ବାଣିଜ୍ୟ

ପିଏନ୍‌ବିରେ ୧୨୦୩ କୋଟିର ଋଣ ଠକେଇ

  ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୨୦୩ କୋଟି ଟଙ୍କାର ଠକେଇ ମାମଲା ସାମ୍ନାକୁ ଆସିଛି। ସିନ୍‌ଟେକ୍ସ ଇଣ୍ଡଷ୍ଟ୍ରିଜ ଏଭଳି ବେଆଇନ କାର୍ଯ୍ୟରେ ସାମିଲ ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପ୍ରାୟ ୬ ହଜାର…

ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୮% ବଢ଼ିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବରରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୧୮% ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ୨୦୧୫ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ସମାନ ମାସରେ…

ସାମ୍‌ସଙ୍ଗ୍‌ର ଷ୍ଟାର ସ୍କଲାରଶିପ ଘୋଷଣା

ଭୁବନେଶ୍ୱର : ସାମ୍‌ସଙ୍ଗ୍‌ ଷ୍ଟାର ସ୍କଲାର କାର୍ଯ୍ୟକ୍ରମ ଅନ୍ତର୍ଗତ ସାମ୍‌ସଙ୍ଗ୍‌ ପକ୍ଷରୁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ଓ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ୫୧୭ ଜଣ ବିଦ୍ୟାର୍ଥୀଙ୍କୁ ସ୍କଲାରଶିପ ପ୍ରଦାନ କରାଯାଇଛି। ଜବାହର ନବୋଦୟ ବିଦ୍ୟାଳୟର ଆର୍ଥିକ ଦୁର୍ବଳ ବର୍ଗର…

ଲକ୍‌ଡାଉନ୍‌ ସମୟରେ ବିମାନ ଉଡ଼ାଣ ବାତିଲ: ଯାତ୍ରୀଙ୍କ ଟିକଟ ଟଙ୍କା ଫେରାଇବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଲାଗି ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହି ସମୟରେ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ତେବେ ଯାତ୍ରୀଙ୍କ ଟିକଟ ବୁକିଂ ଟଙ୍କା ଶୀଘ୍ର ଫେରାଇବାକୁ ସୁପ୍ରିମ୍‌କୋର୍ଟ(ଏସ୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ଏୟାରଲାଇନ୍ସ୍‌ କମ୍ପାନୀଗୁଡ଼ିକୁ ସୂଚିତ…

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୫.୪%

ଭୁବନେଶ୍ୱର: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ଜୁଲାଇ ମାସରେ ୩୩୬ ପଏଣ୍ଟ ଥିଲା। ଏହା ୨ ପଏଣ୍ଟ ବଢ଼ି ଅଗଷ୍ଟରେ ୩୩୮ ପଏଣ୍ଟ ଛୁଇଁଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୬୨ ପଏଣ୍ଟ ଥିଲା। ଏଥିରେ…

୪.୩୪ ଲକ୍ଷ କୋଟି ଋଣ କରିବେ ସରକାର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦-୨୧ର ଦ୍ୱିତୀୟାର୍ଦ୍ଧରେ କେନ୍ଦ୍ର ସରକାର ୪.୩୪ ଲକ୍ଷ କୋଟି ଟଙ୍କାର ଋଣ କରିବେ। କୋଭିଡ୍‌ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ଏଭଳି ଋଣ କରାଯିବା…

ବଜାରରେ ହୋଣ୍ଡା ହାଇନେସ୍‌-ସିବି ୩୫୦

ନୂଆଦିଲ୍ଲୀ: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌(ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ନୂଆ ହୋଣ୍ଡା ହାଇନେସ୍‌-ସିବି ୩୫୦ ମଡେଲର ଶୁଭାରମ୍ଭ କରାଯାଇଛି। ହୋଣ୍ଡା ମୋଟର କମ୍ପାନୀ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଚିଫ୍‌ ଅଫିସର (ମୋଟର ସାଇକେଲ ବିଜ୍‌ନେସ କାରବାର)…

୮.୫% ଖସିଲା କୋର୍‌ ସେକ୍ଟର

ନୂଆଦିଲ୍ଲୀ: ଗତ ୬ ମାସ ହେବ ଦେଶର କୋର୍‌ ସେକ୍ଟର ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଲଗାତର ହ୍ରାସ ହେଉଛି। ଅଗଷ୍ଟ ମାସରେ ଏହା ୮.୫% ଖସିଥିବା ଜଣାପଡ଼ିଛି। ଇସ୍ପାତ, ରିଫାଇନେରି ଉତ୍ପାଦ ଏବଂ ସିମେଣ୍ଟ ଉତ୍ପାଦନ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି…

ଜିଏସ୍‌ଟି ଫାଇଲିଂ ଅବଧି ମାସେ ବୃଦ୍ଧି

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ବାର୍ଷିକ ରିଟନର୍ର୍ ଏବଂ ଅଡିଟ ରିପୋର୍ଟ ଫାଇଲିଂ କରିବା ଅବଧିକୁ ସରକାର ଗୋଟିଏ ମାସ ବଢ଼ାଇଛନ୍ତି। ପୂର୍ବରୁ ଏହି ଅବଧି ସେପ୍ଟେମ୍ବର ଶେଷ ଯାଏ ରହିଥିବା ବେଳେ ଏହାକୁ ବର୍ତ୍ତମାନ ଅକ୍ଟୋବର ୩୧ ଯାଏ…

ଏଚ୍‌-ବି ଭିଜା ଦେୟ ବୃଦ୍ଧିକୁ ସ୍ଥଗିତ ରଖିଲେ ୟୁଏସ୍‌ କୋର୍ଟ

ନୂଆଦିଲ୍ଲୀ: ଏଚ୍‌-୧ ବି ଭିଜା ସମେତ ଅନ୍ୟ ବର୍ଗରେ ଭିଜା ଦେୟ ବୃଦ୍ଧି କରିବା ଲାଗି ଟ୍ରମ୍ପ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଥିଲା। ଏହି ନିଷ୍ପତ୍ତି ଚଳିତ ବର୍ଷ ଅକ୍ଟୋବର ୨ର ଲାଗୁ କରିବା ଯୋଜନା ରହିଥିଲା। ଏହି ପ୍ରସ୍ତାବକୁ ଆମେରିକାର…

ଆଇଟିଆର୍‌ ଫାଇଲିଂ ଅବଧି ବଢ଼ିଲା

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଆସେସ୍‌ମେଣ୍ଟ ବର୍ଷ ୨୦୧୯-୨୦ (ଆର୍ଥତ୍କ ବର୍ଷ ୨୦୧୮-୧୯) ଲାଗି ଆୟକର ରିଟର୍ନ (ଆଇଟିଆର୍‌) ଫାଇଲିଂ କରିବାର ସୀମାକୁ ବୁଧବାର ବୃଦ୍ଧି କରାଯାଇଛି। ଏଥିଲାଗି ଅବଧି ସେପ୍ଟେମ୍ବର ୩୦ ଯାଏ ରହିଥିବା ବେଳେ ଏହାକୁ ନଭେମ୍ବର ୩୦…

ଋଣ ଉଠାଇବା ଲାଗି ରାଜ୍ୟଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ: ବଜାରରୁ ଋଣ ଉଠାଇବା ଲାଗି ରିଜର୍ଭ ବ୍ୟାଙ୍କ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଆଉ ୬ ମାସ ଅଧିକ ସମୟ ପ୍ରଦାନ କରିଛି। ଏହି ସମୟରେ ରାଜ୍ୟ ଓଭରଡ୍ରାଫ୍ଟ ସୁବିଧା ମଧ୍ୟ ନେଇପାରିବେ। କରୋନା ସମୟରେ ରାଜ୍ୟଗୁଡିକର ଖର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?