ବାଣିଜ୍ୟ

୧୭ରୁ ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ

ନୂଆଦିଲ୍ଲୀ : ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ଭାରତ ବଜାର ଲାଗି ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ଚଳିତ ମାସ ୧୭ରୁ ଆରମ୍ଭ ହେଉଛି। ଏଥିରେ ଲକ୍ଷାଧିକ ସେଲର ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ପାର୍ବଣରେ ବିଭିନ୍ନ ପ୍ରଡକ୍ଟ ଏହି…

ଏଚ୍‌-୧ ବି ଭିଜା ନିୟମରେ ପରିବର୍ତ୍ତନ କଲା ୟୁଏସ୍‌; ପ୍ରଭାବିତ ହେବେ ଭାରତୀୟ ପ୍ରଫେଶନାଲ

ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏଚ୍‌-୧ ବି ଭିଜାକୁ ନେଇ ନୂଆ ନିୟମ ଜାରି କରାଯାଇଛି। ଏହି ନିୟମ ଅନ୍ତର୍ଗତ ୟୁଏସ୍‌ କର୍ମଚାରୀଙ୍କୁ ରୋଜଗାର କ୍ଷେତ୍ରରେ ଅଧିକ ସୁଯୋଗ ମିଳିବ। ଟ୍ରମ୍ପ ସରକାର ବିଦେଶରୁ ୟୁଏସ୍‌ ଯାଉଥିବା କର୍ମଚାରୀଙ୍କ…

ଏମ୍‌.ରାଜେଶ୍ୱର ରାଓ ଆର୍‌ବିଆଇ ଡେପୁଟି ଗଭର୍ନର

ମୁମ୍ବାଇ: ଏମ୍‌.ରାଜେଶ୍ୱର ରାଓଙ୍କୁ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଡେପୁଟି ଗଭର୍ନର ଭାବେ ସରକାର ବୁଧବାର ନିଯୁକ୍ତି ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି)ଙ୍କ ମଧ୍ୟରୁ ସେ ସବୁଠାରୁ ବରିଷ୍ଠ। ଏନ୍‌.ଏସ୍‌.ବିଶ୍ୱନାଥନଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ବାସ୍ଥ୍ୟଗତ କାରଣରୁ କାର୍ଯ୍ୟକାଳ…

ୟୁନିୟନ ବ୍ୟାଙ୍କ ପକ୍ଷରୁ ଋଣ ମୁକ୍ତି ଶିବିର

ଭୁବନେଶ୍ୱର : ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣ ମୁକ୍ତି ଶିବିର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଶିବିର ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲିବ। ଦେଶର ବିଭିନ୍ନ ସ୍ଥାନରେ ରହିଥିବା…

ଜେଇଇ ଆଡଭାନ୍ସରେ ଫିଟ୍‌ଜି ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷର ଜେଇଇ ଆଡଭାନ୍ସ ଫଳାଫଳରେ ଫିଟ୍‌ଜି ଭୁବନେଶ୍ୱର-କଟକ ସେଣ୍ଟରର ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ସେଣ୍ଟରର ସୂଚନା ଅନୁସାରେ ସ୍ଥିତପ୍ରଜ୍ଞା ସାହୁ ୩୬୫, ସୌରଭ ସୌମ୍ୟକାନ୍ତ ଦାସ ୪୧୫, ଅଙ୍କିତ ଦେ ୫୩୨, ଆର୍ଯ୍ୟନ ଶତପଥୀ…

ହୋଣ୍ଡାର ସଡ଼କ ସୁରକ୍ଷା ସଚେତନତା

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଓଡ଼ିଶାର ବିଭିନ୍ନ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ସହଯୋଗରେ ଯୁବପିଢ଼ିଙ୍କ ମଧ୍ୟରେ ଏକ ଭିନ୍ନ ଢଙ୍ଗର ସଚେତନତାର ବାର୍ତ୍ତା ବଣ୍ଟନ କରାଯାଇଛି। ହୋଣ୍ଡା ସଡ଼କ ସୁରକ୍ଷା ଇ-ଗୁରୁକୁଳର ୩…

ରିଲାଏନ୍ସ ରିଟେଲରେ ୫୫୩୧ କୋଟି ନିବେଶ କଲା ଆଡିଆ

ମୁମ୍ବାଇ:ଆବୁଧାବି ଇନ୍‌ଭେଷ୍ଟମେଣ୍ଟ ଅଥରିଟି(ଆଡିଆ) ରିଲାଏନ୍ସ ରିଟେଲରେ ନିବେଶ ଲାଗି ଆଗେଇ ଆସିଛି। ଏହି କମ୍ପାନୀ ୫,୫୧୩ କୋଟି ନିବେଶ କରିବ। ବର୍ତ୍ତମାନ ସୁଦ୍ଧା ରିଲାଏନ୍ସ ରିଟେଲରେ ୮ ନିବେଶ ଆସିଥିବା ବେଳେ ପ୍ରାୟ ୩୭ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନିବେଶ…

ଏମ୍‌ଏସ୍‌ପି ଜାରି ରହିବ: ସୀତାରାମନ

ଚେନ୍ନାଇ: କୃଷକଙ୍କ ଉତ୍ପାଦିତ ବିଭିନ୍ନ ଖାଦ୍ୟଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଜାରି ରହିବ। ଏହା ବର୍ତ୍ତମାନ ପ୍ରଦାନ କରାଯାଉଥିବା ବେଳେ ଆଗକୁ ମଧ୍ୟ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ନୂଆ କରି…

ମୋଦିଙ୍କୁ ନୋବେଲ ବିଜେତାଙ୍କ ସମାଲୋଚନା

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ବିଜେତା ଅର୍ଥନୀତିଜ୍ଞ ଜୋସେଫ୍‌ ଷ୍ଟିଗ୍‌ଲିଜ ସମାଲୋଚନା କରିଛନ୍ତି। କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ଅତି ନିକୃଷ୍ଟ ଧରଣର ବୋଲି ସେ ବିବେଚନା କରିଛନ୍ତି। ଫିକି ଇଷ୍ଟର୍ନ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଏକ ଓ୍ବେବିନାରରେ…

ଏମ୍‌ପିସିରେ ୩ ସଦସ୍ୟ ନିଯୁକ୍ତ; ଶକ୍ତିକାନ୍ତଙ୍କ ଟିମ୍‌ରେ ଅସୀମା ଗୋୟଲ, ଜୟନ୍ତ ଆର୍‌ ବର୍ମା ଏବଂ ଶଶାଙ୍କ ଭିଡେ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି(ଏମ୍‌ପିସି)ରେ ୩ ମନୋନୀତ ସଦସ୍ୟଙ୍କୁ ସରକାର ମଙ୍ଗଳବାର ନିଯୁକ୍ତ କରିଛନ୍ତି। ସେପ୍ଟେମ୍ବରରେ ପୂର୍ବରୁ କାର୍ଯ୍ୟ କରୁଥିବା ୩ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପଦବୀଗୁଡିକ ଖାଲି ପଡିଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ସରକାର ଏହି…

ବ୍ୟକ୍ତିଗତ ଡାଟା ସୁରକ୍ଷା ସପକ୍ଷରେ ଆର୍‌ବିଆଇ ଇଡି

ମୁମ୍ବାଇ: ବ୍ୟକ୍ତିଗତ ଡାଟା ସୁରକ୍ଷା ସପକ୍ଷରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟି. ରବିଶଙ୍କର ନିଜର ମତ ରଖିଛନ୍ତି। ବ୍ୟକ୍ତିଗତ ଡାଟାର ସୁରକ୍ଷା ଲାଗି ଆଇନକୁ କଡ଼ାକଡ଼ି କରିବା ନେଇ ସେ ଜୋର ଦେଇଛନ୍ତି। ଏହା ହୋଇପାରିଲେ ପ୍ରଭେସିକୁ ନିଶ୍ଚିତ କରାଯାଇପାରିବ।…

ଦିନେଶ କୁମାର ଖାରା ଏସ୍‌ବିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦିନେଶ କୁମାର ଖାରା ଏସ୍‌ବିଆଇର ନୂଆ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଛନ୍ତି। ବର୍ତ୍ତମାନର ଅଧ୍ୟକ୍ଷ ରଜନୀଶ କୁମାରଙ୍କ କାର୍ଯ୍ୟକାଳ ସରିବା ପରେ ଖାରା ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ଖାରା ବର୍ତ୍ତମାନ ଏସ୍‌ବିଆଇରେ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଛନ୍ତି। ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?