ବାଣିଜ୍ୟ

ସମାଧାନ ହୋଇପାରିଲାନି କ୍ଷତିପୂରଣ ପ୍ରସଙ୍ଗ; ୧୨ରେ ପୁଣି ବସିବ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦର ୪୨ତମ ବୈଠକ ଭିଡିଓ କନ୍‌ଫରେନ୍ସ ଯୋଗେ ସୋମବାର ଅନୁଷ୍ଠିତ ହୋଇଛି। ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ର ରାଜ୍ୟ ବର୍ତ୍ତମାନ ମୁହଁାମୁହିଁ ସ୍ଥିତିରେ ଥିବା ବେଳେ ଏହି ବୈଠକରେ କୌଣସି ସହମତି…

ଭି-ଗାର୍ଡ ସହାୟତାରେ ସ୍କୁଲ ଗୃହ ନିର୍ମାଣ

ଭୁବନେଶ୍ୱର: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ ପକ୍ଷରୁ ନୂତନ ସ୍କୁଲ ଗୃହ ବିଲ୍‌ଡିଂ ଫୁଲନଖରାସ୍ଥିତ ଲାଲବାହାଦୁର ସରକାରୀ ହାଇସ୍କୁଲ ପରିସରରେ ଶୁଭାରମ୍ଭ ହୋଇଛି। ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ କମ୍ପାନୀ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଛି। ଓ୍ବାର୍ଲଡ ଭିଜନ ସହଯୋଗରେ ଏହା ହାତକୁ ନିଆଯାଇଥିଲା।…

ଭାରତ ବଜାର ଛାଡ଼ିବ ଏୟାର ଏସିଆ; ସମ୍ପୂର୍ଣ୍ଣ ଅଂଶଧନ ଟାଟାକୁ ବିକିପାରେ

ନୂଆଦିଲ୍ଲୀ: ସୁଲଭ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ଭାରତ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। କରୋନା ଯୋଗୁ ବିମାନ ଚଳାଚଳ କ୍ଷେତ୍ର ସଙ୍କଟରେ ଚାଲିଛି। ବିମାନ କମ୍ପାନୀଗୁଡିକ ରାଜସ୍ବ କ୍ଷତି ସହୁଥିବାରୁ ଖର୍ଚ୍ଚ କାଟ ଏବଂ ଛଟେଇ…

ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ପକ୍ଷ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଜୟ ମାଲ୍ୟାଙ୍କ ପୁନର୍ବିଚାର ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେଉଛି। ସୁପ୍ରିମକୋର୍ଟ ଏହି ମାମଲାରେ ମାଲ୍ୟା ଏବଂ କେନ୍ଦ୍ର ସରକାରଙ୍କ ଉତ୍ତର ଲୋଡିଥିଲେ। ଏଥିରେ କେନ୍ଦ୍ର ସରକାର ସୋମବାର ପକ୍ଷ ରଖିଛନ୍ତି।…

୧୩ ଯାଏ ମୋରାଟୋରିୟମ ମାମଲା ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଋଣ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୧୩ ଯାଏ ସ୍ଥଗିତ ରଖିଛନ୍ତି। ସୋମବାର ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶରେ କହିଛନ୍ତି ଯେ, କେ.ଭି. କାମାଥ କମିଟି ରିପୋର୍ଟକୁ ରେକର୍ଡ ଭାବେ ପ୍ରଦାନ…

ଜେଇଇ ଆଡଭାନ୍ସରେ ଆକାଶ ଇନ୍‌ଷ୍ଟିଚ୍ୟୁଟ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଜେଇଇ ଆଡଭାନ୍ସ ୨୦୨୦ରେ ଆକାଶ ଇନ୍‌ଷ୍ଟିଚ୍ୟୁଟ ଭୁବନେଶ୍ୱରର ଛାତ୍ର ଶିବାଶିଷ ରାଉତ ସର୍ବଭାରତୀୟ ର଼୍ୟାଙ୍କ ୭୩ ହାସଲ କରିଛନ୍ତି। ଏଥିରେ ଚିରାଗ ଫାଲୁର ସର୍ବଭାରତୀୟ ୧ ର଼୍ୟାଙ୍କରେ ରହିଥିବା ବେଳେ ସେ ଆକାଶର ୪ ବର୍ଷିଆ କ୍ଲାସରୁମ ଛାତ୍ର ଅଟନ୍ତି।…

ବିଫଳ ହେଉଛି ପ୍ରମୁଖ ଆର୍ଥତ୍କ ସଂସ୍କାର;୧୯୯୧ ଭଳି ମ୍ୟାଜିକ ନୀତିର ଆବଶ୍ୟକତା

ନୂଆଦିଲ୍ଲୀ: ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବାରେ ସରକାରଙ୍କ ପ୍ରମୁଖ ଆର୍ଥତ୍କ ସଂସ୍କାର ବିଫଳ ହେଉଥିବା ଅର୍ଥ ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିକୁ…

କ୍ଷତିପୂରଣ ବିକଳ୍ପକୁ ବିରୋଧ କରିବେ କିିଛି ରାଜ୍ୟ

ନୂଆଦିଲ୍ଲୀ: ସୋମବାର ଜିଏସ୍‌ଟି ପରିଷଦ ବୈଠକ ବସୁଛି। ଏହି ବୈଠକ ଅନେକ ଗୁରୁତ୍ୱ ବହନ କରିବ ବୋଲି ଜଣାପଡିଛି। ଜିଏସ୍‌ଟି କ୍ଷତିପୂରଣ ଭରଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ବିକଳ୍ପ ପ୍ରଦାନ କରିଛନ୍ତି। ଏହାକୁ ଅଣଭାଜପା ଶାସିତ ରାଜ୍ୟ ଯଥା,…

କରୋନା କବଳରେ ରାଜ୍ୟର ବ୍ୟାଙ୍କ କର୍ମଚାରୀ: ୩୦୬୬ ସଂକ୍ରମିତ, ୧୪ ଜଣଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୩୭ରୁ ଊର୍ଦ୍ଧ୍ୱ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ଜୀବନକୁ ବିପଦରେ ପକାଇ ଗତ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ବିଭିନ୍ନ ସରକାରୀ କାର୍ଯ୍ୟ ସହ…

୧୧ ଗୁଣ ବଢ଼ିଛି କୃଷି ବଜେଟ

ନୂଆଦିଲ୍ଲୀ: ୨୦୦୯-୧୦ରେ ଉପା ସରକାରଙ୍କ ସମୟରେ ଦେଶର କୃଷି ବଜେଟ ପରିମାଣ ପ୍ରାୟ ୧୨ ହଜାର କୋଟି ଟଙ୍କା ରହିଥିଲା। ବର୍ତ୍ତମାନ ଏହା ୧୧ ଗୁଣ ବଢି ୧.୩୪ ଲକ୍ଷ କୋଟି ଟଙ୍କା ଛୁଇଁଥିବା ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଶନିବାର ସୂଚନା…

ମୋରାଟୋରିୟମ: ସୁଧ ଉପରେ ଲାଗିବନି ସୁଧ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ଋଣ କିସ୍ତି ପଇଠ ଲାଗି ସରକାର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡ଼ିକ ସୁଧ ଉପରେ ସୁଧ ଲାଗୁ କରିବା ଘଟଣା ସାମ୍ନାକୁ ଆସିଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଏହା ଉପରେ ସର୍ବୋଚ୍ଚ…

ରିଲାଏନ୍ସ ରିଟେଲକୁ ମିଳିଲା ଆଉ ୨ ନିବେଶକ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଂଶବିଶେଷ ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ବିଶ୍ୱର ଆଉ ୨ ବୃହତ୍ତ ସଂସ୍ଥା ନିବେଶ କରିବା ନେଇ ଆଗେଇ ଆସିଛନ୍ତି। ଏହି କ୍ରମରେ ଜିଆଇସି ୫,୫୧୨ କୋଟି ଏବଂ ଟିପିଜି ୧୮୩୭ କୋଟି ଟଙ୍କା ନିବେଶ କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?