ବ୍ଲୁୂମବର୍ଗ ନ୍ୟୁ ଇକୋନୋମିକ ଫୋରମ୍‌କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ: ଅଭିବୃଦ୍ଧିର ଇଞ୍ଜିନ ହୋଇଥିବା ସାରା ବିଶ୍ୱର ସହରଗୁଡିକ ବିପଦଠାରୁ ଦୂରରେ ନାହିଁ। କୋଭିଡ୍‌-୧୯ ଏହା ପ୍ରମାଣିତ କରିଛି ବୋଲି ମଙ୍ଗଳବାର ବ୍ଲୁମବର୍ଗ ନିୟୁ ଇକୋନୋମିକ ଭର୍ଚୁଆଲ ଫୋରମ୍‌କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ପୁଣି ଥରେ ନୂଆ ଆରମ୍ଭ କରିବା ପୂର୍ବରୁ ପ୍ରସ୍ତୁତ ହେବାକୁ ଥିବା କୋଭିଡ୍‌-୧୯ ପୁଣି ଥରେ ଆମକୁ ସୁଯୋଗ ଦେଇଛି ବୋଲି ସେ ମତ ରଖିଛନ୍ତି। ଜୀବନ ଧାରା ବର୍ତ୍ତମାନ ସମ୍ପୂର୍ଣ୍ଣ ବଦଳି ଯାଇଛି। ପୁଣି ଥରେ କିଭଳି ସ୍ବାଭାବିତ ଭାବେ ଆରମ୍ଭ କରାଯିବ ତାହା ବର୍ତ୍ତମାନ ବିଶ୍ୱ ସାମ୍ନାରେ ପ୍ରଶ୍ନବାଚୀ। ଅର୍ବାନ ସେଣ୍ଟରଗୁଡିକୁ ପୁଣି ଥରେ ପୁନର୍ଜିବିତ କରିବାର ଆବଶ୍ୟକତା ରହିଛି। ଭାରତରେ ମଧ୍ୟ ସହରଗୁଡିକୁ ଲୋକଙ୍କ ନିରନ୍ତର ଜୀବନଧାରଣ ପାଇଁ ଉପଯୁକ୍ତ କରି ଗଢିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ରେକର୍ଡ ସ୍ତରରେ ଅଶୋଧିତ ତୈଳ

ନୂଆଦିଲ୍ଲୀ,୨୭।୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପୁଣି ଥରେ ବଢ଼ିଚାଲିଛି। ଶନିବାର ବ୍ୟାରେଲ ପିଛା ଏହାର ଦର ୭୮.୯୫ ଡଲାର ଛୁଇଁଛି। ଏହା ୩ ବର୍ଷର...

ସୋଚ୍‌ର ନୂଆ ଫେଷ୍ଟିଭ କଲେକ୍ସନ

ନୂଆଦିଲ୍ଲୀ,୧୨।୧୦: ଚଳିତ ପାର୍ବଣ ଉପଲକ୍ଷେ ସୋଚ୍‌ ପକ୍ଷରୁ ଆକର୍ଷଣୀୟ ନୂଆ ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ସିଲ୍କ, ସିଲ୍କ ବ୍ଲେଣ୍ଡ୍‌, ଆର୍ଟ...

ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ

ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍‌ରେ ଥିବା ତାଙ୍କ ମୁଖ୍ୟାଳୟକୁ...

ପାଇକାରୀ ମୁଦ୍ରାସ୍ଫୀତି ୧%କୁ ହ୍ରାସ

ନୂଆଦିଲ୍ଲୀ,୧୬ା୪: ପାଇକାରୀ ମୂଲ୍ୟସୂଚୀ (ଡବ୍ଳ୍ୟୁପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ମାର୍ଚ୍ଚରେ ୧%କୁ ହ୍ରାସ ଘଟିଛି। ଏହା ଫେବୃୟାରୀରେ ୨.୨୬% ରହିଥିଲା ବୋଲି ସରକାର ପ୍ରକାଶ କରିଥିବା ଡାଟାରୁ...

ବଢ଼ିଲା ରପ୍ତାନି

ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲରେ ଦେଶ ମଧ୍ୟରୁ ରପ୍ତାନି ପ୍ରାୟ ୩ ଗୁଣ ବୃଦ୍ଧିପାଇ ୩୦.୨୧ ବିଲିୟନ ଛୁଇଁଛି। ଇଞ୍ଜିନିୟରିଂ, ଜେମ୍ସ ଆଣ୍ଡ ଜୁଏଲେରି, ପେଟ୍ରୋକେମିକାଲ ପ୍ରଡକ୍ଟରେ...

ଅଡୁଆରେ ‘ବାୟଜୁସ୍’, ଏବେ କମ୍ପାନୀର ହାତ ଛାଡିଲେ ସବୁଠୁ ବଡ ନିବେଶକ

ନୂଆଦିଲ୍ଲୀ, ୨୬। ୭: ଦେଶରେ ଆଡଟେକ୍ ଇଣ୍ଡଷ୍ଟ୍ରିରେ ବଡ ପରିବର୍ତ୍ତନ ଆଣିଥିବା କମ୍ପାନୀ ‘ବାୟଜୁସ୍’ର ଅଡୁଆ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସହଯୋଗୀ କମ୍ପାନୀର...

ରୁପେକୁ ଦୁଇ ଦେଶରେ ମାନ୍ୟତା, ଅନ୍ୟ ଦେଶଙ୍କ ସହ ଯୋଗାଯୋଗରେ ଅଛି ଭାରତ, କହିଲେ ସୀତାରମଣ…

ୱାଶିଂଟନ /ନୂଆଦିଲ୍ଲୀ,୧୨।୧୦ : ଧୀରେ ଧୀରେ ଡିଜିଟାଲ ପେମେଣ୍ଟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାରତର ଗ୍ରହଣୀୟତା ବିଶ୍ୱ ସ୍ତରରେ ବୃଦ୍ଧି ପାଉଛି। ବର୍ତ୍ତମାନ ଭାରତର ରୁପେ...

ଜିଇଏମ୍‌ ଦ୍ୱାରା କିଣାହେବ ଲକ୍ଷେ କୋଟିର ସାମଗ୍ରୀ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରାୟତ୍ତ ପ୍ରୋକ୍ୟୁଅରମେଣ୍ଟ ପୋର୍ଟାଲ ଗଭର୍ନମେଣ୍ଟ ଇ-ମାର୍କେଟ(ଜିଇଏମ୍‌) ଦ୍ୱାରା ଆର୍ଥତ୍କବର୍ଷ ୨୦୨୧-୨୨ରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ କିଣାଯିବ। ପ୍ରତିରକ୍ଷା ଏବଂ ପିଏସ୍‌ୟୁଗୁଡିକରୁ କ୍ରୟ...

Advertisement
Archives

Model This Week