ବାଣିଜ୍ୟ

ରାଜକୋଷକୁ ଆଉ ୪୦ ହଜାର କୋଟିର ବୋଝ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାକୁ ସାଂଘାତିକ କ୍ଷତି ପହଞ୍ଚିଛି। ଖାଉଟିଙ୍କ ଖର୍ଚ୍ଚ ବଢ଼ାଇ ଅର୍ଥ ବ୍ୟବସ୍ଥାରେ ଚାହିଦାକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ୭୩ ହଜାର କୋଟି ଟଙ୍କାର ନୂଆ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି।…

୬୮,୮୨୫ କୋଟି ଋଣ କରିବେ ରାଜ୍ୟ

ନୂଆଦିଲ୍ଲୀ: ଜିଏସ୍‌ଟି ରାଜସ୍ବ ହ୍ରାସକୁ ଭରଣା କରିବା ଲାଗି ଓଡ଼ିଶା ସମେତ ମୋଟ ୨୦ଟି ରାଜ୍ୟ ବଜାରରୁ ଋଣ କରିବେ। ଏହି ରାଜ୍ୟଗୁଡିକ ମୋଟ ୬୮,୮୨୫ କୋଟି ଟଙ୍କାର ଋଣ ଉଠାଇବେ ବୋଲି ଜଣାପଡିଛି। ଖୋଲା ବଜାରରୁ ଋଣ ଉଠାଇବା ଲାଗି…

ପାର୍ବଣ ପାଇଁ ୩୯୨ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ: ପାର୍ବଣରେ ରେଲଓ୍ବେ ୩୯୨ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବ। ଅକ୍ଟୋବର ୨୦ରୁ ନଭେମ୍ବର ୩୦ ମଧ୍ୟରେ ଏହି ଟ୍ରେନ୍‌ଗୁଡିକ ଚଳାଚଳ କରିବ। ସ୍ପେଶାଲ ଟ୍ରେନରେ ଲାଗୁ ଥିବା ଭଡା ଭଳି ଏହି ଟ୍ରେନଗୁଡିକର ଭଡା ସମାନ ରହିବ। ମେଲ୍‌ ଏବଂ ଏକ୍ସପ୍ରେସ୍‌…

ଆଜି ମୋରାଟୋରିୟମ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୋରାଟୋରିୟମ ମାମଲାର ଶୁଣାଣି ବୁଧବାର କରିବେ। ଏହି ମାମଲାରେ ଅନେକ ଆବେଦନ ହୋଇଥିବା ବେଳେ ଏହାର ଶୁଣାଣି ବର୍ତ୍ତମାନ ଜାରି ରହିଛି। ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ରିଜର୍ଭ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଲୋକମାନଙ୍କୁ…

୧୭ ଯାଏ ରିମାଣ୍ଡରେ ଗଲେ ଦୀପକ କୋଚ୍ଚର

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ବେଆଇନ ଋଣ ପ୍ରଦାନ ମାମଲାରେ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଳିତ ମାସ ୧୭ ତାରିଖ ଯାଏ ରିମାଣ୍ଡରେ ନେଇଛି। ମୁମ୍ବାଇର ସ୍ବତନ୍ତ୍ର କୋର୍ଟ ଏ ନେଇ ଅନୁମତି ପ୍ରଦାନ…

ପିଏନ୍‌ବି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଓଡ଼ିଶା ଗସ୍ତ ଆଜି

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ.କେ.ଆଜାଦ ବୁଧବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଭୁବନେଶ୍ୱରସ୍ଥିତ ପିଏନ୍‌ବିର ଆଞ୍ଚଳିକ କାର୍ଯ୍ୟାଳୟ ସମେତ କଟକସ୍ଥିତ ରାମ୍‌ ସେଣ୍ଟର ଏବଂ କିଛି ଶାଖାକୁ ମଧ୍ୟ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏହି…

ଭାରତ ପ୍ରବେଶ ନେଇ ଟେସ୍‌ଲାର ଯୋଜନା

ନୂଆଦିଲ୍ଲୀ: ଇଲେକ୍ଟ୍ରିକ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଭାରତ ବଜାରରେ ପ୍ରବେଶ କରିବା ଲାଗି ଯୋଜନା ରଖିଛି। କମ୍ପାନୀର ସିଇଓ ଏଲନ ମସ୍କ ଏ ସମ୍ପର୍କରେ ସୋମବାର ସ୍ପଷ୍ଟ କରିଛନ୍ତି। ଭାରତ ପ୍ରବେଶ ଯୋଜନା ୨୦୨୧ରୁ ଆରମ୍ଭ ହେବ ବୋଲି ସେ…

୭.୩୪% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୩୪% ସ୍ତରରେ ରହିଛି। ଖାଦ୍ୟ ସାମଗ୍ରୀ ଦର ଊର୍ଦ୍ଧ୍ୱରେ ରହିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ସରକାର ପ୍ରଦାନ କରିଥିବା ଡାଟା ମୁତାବକ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ୬.୬୯% ସ୍ତରରେ ରହିଥିଲା। ସେହିଭଳି ଗତ…

୮% ଖସିଲା ଶିଳ୍ପକ୍ଷେତ୍ର ଉତ୍ପାଦନ

  ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବ ବଜାର ଉପରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହାର ପ୍ରଭାବରେ ଅଗଷ୍ଟ ମାସରେ ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ ୮% ହ୍ରାସ ହୋଇଥିବା ନଜରକୁ ଆସିଛି। ମାନୁଫାକଚରିଂ, ଖଣି ଏବଂ ଶକ୍ତି ଉତ୍ପାଦନ ଭଳି…

ଉନ୍ନତ କାରବାର ଆଶାରେ ବ୍ୟବସାୟୀ;ଅର୍ଥମନ୍ତ୍ରୀଙ୍କ ଘୋଷଣା ଉତ୍ସାହ ଭରିଛି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର କର୍ମଚାରୀଙ୍କ ଲାଗି ସୋମବାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ବ୍ୟବସାୟୀଙ୍କ ମନରେ ଉତ୍ସାହ ଭରିଥିବା ଜଣାପଡିଛି। ପାର୍ବଣରେ ଉନ୍ନତ କାରବାର ହେବା ନେଇ ବ୍ୟବସାୟୀମାନେ ଆଶା ରଖିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ ସରକାରୀ…

ମୋରାଟୋରିୟମ ବଢ଼ିଲେ ବିତ୍ତୀୟ ସଙ୍କଟ

ନୂଆଦିଲ୍ଲୀ,୧୧।୧୦: କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ସଙ୍କଟ ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ୬ ମାସର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ଅବଧିରେ ବ୍ୟାଙ୍କଗୁଡ଼ିକ ସୁଧ ଉପରେ ସୁଧ ଲାଗୁ କରିବାରୁୁ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। ସର୍ବୋଚ୍ଚ ନ୍ୟାୟାଳୟ…

ମହିନ୍ଦ୍ରା ବୋଲେରୋ ପିକ୍‌ଅପ୍‌ରେ କରୋନା ବୀମା

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ଏହାର ପିକ୍‌ଅପ୍‌ ରେଞ୍ଜର ଯାନ ଉପରେ ଗ୍ରାହକଙ୍କ ଲାଗି କରୋନା ବୀମା ସମ୍ପର୍କରେ ଘୋଷଣା କରାଯାଇଛି। ମେଗା ଫେଷ୍ଟିସ ଅଫର ଅନ୍ତର୍ଗତ କମ୍ପାନୀ ପକ୍ଷରୁ ୧ ଲକ୍ଷ ଟଙ୍କାର ବୀମା କଭର ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?