ବାଣିଜ୍ୟ

ଭାରତକୁ ଟପିବ ବାଂଲାଦେଶ

ନୂଆଦିଲ୍ଲୀ,୧୫।୧୦: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି) କ୍ଷେତ୍ରରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି। ଫଳରେ ଏହା ଜିଡିପି ଉପରେ ପ୍ରଭାବ ପକାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ…

ପରଚେଜିଂ ପାଓ୍ବାରରେ ବାଂଲାଦେଶଠାରୁ ୧୧ ଗୁଣ ବଡ଼ ଭାରତ ଜିଡିପି

ନୂଆଦିଲ୍ଲୀ: ୨୦୧୯ ଡାଟା ମୁତାବକ ପରଚେଜିଂ ପାଓ୍ବାର ପ୍ୟାରିଟି(ପିପିପି)ରେ ବାଂଲାଦେଶଠାରୁ ଭାରତର ଜିଡିପି ପ୍ରାୟ ୧୧ ଗୁଣ ବଡ। ଆଇଏମ୍‌ଏଫ୍‌ର ମୁଣ୍ଡପିଛା ଜିଡିପି ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଜଣେ ବରିଷ୍ଟ ସରକାରୀ ଅଧିକାରୀ ଏଭଳି ମତ ପ୍ରକାଶ କରିଛନ୍ତି।…

ଚକ୍ରବୃଦ୍ଧି ସୁଧ ଛାଡ଼ ନିଷ୍ପତ୍ତି ନଭେମ୍ବର ୨ ସୁଦ୍ଧା ଲାଗୁ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋରାଟୋରିୟମ ଅବଧିରେ ଲାଗୁ ହୋଇଥିବା ଚକ୍ରବୃଦ୍ଧି ସୁଧ ଛାଡ଼ ସମ୍ପର୍କିତ ନିଷ୍ପତ୍ତି ନଭେମ୍ବର ୨ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ବୁଧବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୁଦ୍ର ଋଣଗ୍ରହୀତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେବେ…

ଏପ୍ରିଲ ପହିଲାରୁ ଶ୍ରମ କୋଡ୍‌ ଲାଗୁ କରିବାକୁ ଯୋଜନା

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ସାରା ଦେଶରେ ନୂଆ ଶ୍ରମ କୋଡ୍‌ ଲାଗୁ କରାଇବା ଲାଗି ଯୋଜନା ରଖିଛନ୍ତି। ଏ ନେଇ ବର୍ତ୍ତମାନ ବିଭିନ୍ନ କାର୍ଯ୍ୟଧାରା ଜାରି ହୋଇଛି। ବିଭିନ୍ନ କାର୍ଯ୍ୟକ୍ରମକୁ ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସାରିବାକୁ ଯୋଜନା ରଖାଯାଇଛି…

ପାଇକାରୀ ମୁଦ୍ରାସ୍ଫୀତି ୧.୩୨%

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୧.୩୨%କୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ଏହା ଗତ ବର୍ଷ ସେପ୍ଟେମ୍ବରରେ ୦.୩୩% ସ୍ତରରେ ରହିଥିଲା। ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ୦.୧୬% ସ୍ତରରେ ରହିଥିଲା। ଏପ୍ରିଲରେ…

କୋଭିଡ୍‌ ଯୋଗୁ ଫ୍ୟୁଚର ଗ୍ରୁପ୍‌କୁ ୭ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: କରୋନା ମହାମାରୀ ଲକଡାଉନ ଯୋଗୁ ଘରୋଇ ବଜାରରେ ବିଭିନ୍ନ ଷ୍ଟୋର ବନ୍ଦ କରାଯାଇଥିଲା। ଲକଡାଉନର ପ୍ରାୟ ୪ ମାସରେ କଟକଣା ଯୋଗୁ ଫ୍ୟୁଚର ଗ୍ରୁପ ପ୍ରାୟ ୭ ହଜାର କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି। କୋଭିଡ ଫାସରେ ଫସିବା…

ଓଡ଼ିଶା ବଜାରରେ ନୂଆ ମହିନ୍ଦ୍ରା ଥାର୍‌

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ବଜାରରେ ନୂଆ ‘ଥାର୍‌’ ମଡେଲ ପ୍ରବେଶ କରାଯାଇଛି। ସ୍ଥାନୀୟ ଉତ୍କଳ ଅଟୋମୋବାଇଲ ଶୋ’ରୁମ୍‌ଠାରେ ନିର୍ଦ୍ଦେଶକ ସୌନକ ପାରେକ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏଏସ୍‌ଏମ୍‌ ମନୋଜ ମହାପାତ୍ର ନୂଆ ଯାନଟିକୁ ଉନ୍ମୋଚନ…

ମୁଣ୍ଡ ପିଛା ଜିଡିପିରେ ଭାରତକୁ ଟିପିବ ବାଂଲାଦେଶ

ନୂଆଦିଲ୍ଲୀ: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗିଛି। ଫଳରେ ଏହା ଜିଡିପି ଉପରେ ପ୍ରଭାବ ପକାଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପକ୍ଷରୁ ଏକ…

ହୋଣ୍ଡାର ସ୍ପେଶାଲ ଏଡିଶନ ଆମେଜ୍‌

ଭୁବନେଶ୍ୱର: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ସ୍ପେଶାଲ ଏଡିଶନ ଆମେଜ୍‌ ମଡେଲ ବଜାରକୁ ଆସିଛି। ପାର୍ବଣ ଉପଲକ୍ଷେ ଏହି ଫ୍ୟାମିଲ ସେଡାନକୁ କମ୍ପାନୀ ଉନ୍ମୋଚନ କରିଛି। ଏଥିରେ କମ୍ପାନୀ ଅନେକ ଆକର୍ଷଣୀୟ ଫିଚର ଯୋଡିଛି। ଏହାର ଲୋକପ୍ରିୟ ଏସ୍‌…

ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କୁ ଏହି ନାମରେ ଚିଡାନ୍ତି ସ୍ବାମୀ ଆନନ୍ଦ

ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ। ଈଶା ମା’ ନୀତା ଅମ୍ବାନୀଙ୍କର ଖୁବ୍‌ ନିକଟତର। ନିଜର ଛୋଟ ବଡ଼ ସବୁ କଥା ସେ ମା’ଙ୍କ ସହ ଶେୟାର କରିଥାନ୍ତି। ମା’ଙ୍କୁ ନ ପଚାରିଲେ ଈଶା କିଛି…

୧୦.୩% ଖସିବ ଭାରତୀୟ ଅର୍ଥ ବ୍ୟବସ୍ଥା

ଓ୍ବାଶିଂଟନ: କରୋନା ଭାଇରସ୍‌ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଜୋର୍‌ଦାର ଝଟକା ଲାଗିଛି। ଫଳରେ ଚଳିତ ଆର୍ଥତ୍କ ବର୍ଷ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୧୦.୩% ଖସିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ମଙ୍ଗଳବାର ପୂର୍ବାନୁମାନ କରିଛି। ପରବର୍ତ୍ତୀ ଆର୍ଥତ୍କ ବର୍ଷରେ ଜିଡିପି…

ରାଜକୋଷକୁ ଆଉ ୪୦ ହଜାର କୋଟିର ବୋଝ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାକୁ ସାଂଘାତିକ କ୍ଷତି ପହଞ୍ଚିଛି। ଖାଉଟିଙ୍କ ଖର୍ଚ୍ଚ ବଢ଼ାଇ ଅର୍ଥ ବ୍ୟବସ୍ଥାରେ ଚାହିଦାକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ୭୩ ହଜାର କୋଟି ଟଙ୍କାର ନୂଆ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?