ବାଣିଜ୍ୟ

ରିଲାଏନ୍ସ ରିଟେଲକୁ ମିଳିଲା ଆଉ ୨ ନିବେଶକ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଂଶବିଶେଷ ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ବିଶ୍ୱର ଆଉ ୨ ବୃହତ୍ତ ସଂସ୍ଥା ନିବେଶ କରିବା ନେଇ ଆଗେଇ ଆସିଛନ୍ତି। ଏହି କ୍ରମରେ ଜିଆଇସି ୫,୫୧୨ କୋଟି ଏବଂ ଟିପିଜି ୧୮୩୭ କୋଟି ଟଙ୍କା ନିବେଶ କରିବ…

୧୬ରୁ ଆରମ୍ଭ ହେବ ବଜେଟ ପ୍ରକ୍ରିୟା

ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୧-୨୨ ଲାଗି ସାଧାରଣ ବଜେଟ ପ୍ରକ୍ରିୟାକୁ ଅର୍ଥ ମନ୍ତ୍ରଣାଳୟ ଚଳିତ ମାସ ୧୬ରୁ ଆରମ୍ଭ କରିବ। ଗୁରୁବାର ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ…

ଶ୍ରମ କୋଡ୍‌ ବିଲ୍‌କୁ ବିରୋଧ:୨୬ ନଭେମ୍ବରରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ

ନୂଆଦିଲ୍ଲୀ : ଶ୍ରମ କୋଡ୍‌ ବିଲ୍‌କୁ ନିକଟରେ ସଂସଦର ଅନୁମୋଦନ ମିଳିଛି। ଏହାକୁ ବିରୋଧକରି ଦେଶର ଶ୍ରମ ସଙ୍ଗଠନଗୁଡ଼ିକ ନଭେମ୍ବର ୨୬ରେ ଦେଶବ୍ୟାପୀ ଦିନିକିଆ ଧର୍ମଘଟ ଡାକରା ଦେଇଛନ୍ତି। ଆୟକର ପ୍ରଦାନ କରିବାକୁ ସକ୍ଷମ ନ ଥିବା ପରିବାରଗୁଡ଼ିକୁ ସରକାର ସିଧାସଳଖ…

ମୂଲ୍ୟ ବଢ଼ାଇଲେ ୨ ଚକିଆ ଯାନ କମ୍ପାନୀ

  ନୂଆଦିଲ୍ଲୀ: ଦେଶର ୨ ଚକିଆ ଯାନ ନିର୍ମାତା କମ୍ପାନୀଗୁଡିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଯାନର ମୂଲ୍ୟ ୨% ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହା ମଧ୍ୟରେ ହିରୋ ମୋଟୋକର୍ପ, ହୋଣ୍ଡା ମୋଟର ସାଇକେଲ ଏବଂ ବଜାଜ ରହିଥିବା ଜଣାପଡିଛି। ଏହି ମୂଲ୍ୟ ବୃଦ୍ଧି…

ମହଙ୍ଗା ହେବ ଫୋନ୍‌

ନୂଆଦିଲ୍ଲୀ:ଫୋନ୍‌ଗୁଡିକରେ ବ୍ୟବହାର ହେଉଥିବା ଡିସ୍‌ପ୍ଲେ ଏବଂ ଟଚ୍‌ ପ୍ୟାନେଲ ଉପରେ ସରକାର ୧୦% ଆମଦାନୀ ଟିକସ ଲାଗୁ କରିଛନ୍ତି। ଆତ୍ମନିର୍ଭର ଭାରତ ଅଧୀନରେ ଏଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ପ୍ରମୁଖ କମ୍ପାନୀଗୁଡିକ ପକ୍ଷରୁ ବିକ୍ରି ହେଉଥିବା…

ବିଜିୟୁ, ଆର୍କଜେନ ୟୁନିଭର୍ସିଟି ସହ ଆଇସିଏସ୍‌ଆଇର ଚୁକ୍ତି

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ(ଆଇସିଏସ୍‌ଆଇ) ପକ୍ଷରୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ) ଭୁବନେଶ୍ୱର ଏବଂ ଜାମସେଦପୁରସ୍ଥିତ ଆର୍କଜେନ୍‌ ୟୁନିଭର୍ସିଟି ସହ ଏକାଡେମିକ ସହବନ୍ଧନ ଏମ୍‌ଓୟୁରେ ସାମିଲ ହୋଇଛି। ଛାତ୍ରୀଛାତ୍ର ଏବଂ ଅଂଶୀଦାରଙ୍କ ଉନ୍ନତି ତଥା ଶିକ୍ଷା କ୍ଷେତ୍ରରେ…

ବଜାରରେ ମହିନ୍ଦ୍ରାର ନୂଆ ଥାର୍‌

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ନୂଆ ‘ଥାର୍‌’ ମଡେଲ ଶୁକ୍ରବାର ବଜାରରେ ପ୍ରବେଶ କରିଛି। ମହିନ୍ଦ୍ରା ଗ୍ରୁପ୍‌ର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ନୂଆ ଏସ୍‌ୟୁଭିକୁ ଉନ୍ମୋଚନ କରାଯାଇଛି। ମହିନ୍ଦ୍ରାର ପରମ୍ପରାକୁ ବଜାୟ ରଖି ନୂଆ…

ଅଣ୍ଟା ସଳଖାଉଛି ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ବର୍ତ୍ତମାନ ସମସ୍ୟାରେ ରହିଥିବା ମାନୁଫାକ୍‌ଚର ଏବଂ ଟ୍ରେଡର ପାର୍ବଣ ସମୟରେ ବିକ୍ରିରେ ଉନ୍ନତିକୁ ଅପେକ୍ଷା କରି ରହିଛନ୍ତି। ମାତ୍ର ବଜାରର ଚାହିଦା ଏବଂ ଲୋକଙ୍କ ଖର୍ଚ୍ଚ କରିବା ତରିକା ଉପରେ…

ଡୋରଷ୍ଟେପ ସେବା ଦେଉଛି ଫୋର୍ଡ ଇଣ୍ଡିଆ

ଭୁବନେଶ୍ୱର: ଫୋର୍ଡ ଇଣ୍ଡିଆ ପକ୍ଷରୁ ଡୋରଷ୍ଟେପ ସେବା ଆରମ୍ଭ କରାଯାଇଛି। ଏହି ସେବା ଅଧୀନରେ ଫୋର୍ଡ ଗାଡିର ମାଲିକମାନେ ସେମାନଙ୍କ ଚାହୁଁଥିବା ଯେ କୌଣସି ସ୍ଥାନରେ କମ୍ପାନୀର ସେବା ପାଇପାରିବେ। ଘର କିମ୍ବା ଅଫିସରେ ନିଜ ଗାଡିର ସର୍ଭିସ ବିନା ଅତିରିକ୍ତ…

ରିୟଲ ଇଷ୍ଟେଟ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁ ନିର୍ମାଣ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ଜାରି ରହିଛି। ଏହି ସମସ୍ୟା ସମାଧାନ କରିବା ଲାଗି ରାଜ୍ୟ ସଭା ସଦସ୍ୟ ଡ. ଅମର ପଟ୍ଟନାୟକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ…

ରେନୋର ନୂଆ କ୍ୱିଡ୍‌ ନିଓଟେକ୍‌ ଏଡିଶନ

ନୂଆଦିଲ୍ଲୀ: ରେନୋ ଇଣ୍ଡିଆ ପକ୍ଷରୁ ନୂଆ କ୍ୱିଡ୍‌ ନିଓଟେକ୍‌ ଏଡିଶନ ୨୦୨୦ ବଜାରକୁ ଆସିଛି। ଏହାକୁ ଆକର୍ଷଣୀୟ ଏବଂ ସୁଲଭ କରି କମ୍ପାନୀ ପ୍ରସ୍ତୁତ କରିଥିବା କହିଛି। ନୂଆ ଯାନଟି ଏକ ଗେମ୍‌ ଚେଞ୍ଜର ହେବ ବୋଲି କମ୍ପାନୀ ଆଶାବାଦୀ ରହିଛି।…

ରିଲାଏନ୍ସ ରିଟେଲରେ ନିବେଶ କରିବ ମୁବାଦଲା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଂଶବିଶେଷ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ରେ ଆବୁଧାବିର ମୁବାଦଲା ଇନ୍‌ଭେଷ୍ଟମେଣ୍ଟ କମ୍ପାନୀ ୬୨୪୭ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ରିଲାଏନ୍ସ ରିଟେଲରେ ମୁବାଦଲା ୧.୪% ଇକ୍ୱିଟି ଅଂଶଧନ ହାସଲ କରିବ ବୋଲି ଜଣାପଡିଛି। ରିଲାଏନ୍ସର ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?