ପୋଷ୍ଟ ଅଫିସର ଏହି ସ୍କ୍ରିମ୍‌ରେ ଦ୍ୱିଗୁଣ ହୋଇଥାଏ ଟଙ୍କା: ୫୦ହଜାର ରଖିଲେ ପାଇବେ ଲକ୍ଷେ; ଜାଣନ୍ତୁ..

ନୂଆଦିଲ୍ଲୀ,୧୮।୧୧: ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବା ଲାଭଦାୟକ। ବିଶେଷକରି ପୋଷ୍ଟ ଅଫିସର ‘କିଶାନ ବିକାଶ ପତ୍ର’ ସ୍କ୍ରିମ୍‌ରେ ନିବେଶ କରିବା ଦ୍ୱାରା ଆପଣ ଦୁଇଗୁଣ ଟଙ୍କା ପାଇପାରିବେ। ସରକାରଙ୍କ ପକ୍ଷରୁ ସଂଚାଳିତ ଏହି ସ୍କ୍ରିମ୍‌ରେ ୧୨୪ ମାସ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିବ। ଏଥିରେ ଜଣଙ୍କୁ ନିବେଶ ଟଙ୍କାର ଦୁଇଗୁଣା ମାଚ୍ୟୁରିଟି ମିଳିଥାଏ। ୨୦୨୧ ମସିହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହାର ସୁଧ ହାର ୬.୯% ରହିଛି।

ସ୍କ୍ରିମ ବିଷୟରେ ଅଧିକ ସୂଚନା:
– ଏଥିରେ ୧୮ ବର୍ଷ ବୟସରୁ ଅଧିକ ଥିବା କୌଣସି ଭାରତୀୟ ନିବେଶ କରିପାରିବେ।
-ନିବେଶ କରିବା ସମୟରେ କଓ୍ବୋଇସି ପ୍ରକ୍ରିୟାର ପାଳନ କରିବାକୁ ପଡ଼ିଥାଏ।
-ସିଂଗଲ ଆକାଉଣ୍ଟ ଏବଂ ଜଏଣ୍ଟ ଆକାଉଣ୍ଟର ସୁବିଧା ରହିଛି।
-୧୦୦୦ ଟଙ୍କା, ୫୦୦୦ ଟଙ୍କା, ୧୦,୦୦୦ ଟଙ୍କା ଏବଂ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତର ସାର୍ଟିଫିକେଟ୍‌ ଜାରି କରାଯାଏ।
-ନ୍ୟୁନତମ ୧୦୦୦ ଟଙ୍କାର ଆପଣ ନିବେଶ କରିପାରିବେ। ସର୍ବାଧିକ ପାଇଁ କୌଣସି ସୀମା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଲାଟ୍‌ ଲିଭ୍‌ର ୧ମ ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୧୯।୨: ବର୍ତ୍ତମାନର ଜଟିଳ ସମୟ ମଧ୍ୟରେ ସହରବାସୀଙ୍କୁ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟ ନେଇ କମ୍ପାନୀ ଭୁବନେଶ୍ୱରରେ ତା’ର...

ଆମେରିକା ବାଦାମ ଉପରୁ ସୀମାଶୁଳ୍କ ହ୍ରାସକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୧-୭: ଆମେରିକାରୁ ଆସୁଥିବା ଆଲ୍‌ମଣ୍ଡ(ବାଦାମ) ଉପରୁ ସୀମାଶୁଳ୍କ ହ୍ରାସ କରିବାକୁ ଆମେରିକାର ଅନୁରୋଧକୁ ଭାରତ ପ୍ରତ୍ୟାଖ୍ୟାନ କରିଦେଇଛି। ଗତ ମାସରେ ଆମେରିକାରୁ ଆସୁଥିବା ଆଲମଣ୍ଡ, ଅଖରୋଟ...

ପିଏନ୍‌ବି ହେଲା ଦେଶର ଦ୍ୱିତୀୟ ବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ, ୨।୪: ପହିଲାରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସବୁ ଶାଖା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଶାଖା...

କଲ୍ୟାଣର ‘ଟେମ୍ପଲ ଜୁଏଲେରି କଲେକ୍ସନ’

ନୂଆଦିଲ୍ଲୀ,୧୫।୫: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଆକର୍ଷଣୀୟ ଓ ସୂକ୍ଷ୍ମ କାରିଗରିର ଏକ ଅପୂର୍ବ ଡିଜାଇନ ‘ଟେମ୍ପଲ ଜୁଏଲେରି’ କଲେକ୍ସନ ସମ୍ପର୍କରେ ଘୋଷଣା...

ଜେଇଇ ଆଡଭାନ୍ସରେ ଆକାଶ ଇନ୍‌ଷ୍ଟିଚ୍ୟୁଟ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଜେଇଇ ଆଡଭାନ୍ସ ୨୦୨୦ରେ ଆକାଶ ଇନ୍‌ଷ୍ଟିଚ୍ୟୁଟ ଭୁବନେଶ୍ୱରର ଛାତ୍ର ଶିବାଶିଷ ରାଉତ ସର୍ବଭାରତୀୟ ର଼୍ୟାଙ୍କ ୭୩ ହାସଲ କରିଛନ୍ତି। ଏଥିରେ ଚିରାଗ ଫାଲୁର ସର୍ବଭାରତୀୟ...

ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୮୧.୮%

ଭୁବନେଶ୍ୱର : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ଅଗଷ୍ଟରେ ୩୩୮ ପଏଣ୍ଟ ଥିଲା। ନୂଆ ସିରିଜରେ ଏହା ସେପ୍ଟେମ୍ବରରେ ୧୧୮...

ବନ୍ଦ ରହିବ ବ୍ୟବସାୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ, ଭୁବନେଶ୍ୱର,୨୧-୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗି ଗୁରୁବାର ଦେଶବାସୀଙ୍କୁ ଆହ୍ବାନ...

ଲଗାତାର ୨୧ ଦିନ ପାଇଁ ବଢ଼ିଲା ତୈଳଦର

ନୂଆଦିଲ୍ଲୀ, ୨୭।୬: ଲଗାତାର ୨୧ ଦିନ ପାଇଁ ବଢ଼ିଲା ତୈଳଦର। ଶନିବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ିଥିବା ବେଳେ ଡିଜେଲ ଲିଟର ପିଛା...

Advertisement
Archives

Model This Week