

ରାଜ୍ୟଗୁଡ଼ିକୁ ୬୧୯୫ କୋଟି

ନୂଆଦିଲ୍ଲୀ, ୧୨।୯ : କେନ୍ଦ୍ର ସରକାର ୧୪ ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜସ୍ବ ନିଅଣ୍ଟ କ୍ଷେତ୍ରରେ ଗ୍ରାଣ୍ଟର ମାସିକ କିସ୍ତି ଭାବେ ଏଭଳି ଅର୍ଥ ରାଶି ପ୍ରଦାନ କରାଯାଇଛି। ୧୫ ଦଶ ଅର୍ଥ ଆୟୋଗ ଏଭଳି ଗ୍ରାଣ୍ଟ…

ଶିଳ୍ପ ଉତ୍ପାଦନ ୧୦.୪% ଖସିଲା

ନୂଆଦିଲ୍ଲୀ, ୧୨।୯ : କୋଭିଡ୍‌-୧୯ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଝଟକା ଦେଇଛି। ଭାରତୀୟ ବଜାରରେ ଲାଗୁ ହୋଇଥିବା ଲକ୍‌ଡାଉନ କାରଣରୁ ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ଚଳିତ ବର୍ଷ ଜୁଲାଇ ମାସରେ ୧୦.୪% ଖସିଛି। ମାନୁଫାକ୍‌ଚରିଂ, ଖଣି ଏବଂ ଶକ୍ତି ଉତ୍ପାଦନ…

ଘୁଞ୍ଚିବ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ, ୧୨।୯ : ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦର ପରବର୍ତ୍ତୀ ବୈଠକ ଅକ୍ଟୋବର୫କୁ ଘୁଞ୍ଚିବ। ପ୍ରକ୍ରିୟା ସହ ଜଡିତ ୨ ଜଣ ବ୍ୟକ୍ତି ବିଶେଷ ଏ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୯ରେ ଏହି ବୈଠକ ଅନୁଷ୍ଠିତ…

ଷ୍ଟାର୍ଟ ଅପ୍‌ ର଼୍ୟାଙ୍କିଙ୍ଗ୍‌-୨୦୧୯: ଲିଡର୍ସ ରାଜ୍ୟ ବର୍ଗରେ ଓଡ଼ିଶା

ନୂଆଦିଲ୍ଲୀ,୧୨।୯ : ଷ୍ଟାର୍ଟ ଅପ୍‌ ର଼୍ୟାଙ୍କିଙ୍ଗ୍‌-୨୦୧୯ର ଦ୍ୱିତୀୟ ସଂସ୍କରଣକୁ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି। ସାରା ଦେଶରେ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ପ୍ରୋତ୍ସାହନ ଏବଂ ଏଥିଲାଗି ଭିତ୍ତିଭୂମି ଯୋଗାଣକୁ ନେଇ…

ସ୍ତ୍ରୀ କୋକିଲାବେନ୍‌ଙ୍କୁ ପସନ୍ଦ ଥିଲା ସ୍ବାମୀ ଧୀରୁଭାଇ ଅମ୍ବାନୀଙ୍କ ପ୍ରେମ ପ୍ରକାଶ କରିବାର ଶୈଳୀ: ଏପରି ଥିଲା ଲଭ୍‌ଷ୍ଟୋରୀ

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ଅନ୍ତର୍ଭୁକ୍ତ ଅମ୍ବାନୀ ପରିବାର ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଏହି ପରିବାରର ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ବିଶ୍ୱରେ ଅମ୍ବାନୀ ପରିବାରରକ୍ଷ୍ୟାତି ଅର୍ଜନ କରିଥିବା ଧୀରୁଭାଇଙ୍କ ପ୍ରେମ ଜୀବନ ବିଷୟରେ…

ସେପ୍ଟେମ୍ବର ୨୮ ଯାଏ ବଢ଼ିଲା ମୋରାଟୋରିୟମ

ନୂଆଦିଲ୍ଲୀ, ୧୧।୯ : ସୁପ୍ରିମକୋର୍ଟ ଋଣ କିସ୍ତି ପ୍ରଦାନ କ୍ଷେତ୍ରରେ ମୋରାଟୋରିୟମ ବା ଆଶ୍ୱସ୍ତି ସୁବିଧାକୁ ଚଳିତ ମାସ ୨୮ ଯାଏ ବୃଦ୍ଧି କରିଛନ୍ତି। ମୋରାଟୋରିୟମ ଅବଧି ମଧ୍ୟରେ ଯଦି କୌଣସି ବ୍ୟକ୍ତି ଋଣ କିସ୍ତି ପଇଠ କରିବାକୁ ସକ୍ଷମ ହୋଇ…

ବଜାର ପୁଞ୍ଜୀକରଣରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ

ମୁମ୍ବାଇ, ୧୧।୯ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ବଜାର ମୂଲ୍ୟାୟନରେ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଭାରତୀୟ ସୂଚୀଭୁକ୍ତ କମ୍ପାନୀ ଭାବେ ରିଲାଏନ୍ସ ୨୦୦ ବିଲିୟନ ଡଲାର (ପ୍ରାୟ ୧୫ ଲକ୍ଷ କୋଟି) ବଜାର ପୁଞ୍ଜୀକରଣ ସ୍ତର ଟପିବାକୁ ସକ୍ଷମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?