ବାଣିଜ୍ୟ

ପରିବର୍ତ୍ତନ ଆଣିଛି ଡିଜିଟାଲ ଇଣ୍ଡିଆ: ମୋଦି

ନୂଆଦିଲ୍ଲୀ: ସରକାର ଗ୍ରହଣ କରିଥିବା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶରେ ଅନେକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି। ବାଙ୍ଗାଲୋର ଟେକ୍‌ ସମିଟ-୨୦୨୦କୁ ଭର୍ଚୁଆଲ ଯୋଗେ ଉଦ୍‌ଘାଟନକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ ଦେଶର ଟେକ୍ନୋଲୋଜି ଭିତ୍ତିଭୂମି ଉପରେ ମତ…

ବୁଲେଟ ଟ୍ରେନ୍‌ ପ୍ରକଳ୍ପ ନିର୍ମାଣରେ ଏଲ୍‌ଆଣ୍ଡଟି ସାମିଲ

ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ଦ୍ରୁତଗାମୀ ରେଳ ପ୍ରକଳ୍ପ ବା ବୁଲେଟ ଟ୍ରେନ ପ୍ରକଳ୍ପ ନିର୍ମାଣରେ ପ୍ରମୁଖ କମ୍ପାନୀ ଏଲ୍‌ଆଣ୍ଡଟି ସାମିଲ ହୋଇଛି। ଏଥିଲାଗି କମ୍ପାନୀକୁ ୭ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ମିଳିଥିବା ସୂଚନା ମିଳିଛି। ବୁଲେଟଟ୍ରେନ ପ୍ରକଳ୍ପର ପ୍ରାୟ ୮୭…

୧୪% ବଢ଼ିଲା ସ୍ପାଇସ୍‌ ଜେଟ୍‌ ଶେୟାର

ନୂଆଦିଲ୍ଲୀ: ଗୁରୁବାର ସ୍ପାଇସ୍‌ ଜେଟ କମ୍ପାନୀର ଶେୟାର କାରବାର ୧୪% ବଢ଼ିଥିବା ନଜରକୁ ଆସିଛି। ଆମେରିକାର ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ(ଏଫ୍‌ଏଏ) ବୋଇଂ ୭୩୭ ମାକ୍ସ ବିମାନର କମର୍ସିଆଲ ସେବାକୁ ଅନୁମତି ଦେବା ପରେ ଏହି ସ୍ପାଇସ୍‌ ଜେଟ୍‌ ବିମାନ କମ୍ପାନୀର ଶେୟାର…

ପୁଞ୍ଜି ହାସଲ ପ୍ରକ୍ରିୟା ସମ୍ପୂର୍ଣ୍ଣ କଲା ରିଲାଏନ୍ସ ରିଟେଲ୍‌

ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ ପକ୍ଷରୁ ୪୭,୨୬୫ କୋଟି ଟଙ୍କାର ପୁଞ୍ଜି ହାସଲ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ୧୦.୦୯% ଅଂଶଧନ ବିକ୍ରି ଦ୍ୱାରା କମ୍ପାନୀ ଏହି ପୁଞ୍ଜି ହାସଲ କରିବାକୁ ସକ୍ଷମ ହୋଇଛି। ଏହା ଉକ୍ତ କ୍ଷେତ୍ରରେ ସର୍ବବୃହତ୍ତ ପୁଞ୍ଜି…

ବିଗିଡ଼ିବ ଭାରତୀୟ ଅର୍ଥ ବ୍ୟବସ୍ଥା;ଜିଡିପିର ସ୍ପଷ୍ଟ ଚିତ୍ର ମିଳୁନାହିଁ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏବେ ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଭାବେ ଉଭା ହୋଇଛି। ମହାମାରୀ ପ୍ରଭାବରେ ଘରୋଇ ବଜାର ଚାପଗ୍ରସ୍ତ ହୋଇଥିବା ବେଳେ…

ବିଗିଡ଼ିବ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୦ା୧୧:କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏବେ ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ଭାବେ ଉଭା ହୋଇଛି। ମହାମାରୀ ପ୍ରଭାବରେ ଘରୋଇ ବଜାର ଚାପଗ୍ରସ୍ତ ହୋଇଥିବା ବେଳେ ଏଥିରୁ…

୧୦୦ ଫୁଟ ଉଚ୍ଚରୁ ନିଜ ବ୍ରାଣ୍ଡ୍‌ର ୧୦ କାର୍‌ ତଳକୁ ଫିଙ୍ଗିଦେଲା ଏହି କମ୍ପାନୀ, ଜାଣନ୍ତୁ ଏହାର କାରଣ

ବିଶ୍ୱରେ ବେଶ୍‌ ଜଣାଶୁଣା କାର୍‌ ନିର୍ମାଣ କମ୍ପାନୀ ଭଲଭୋ ତାହାର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ୧୦୦ ଫୁଟ ଉଚ୍ଚରୁ ଏକ ଖାଲ ମଧ୍ୟକୁ ଫିଙ୍ଗି ଦେଇଛି। କମ୍ପାନୀର ଏହି ଅଦ୍ଭୁତ କାର୍ଯ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମାତ୍ର ଏହା ଗ୍ରାହକଙ୍କ ସୁରକ୍ଷା…

୨୦୩୦ରୁ ବ୍ରିଟେନରେ ବିକ୍ରି ହେବନି ପେଟ୍ରୋଲ,ଡିଜେଲ କାର୍‌

ନୂଆଦିଲ୍ଲୀ: ୨୦୩୦ରୁ ବ୍ରିଟେନରେ ନୂଆ ପେଟ୍ରୋଲ ଏବଂ ଡିଜେଲ କାର ବିକ୍ରି ହେବନାହିଁ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଏ ନେଇ ବୁଧବାର ଘୋଷଣା କରିଛନ୍ତି। ଗ୍ରୀନ୍‌ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁଶନ ୧୦ ସୂତ୍ରୀ ଯୋଜନା ଅଧୀନ ବ୍ରିଟେନ ସରକାର ଏଭଳି ପଦକ୍ଷେପ…

ଲକ୍ଷ୍ମୀବିଳାସ ବ୍ୟାଙ୍କ ଜମାକାରୀଙ୍କୁ ଆର୍‌ବିଆଇର ଆଶ୍ୱାସନା

ନୂଆଦିଲ୍ଲୀ: ଲକ୍ଷ୍ମୀବିଳାସ ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ିବା ଯୋଗୁ ଏହା ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ କଟକଣା ଲାଗୁ କରିଛି। ଆଗାମୀ ଗୋଟିଏ ମାସ ଯାଏ ଏହି ବ୍ୟାଙ୍କର ଜମାକାରୀ କେବଳ ୨୫ ହଜାର ଟଙ୍କା ଉଠାଣ କରିପାରିବେ। କେତେକ ନିର୍ଦ୍ଦିଷ୍ଟ…

ନୂଆ ରେକର୍ଡ ସ୍ତରରେ ପୁଞ୍ଜିବଜାର

ନୂଆଦିଲ୍ଲୀ: ବୁଧବାର ଦେଶର ପୁଞ୍ଜିବଜାର କାରବାର ନୂଆ ରେକର୍ଡ ସ୍ତର ଛୁଇଁଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ରେକର୍ଡ ଉଚ୍ଚ ସ୍ତରରେ ବନ୍ଦ ହୋଇଛି। ଏହି ସମୟରେ ଅଟୋମୋବାଇଲ, ବ୍ୟାଙ୍କ ଏବଂ ରିୟଲିଟି ଷ୍ଟକ୍‌ଗୁଡିକ ଭଲ…

ଚିନି ଉତ୍ପାଦନ ୩ ଗୁଣ ବଢ଼ିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ସାରା ଦେଶରେ ଚିନି ଉତ୍ପାଦନ ବେଶ୍‌ ଉନ୍ନତ ରହିଛି। ୧୫ ନଭେମ୍ବର ସୁଦ୍ଧା ସାରା ଦେଶରେ ୧୪ ଲକ୍ଷ ଟନ୍‌ ଚିନି ଉତ୍ପାଦନ ହୋଇଛି। ଏହା ଗତ ବର୍ଷ ସମାନ ସିଜନ ତୁଳନାରେ ପ୍ରାୟ ୩ ଗୁଣ…

ବିପିସିଏଲ୍‌ ବିଡିଂରେ ବେଦାନ୍ତ

ନୂଆଦିଲ୍ଲୀ: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌)ରେ ରହିଥିବା ସରକାରୀ ଅଂଶଧନ ନିଲାମ ବିଡିଂରେ ବେଦାନ୍ତ ସାମିଲ ହୋଇଛି। ବିପିସିଏଲ୍‌ରେ ରହିଥିବା ୫୨.୯୮% ଅଂଶଧନକୁ ବିକ୍ରି କରିବାକୁ ସରକାର ବର୍ତ୍ତମାନ ପ୍ରସ୍ତୁତ କରିଛନ୍ତି। ବିଡିଂରେ ମୋଟ ୪ କମ୍ପାନୀ ସାମିଲ ଅଛନ୍ତି। ରିଲାଏନ୍ସ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?