ଦିଓ୍ବାଲିରେ ୭୨ ହଜାର କୋଟିର କାରବାର
ନୂଆଦିଲ୍ଲୀ: କରୋନାର ପ୍ରଭାବ ସାରା ଦେଶରେ ରହିଥିବା ବେଳେ ଚଳିତ ଏହି ପର୍ବକୁ ଏକ ଭିନ୍ନ ଭାବେ ପାଳନ କରାଯାଇଛି। ଭାରତୀୟ ସାମଗ୍ରୀକୁ ବୃହତ୍ତ ମାତ୍ରାରେ ବ୍ୟବହାର ଏବଂ ଚାଇନା ସାମଗ୍ରୀର ବ୍ୟବହାର କମ୍ କରିବା ଉପରେ ସାରା ଦେଶରେ ଏକ…
ଅର୍ବାନ ଲ୍ୟାଡରର ୯୬% ଅଂଶଧନ କିଣିଲା ରିଲାଏନ୍ସ
ନୂଆଦିଲ୍ଲୀ: ହୋମ୍ ଡେକୋର ସଲ୍ୟୁଶନ କମ୍ପାନୀ ଅର୍ବାନ ଲ୍ୟାଡରର ୯୬% ଅଂଶଧନକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ କ୍ରୟ କରିଛି। ୧୮୨.୧୨ କୋଟି ଟଙ୍କାରେ ଏହି ଚୁକ୍ତି ହୋଇଛି। ଏହା ଦ୍ୱାରା ରିଲାଏନ୍ସକୁ ଶତ ପ୍ରତିଶତ…
ବ୍ୟାଙ୍କରୁ ଅଧିକ ଲାଭଦାୟକ ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିବା, ଜାଣନ୍ତୁ କିପରି…
ପୋଷ୍ଟ ଅଫିସରେ ଟଙ୍କା ରଖିବାର ଅନେକ ଲାଭ ରହିଛି। ଯଦି ଜଣେ ରୋଜଗାର କରୁଥିବା ଟଙ୍କାର ଭଲ ନିବେଶ କରିବାକୁ ଚାହାନ୍ତି ତେବେ ପୋଷ୍ଟ ଅଫିସ ବ୍ୟାଙ୍କ କଥା ଭାବି ପାରିବେ। କାରଣ ପୋଷ୍ଟ ଅଫିସ ଆକାଉଣ୍ଟ ବ୍ୟାଙ୍କଠାରୁ ଅଧିକ ଲାଭଦାୟକ…
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ୬୩ ବର୍ଷର ପରମ୍ପରା: ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ହେବ ଅନୁଷ୍ଠିତ
ମୁମ୍ବାଇ,୧୪।୧୧: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ୬୩ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ଶନିିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ୬ଠା ୮ ପ୍ରର୍ଯ୍ୟନ୍ତ ପ୍ରି-ଓପନ ମୂହୁର୍ତ୍ତ…
ଧନତେରସ୍ରେ ବଢିଲା ସୁନା ବିକ୍ରି
ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ କରୋନାଜନିତ ଲକ୍ଡାଉନ ପାଇଁ ସୁନା ଗହଣା ବଜାରରେ ପ୍ରଭାବ ଜାରି ରହିଛି। ଶୁକ୍ରବାର ଧନତେରସ ରହିଥିବାରୁ ସୁନା ବଜାରରେ ଚମକ ଫେରିଛି। ସାରା ଦେଶରେ ଧନତେରସରେ ବିକ୍ରି ପୂର୍ବ ମାସଗୁଡିକ ତୁଳନାରେ ଉନ୍ନତ ରହିଛି। ଆଗାମୀ ଦିନରେ…
୨.୬୫ ଲକ୍ଷ କୋଟିର ନୂଆ ଆର୍ଥିକ ପ୍ୟାକେଜ
ନୂଆଦିଲ୍ଲୀ,୧୩।୧୧ – କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ପ୍ରୟାସ ଜାରି କରିଛନ୍ତି। ପୂର୍ବରୁ ଆତ୍ମନିର୍ଭର ପ୍ୟାକେଜ ଭାବେ ୨୦ ଲକ୍ଷ କୋଟି ଏବଂ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଭାବେ ପାର୍ବଣ ଉପଲକ୍ଷେ ସରକାରୀ କର୍ମଚାରୀଙ୍କ…
ଜଟିଳ ମାନ୍ଦାବସ୍ଥା ଆଡ଼କୁ ବଢୁଛି ଭାରତ
ନୂଆଦିଲ୍ଲୀ,୧୩।୧୧- ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଦ୍ୱିତୀୟ ତ୍ରୈମାସରେ ଭାରତୀୟ ଅର୍ଥ ବ୍ୟବସ୍ଥା ଧିମା ହେଉଥିବା ନଜରକୁ ଆସିଛି। ଏହା ଭାରତକୁ ଜଟିଳ ମାନ୍ଦାବସ୍ଥା ଆଡକୁ ନେଇ ଯାଉଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗୁରୁବାର ଆକଳନ କରାଯାଇଛି। ଆର୍ବିଆଇ ଡେପୁଟି ଗର୍ଭନର…
ଭଲ ବିକ୍ରି ଆଶାରେ ଜୁଏଲର୍ସ
ଭୁବନେଶ୍ୱର,୧୩।୧୧ – ଚଳିତ ବର୍ଷ କରୋନା ଯୋଗୁ ସୁନା ଗହଣା ବଜାରରେ କାରବାର ଧିମା ରହିଛି। ବଜାରରେ କଟକଣା କୋହଳ ହେଉଥିବାରୁ କାରବାର ଧୀରେ ଧୀରେ ଟ୍ରାକ୍କୁ ଫେରୁଛି। ଶୋ’ରୁମଗୁଡିକରେ ସାମାଜିକ ଦୂରତ୍ୱ ନିୟମକୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି। ଶୁକ୍ରବାର ଧନତେରସ…
ସ୍ବାଭାବିକ ହେବ ଅର୍ଥନୀତି: ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ୍ ଘୋଷଣା
ନୂଆଦିଲ୍ଲୀ,୧୨।୧୧: କରୋନା ମହାମାରୀରେ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍ ଘୋଷଣା ଜାରି ରହିଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଅଥିନୀତିକୁ ସ୍ବାଭାବିକ କରିବା ଲାଗି…
ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ରାଜିନାମା ସ୍ବାକ୍ଷରିତ
ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ରାଜିନାମା ଚୂଡାନ୍ତ ହୋଇଯାଇଛି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ (ଆଇବିଏ), ବ୍ୟାଙ୍କ ସଂଘ ଏବଂ ଅଧିକାରୀ ସଂଘଗୁଡିକ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ପ୍ରକ୍ରିୟା ୩ ବର୍ଷ ଧରି ଜାରି ରହିଥିଲା। ୧୫%…
ଟିକସ ସ୍ବଚ୍ଛତା ଆଡ଼କୁ ବଢୁଛି ଭାରତ:ମୋଦି
ନୂଆଦିଲ୍ଲୀ: ଭାରତ ଟିକସ ଆତଙ୍କବାଦରୁ ଟିକସ ସ୍ବଚ୍ଛତା ଆଡକୁ ବଢୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। କେନ୍ଦ୍ର ସରକାର ଟିକସ ବ୍ୟବସ୍ଥାରେ ନୂଆ ଫେସ୍ଲେସ ଅପିଲ, ବିବାଦ ସମାଧାନ ବ୍ୟବସ୍ଥା ଭଳି ନୂଆ ସଂସ୍କାର ଆରମ୍ଭ କରିଛନ୍ତି। ଏହାର ଲାଭ…
ନୂଆ ପ୍ୟାକେଜ ଆଣିବେ ସରକାର
ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ଘରୋଇ ବଜାରର ମୋଟ ଘରୋଇ ଉତ୍ପାଦ (ଜିଡିପି) ଐତିହାସିକ ନିମ୍ନ ସ୍ତରରେ ରହିଛି। ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଲାଗି ସରକାର ପ୍ରାୟ…

